ସିଦ୍ଧାନ୍ତ ମହାପାତ୍ର କହିଲେ ମୋ ପୁଅ Chandigada ରେ ପଢୁଛି,କିନ୍ତୁ ସେମାନେ ସବୁ ମିଶି ଯାହାକୁ…

Spread the love

ମଝିରେ ଭାଇରାଲ ହେଇଥିଲା ଯେ ସେ ଆପଣଙ୍କର ପୁଅ ବୋଲି।ସିଦ୍ଧାନ୍ତ ମହାପାତ୍ର କହିଲେ କି ହଁ ଆଜି ସେଇଟା କ୍ଲିଅର ହେଇଯାଅ ଆଉ ମୁଁ ତାକୁ ମୋ ପୁଅ ଭଳିଆ କହି ପାରିବି ସେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ଆଉ ମୋ ପୁଅ ତ ଚଣ୍ଡିଗଡରେ ପାଠ ପଢୁଛି।ମୁନା ଭାଇ ଆପଣ ଆପଣଙ୍କର ସିନେମା ବିଷୟରେ କଣ କହିବେ

କାରଣ ସିନେମାରେ ଆପଣଙ୍କର ପୁରା ଗୋଟେ ଜବରଦସ୍ତ ଚରିତ୍ର ରହିଛି। ସିଦ୍ଧାନ୍ତ କହିଲେ କି, ଆମେ ସମସ୍ତେ ଏକାଠି ମାନେ ଆମର ବାପା ସୁପର ମ୍ୟାନ ଟିମର ସମସ୍ତେ ଏକାଠି ହେଇଛି ଆଉ ବହୁତ ଜଲଦି ସେହି ଚଳଚ୍ଚିତ୍ରଟି ଶୁଭମୁକ୍ତି କରିବ। ଆଗାମୀ ନୂଆ ବର୍ଷରେ ଏହି ଚଳଚ୍ଚିତ୍ର ଆସିବ ଆଉ ଡେଟ ଟା ଫାଇନାଲ

ହେବା ପରେ ଆମେ ଆପଣଙ୍କୁ ସେଇଟା ଜଣେଇ ଦେବୁ।ଆଜି ଆମେ ସମସ୍ତେ ଏକାଠି ହେଇଛି କାରଣ ଆଗକୁ ବାପା ସୁପରମ୍ୟାନ ଗୋଟେ ଚଳଚ୍ଚିତ୍ର ଆସିବାକୁ ଯାଉଛି ଆଉ ବହୁତ ଜଲଦି ସେହି ଚଳଚ୍ଚିତ୍ରଟି ଶୁଭମୁକ୍ତି କରିବ। ଆଗାମୀ ନୂଆ ବର୍ଷରେ ଏହି ଚଳଚ୍ଚିତ୍ର ଆସିବ ଆଉ ଡେଟ ଏବଂ ଆମର ସିନେମା

ହଲ ସବୁ କିଛି ଫାଇନାଲ ହେଇଗଲା ପରେ ଆମେ ଆପଣ ମାନଙ୍କ ଜରିଆରେ ଜଣେଇବୁ ଯେ କେବେ ଫିଲ୍ମ ଆସିବ ଆଉ ଏଥିରେ ମୁଁ ଗୋଟେ ବାପା ଭୂମିକାରେ ଅଭିନୟ କରୁଛି ଆଉ ମୋ ପୁଅ ଭୂମିକାରେ ଶୁଭମ ଅଭିନୟ କରୁଛି।ନିର୍ଦ୍ଦେଶନାରେ ଦାୟିତ୍ଵ ସୁଧାଂଶୁ ନେଇଛନ୍ତି ଏବଂ ଏହାର କାହାଣୀର ଦାୟିତ୍ଵ

ପ୍ରିୟ ବାବୁ ନେଇଛନ୍ତି ଆଉ ସୁମିତ୍ରା ଏହାର ଗୀତିକାର। ତେଣୁ ଚେଷ୍ଟା କରିଛୁ ଯେ ଗୋଟେ ଭଲ କାହାଣୀଟିଏ ଆପଣ ମାନଙ୍କୁ ଭେଟି ଦେବା ପାଇଁ ଆଉ ସବୁ ବେଳେ ଆମେ କହୁ ଯେ ମାର ସ୍ନେହ ମମତାର କଥା କହୁ।ହେଲେ ତା ଭିତରେ କଉଠି ନା କଉଠି ଜଉ ବାପାର ତ୍ୟାଗ ଥାଏ ଏବଂ ଜୀବନ ବ୍ୟାପି ଜଉ

ତାଙ୍କର ତ୍ୟାଗ ଥାଏ ସେଇଟା କଉଠି ନା କଉଠି ଚାପି ହେଇ ରହି ଯାଏ ତ ଏହି ଚଳଚ୍ଚିତ୍ରର ମୂଳ ଉଦ୍ଦେଶ୍ୟ ହଉଛି ସେଇ ବାପାର ସ୍ନେହକୁ ଦେଖାଇବା ଏବଂ ଗୋଟେ ବାପା ତା ପରିବାର ପାଇଁ ଆଉ ତା ପୁଅ ପାଇଁ କଉ ପର୍ଯ୍ୟନ୍ତ ଯାଇ ପାରେ ସେଇ ଉପରେ ଏହି ଚଲଚିତ୍ରଟି।ଆଉ ଆପଣଙ୍କର ପୁଅ ବିଷୟରେ

ସେ ଜଉ ଭାଇରାଲ ହେଇଥିଲା? ସିଦ୍ଧାନ୍ତ କହିଲେ କି, ନାଇଁ ଆଜି ସେଇଟା ଆଉ ଥରେ ଆପଣ ମାନଙ୍କ ଜରିଆରେ ପୁଣି କ୍ଲିଅର ହେଇଗଲା ସେ ମୋ ପୁଅ ଭଳିଆ କାରଣ ସେ ତ ସପ୍ତମ ଶ୍ରେଣୀରେ ପାଠ ପଢୁଛି ଆଉ ମୋ ପୁଅ ଚଣ୍ଡିଗଡ଼ରେ ପାଠ ପଢୁଛି ହେଲେ କିନ୍ତୁ ମୁଁ ସେ ପୁଅ ପାଇଁ ବହୁତ ଗର୍ବିତ କାରଣ ଗୋଟେ ନୂଆ ପିଲା ଅଭିନୟ କରୁଛି।

Leave a Reply

Your email address will not be published. Required fields are marked *