ଓଡିଶା ଆଡକୁ ମାଡି ଆସୁଛି ପୁଣି ଏକ ବଡ ଲଘୁଚାପ ,Deep Depression ରେ ପରିଣତ ହେଲା,ଫଳ ରେ ରାଜ୍ୟରେ ଆଜିଠୁ ହେବ ବର୍ଷା ଆରମ୍ଭ…ଦେଖନ୍ତୁ Video

Spread the love

ତେବେ ଆଜିଠାରୁ ପ୍ରବଳ ବର୍ଷା ହେବାକୁ ଯାଉଛି।ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଏହା କୁହା ଯାଇଛି କି ଆଣ୍ଡମାନ ଦ୍ଵୀପପୁଞ୍ଜ ଉପରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି କି ଆଗାମୀ ସମୟରେ ବିଶେଷ ଭାବରେ ଆଣ୍ଡାମାନର ଉତ୍ତର ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଧୀରେ ଧିରେ ଅବପାତ ଭାବରେ ପରିବର୍ତ୍ତିତ ହୋଇ ସାରିଲାଣି।ଯାହା ଫଳରେ ଏହି ବାତ୍ୟା ବର୍ତ୍ତମାନ ଧିରେ ଧିରେ ଅଧିକ ଗଭୀର ହୋଇ ଚାଲିଛି ଏହା ସହିତ ଏହା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ କୁହା ଯାଇଛି।

ଏହା ସହିତ ଏହା ପ୍ରଭାବରେ ବିଶେଷ ଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଏହା ସହିତ ଏହି ବର୍ଷା ଅଧିକ ହୋଇ ପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯଇଛି।ଯାହା ଫଳରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ପୂର୍ବ ସୂଚନା ଦିଆ ଯାଇଛି।

ଏହା ସହିତ ଏହା ପରେ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରା ଯାଇଛି।ଏହା ସହିତ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ ଯାହା ଫଳରେ ଓଡ଼ିଶାର ଲୋକମାନଙ୍କୁ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇ ସାରିଛି।

ଏହା ପରେ ମଧ୍ୟ ଓଡ଼ିଶାର ଉପକୂଳ ଅଞ୍ଚଳ ମାନଙ୍କରେ କିଛି କିଛି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ତେବେ ବିଶେଷ ଭାବରେ ଅଧିକ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।ଯାହା ଫଳରେ ଅଧିକ ଭୟଭୀତ ନ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ କରା ଯାଇଛି।

ଏହା ସହିତ ଏହା ଅଧିକ ଘନୀଭୂତ ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହି କାରଣରୁ ଲୋକମାନଙ୍କୁ ସ୍ୱଳ୍ପ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହା ସହିତ ଅନେକ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ତେବେ ବର୍ତ୍ତମାନ ମତ୍ସଜୀବୀ ମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ କୁହା ଯାଉଚି

ଏହା ସହିତ ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ଚାଲି ଯାଇଛନ୍ତି ସେମାନେ ବର୍ତ୍ତମାନ ତୁରନ୍ତ ଫେରି ଆସିବା ପାଇଁ କୁହା ଯାଇଛି।ଏହା ସହିତ ବର୍ତ୍ତମାନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହା ସହିତ ବିଶେଷ ଭାବରେ ଉପକୂଳ ଓଡ଼ିଶା ଏହି ବାତ୍ୟା ଦ୍ଵାରା ସ୍ୱଳ୍ପ ପ୍ରଭାବିତ ହୋଇ ପାରେ ନଚେତ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *