ନିଜ ବ୍ରେକପ କାହାଣୀ କହିଲେ Divya କହିଲେ ମୋ ସହିତ ଯାହା ସବୁ ଘଟିଲା…

Spread the love

ମୋର ଲୋ ସମୟରେ କିମ୍ବା ଯେତେବେଳେ ମୁଁ ବହୁତ ଲୋ ଅନୁଭବ କରୁଥିଲି ସେତେବେଳେ ସେ ମୋ ପାଖରେ ଥିଲେ ଆଉ ତାଙ୍କୁ ମୁଁ କେତେବେଳେ ହେଲେ ମୋର କୋ ଷ୍ଟାର ବୋଲି ଭାବିନି। ଏମିତି କିଛି ଦିବ୍ୟା କହିଥିଲେ।ଦିବ୍ୟାଙ୍କ ଅଭିନୟକୁ ଛାଡ଼ିକି ମୁଁ ଯଦି ତାଙ୍କର ନିଜସ୍ୱ ଜୀବନ ଉପରକୁ ଆସିବି ତାହେଲେ ଦିବ୍ୟା ଏବେ ଯାଏ କାହା ହୃଦୟରେ ରହିଲେଣି ନା ନାହିଁ?

ମାନେ ତାଙ୍କ ପାଖକୁ କେହି ଆସିଲେଣି ନା ନାହିଁ? ଦିଵ୍ୟା କହିଲେ କି, ଦେଖନ୍ତୁ ଲୋକ ଆସିକି ଗଲେଣି ଆଉ ମୁଁ ତାଙ୍କୁ ଏମିତି ଭାବେ ଯେ ହୁଏତ ସେମାନେ ବୋଧେ ମୋ ପାଇଁ ପରଫେକ୍ଟ ନୁହଁ।ଗୋଟେ କଥା ଯେ ମୁଁ ଆଗରୁ ଭାବୁଥିଲି ଯେ ହଁ ଓଡ଼ିଆ ଫିଲ୍ମ ତ ଭଲ ଚାଲିଛି ଆଉ କଣ ଦରକାର ହେଲେ ଏବେକା ସମୟରେ

ମୁଁ ମୋ କାମକୁ ନେଇକି ଟିକେ ଅଧିକ ଫୋକସ କରୁଛି କାହିଁକି ନା ଆପଣ ଦେଖି ଥିବେ କୋ- ଭି- ଡ ପର ଠାରୁ ଆମର ଓଡ଼ିଆ ଇଣ୍ଡଷ୍ଟ୍ରି ଟିକେ ଅଧିକ ତଳକୁ ଆସି ଯାଇଛି କେହି ଲୋକ ପସନ୍ଦ କରୁ ନାହାନ୍ତି, ଆମ ନିଜ ଓଡ଼ିଆ ଲୋକ ହିଁ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନାହାନ୍ତି।ହେଲେ ଯଦି ଆମେ ଆମ

ଓଡ଼ିଶାକୁ ଟିକେ ଭଲ କଣ୍ଟେଣ୍ଟ ଆଣିବା ତାହେଲେ ହୁଏତ ଭଲ ଚାଲି ପାରେ କାରଣ ଯେମିତି କି ଦମନ ଫିଲ୍ମ ଆସିବା ପରେ ଲୋକ ମାନେ ଦମନ ମୁଭି ବିଷୟରେ ବାହାରେ ମଧ୍ୟ କଥା ହଉଛନ୍ତି ସେମିତି ଭାବରେ ଆମର ରିଯିଓନାଲ ମୁଭି ଆସିଲେ ଆଉ ବାହାରେ କିମ୍ବା ବାହାର ରାଜ୍ୟରେ ସେଇ ମୁଭି ଗୁଡ଼ା

ପହଞ୍ଚିଲେ ଯାଇକି ଆମର ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ।ତ ସେଥିପାଇଁ ଏବେ ଯାଏ କୌଣସି ମନର ମଣିଷ ଖୋଜି ନାହିଁ ଖୋଜିଲେ ଡାକିକି କହି ଦେବି ଆଉ। କେହି ପ୍ରୋପଜ କରିଛନ୍ତି କି ମ୍ୟାମ? ଦିବ୍ୟା କହିଲେ କି, ପ୍ରୋପାଜ ସେମିତି ସ୍କୁଲରେ ପଢ଼ିବା ସମୟରେ ହେଇଛି ଆଉ ସେମାନଙ୍କର ମୋ ପ୍ରତି ଭଲ

ପାଇବା ଅଛି ଆଉ ସେମାନେ ମତେ ପ୍ରୋପଜ କରିଥିଲେ ଆଉ ମୁଁ ତାଙ୍କ ଭଲ ପାଇବାକୁ ସମ୍ମାନ କରୁଛି ଆଉ ତାଙ୍କର ଜଉ ପ୍ରୋପାଜ କରିବାର ଶୈଳୀ ଥିଲା, ସେ ସବୁକୁ ମୁଁ ବହୁତ ସମ୍ମାନ କରେ କିନ୍ତୁ ମତେ ତାଙ୍କ ମାନଙ୍କୁ ମନା କରିବାକୁ ପଡେ ଯେ ଏବେ ନୁହଁ ବୋଲି।

Leave a Reply

Your email address will not be published. Required fields are marked *