ମିହିର ଦାସ ଙ୍କ ପରେ ପୁଣି ଜଣେ ବଡ ଅଭିନେତା ଙ୍କ ଅଚାନକ ହେଲା ଦେହାନ୍ତ,ଶୋକର ବୁଡ଼ିଲା ପୁରା ଫିଲ୍ମ Jagata,ଏହି ଜଣାଶୁଣା ହିରୋ ଙ୍କ ହେଲା ପରଲୋକ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଏକ ବିଶେଷ ଖବର ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ସିନେମା ଜଗତକୁ ଏକ ବହୁତ ବଡ଼ ଦୁଃଖର ଖବର ଆସିଛି।ଏହାକୁ ଶୁଣିଲେ ଆପଣ ମଧ୍ୟ ଅନେକ ମାତ୍ରାରେ ଦୁଃଖ ପ୍ରକାଶ କରିବେ।

ତେବେ ଆପଣମାନେ ତ ସିନେମା ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ସିନେମା ଜଗତରେ ଅନେକ ସୁନ୍ଦର ସୁନ୍ଦର କଳାକାର ରହିଛନ୍ତି ଏବଂ ସେମାନେ ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।କଳା ସଂସ୍କୃତିକୁ ଏବଂ କଳାକୁ ନେଇ ଆମ ଓଡ଼ିଆ ସିନେମା ବା ସିରିଏଲ ଜଗତ ଗଢ଼ା।

ଏଥିମଧ୍ୟରେ ଅନେକ ଦେଶରେ ଅନେକ ଚଳଚ୍ଚିତ୍ର ଜଗତ ରହିଛି।ଅନେକ ଦେଶରେ ଅନେକ ଚଳଚିତ୍ର ଜଗତ ରହିଛି।ସେଥିମଧ୍ୟରୁ ବଙ୍ଗାଳି ଚଳଚ୍ଚିତ୍ର ଜଗତ ହେଉ କିମ୍ବା ଓଡ଼ିଆ ଚଳଚ୍ଚିତ୍ର ଜଗତ ହେଉ ସବୁଥିରେ ଅଭିନେତାଙ୍କ ଅଭିନୟ ଲୋକମାନେ ବେଶ ଭଲ ଭାବରେ ଦେଖୁଛନ୍ତି।ତେବେ ବର୍ତ୍ତମାନ ସମୟରେ ସିନେମା ଜଗତକୁ ନେଇ ଏକ ଦୁଃଖ ଖବର ସମ୍ନାକୁ ଆସିଛି।

ତେବେ ସେହି ଖବର ଅନୁସାରେ ମୃତ୍ୟୁ ବରଣ କରିଛନ୍ତି ବଙ୍ଗାଳି ସିନେମା ଜଗତର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀ।ତେବେ ଅଭିଷେକ ଚାଟାର୍ଜୀ ବଙ୍ଗାଳି ଚଳଚିତ୍ର ଜଗତରେ ଜଣେ ଜଣାଶୁଣା ଅଭିନେତା।ସେ ୫୮ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି।ପଥଲବ ଚଳଚିତ୍ରରୁ ନିଜ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ

ଏହି ଅଭିନେତା ଜଣଙ୍କ।ଅନେକ ସମୟରେ ଅନେକ ଚଳଚ୍ଚିତ୍ର ହିଟ ଦେଇଛନ୍ତି।ତେବେ ଅଭିଷେକ ଜଣେ ସୁନ୍ଦର ଅଭିନେତା ଥିଲେ।ସେ ୫୮ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି।ସେ ଅନେକ ରୋଗରେ ପୀଡିତ ଥିବାର ସୂଚନା ମିଳିଥିଲା।ଜୀବନ ଯୁଦ୍ଧରେ ଲଢ଼ି ଲଢ଼ି ସେ ଜୀବନ ହାରିଦେଇଛନ୍ତି।ଅନେକ ହିଟ ଚଳଚିତ୍ର ଦେଇ ଲୋକମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ

ଏହି ଅଭିନେତା ଜଣଙ୍କ।ତେବେ ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଏବଂ ବଙ୍ଗାଳି ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।ବଙ୍ଗାଳି ସିନେମା ଜଗତର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ ମଧ୍ୟ ଏହାକୁ ନେକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ବାସ୍ତବରେ ତାଙ୍କର ମୃତ୍ୟୁ ଏକ ବାହୁତ ବଡ଼ ଦୁଃଖର ବିଷୟ ଅଟେ।ଆମେ ଏତିକି ପ୍ରାର୍ଥନା କରୁଛୁ ଯେ ତାଙ୍କର ଆତ୍ମା ଶାନ୍ତି ପାଉ।

Leave a Reply

Your email address will not be published. Required fields are marked *