କୋଣାର୍କ ଗଣନାଟ୍ୟ ର ଆଖଡ଼ା (AKHADA) ରେ ନାଟକ ଡ୍ୟାନସ କେମିତି ସିଖାନ୍ତି ଜାଣନ୍ତୁ,ଆଗରୁ କେବେ ଦେଖି ନଥିବେ ଆପଣ ଏପରି ଆଖଡ଼ା…ଦେଖନ୍ତୁ Video

Spread the love

ସାଙ୍ଗ ମାନେ ଆପଣ ମାନଙ୍କ ପାଇଁ ମୁଁ ଆଜି ଏକ ବିଶେଷ ଖବର ଆଣିଛି।ଏହା ଆପଣଙ୍କ ହୃଦୟକୁ ଛୁଇଁ ଯିବ ବୋଲି ମୋର ଆଶା ଆଉ ବିଶ୍ୱାସ।ତେବେ ଆପଣ ମାନେ ତ ଜାଣିଥିବେ ଯେ ଆଜି କାଲି ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହେଉଛି।ସେଥି ମଧ୍ୟରୁ କିଛି ଭଲ ତ ଆଉ କିଛି ଖରାପ।ତେବେ ଭଲ କଥାକୁ ଲୋକ ମାନେ ଗ୍ରହଣ ମଧ୍ୟ କରୁଛନ୍ତି

ଓ ଅନୁସରଣ କରୁଛନ୍ତି।ଆଜି ବି ମୁଁ ଆପଣ ମାନଙ୍କୁ ସେହିପରି କିଛି ତଥ୍ୟ କହିବା ପାଇଁ ଯାଉଚି।ତେବେ ଏହାକୁ ଜାଣିବା ପାଇଁ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରସଙ୍ଗ।ସାଙ୍ଗମାନେ ଆପଣ ମାନେ ତ ନିଶ୍ଚୟ ଓଡିଆ ଯାତ୍ରା ଓ ନାଟକ ଆଦି ସବୁ ମନୋ ରଞ୍ଜନ ପାଇଁ ଦେଖୁଥିବେ।

କେବଳ ଆଜି ଠାରୁ ନୁହେଁ ଯାତ୍ରା ବହୁ ବର୍ଷ ଆଗରୁ ଚାଲି ଆସୁଚି।ଏହାକୁ ଓଡ଼ିଶାର ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରୁଛନ୍ତି।ତେବେ ଯାତ୍ରା ଅନେକ ପ୍ରତିଷ୍ଠିତ କଳାକାର ମାନଙ୍କୁ ପରିଚିତ କରିଛି।ଆପଣ ମାନଙ୍କୁ ତାହା ବି ଭଲ ଲାଗୁଥିବ।ତେବେ ମନୋ ରଞ୍ଜନ ଜଗତରେ ଯାତ୍ରା ମଧ୍ୟ ଏକ ଅପୂରଣୀୟ ଜାଗା ତିଆରି କରି ପାରିଛି।

ତେବେ ଏଥି ପାଇଁ ଅନେକ ଯାତ୍ରା ପାର୍ଟି ମଧ୍ୟ ରହିଛି।ସେଥି ମଧ୍ୟରୁ ତୁଳସୀ,ପାର୍ବତୀ କୋଣାର୍କ,ଧଉଳି,ଇଷ୍ଟର୍ନ,ରଙ୍ଗ ମହଲ ଆଦି ଅନ୍ୟତମ ଅଟନ୍ତି।ତେବେ ଏହି ସବୁ ମଞ୍ଚ କଳାକାର ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି।ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ଅଭିନୟ ଦେଖିବା

ପାଇଁ ପସନ୍ଦ କରି ଥାଆନ୍ତି।ତେବେ ସାଙ୍ଗମାନେ ଏକ ଭିଡିଓ ଭାଈରାଲ ହୋଇଚି ଯେଉଁଥିରେ ଦେଖା ଯାଇଛି କି କଳାକାର ମାନେ ନାଚ ରିହର୍ଶଲ କରୁଛନ୍ତି।ତେବେ ଯାତ୍ରା ପ୍ରେମୀ ମାନେ ଏହାକୁ ବେସ ପସନ୍ଦ କରୁଛନ୍ତି।ଏହାକୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

ଆଗାମୀ ଦିନରେ ମଧ୍ୟ ମୁଁ ଆପଣ ମାନଙ୍କୁ ଏହିପରି ଜରୁରୀ ତଥ୍ୟ ପ୍ରଦାନ କରିବି।କଣ ଆପଣ ମାନେ କେବେ ଯାତ୍ରା ଦେଖିବାକୁ ଯାଇଛନ୍ତି କି ତେବେ ଏହି ବିଷୟରେ ଆପଣ ମାନଙ୍କ ମତ କଣ ତାହା ମୋତେ ଜଣାଇବେ।

Leave a Reply

Your email address will not be published. Required fields are marked *