Akshya ମତେ ସେ ବାଧ୍ୟ କଲା ଖରାପ ରିଲେସନ ରଖିବା ପାଇଁ,ଆଉ ସବୁଦିନ କହୁଥିଲା ମତେ…

Spread the love

ସାଙ୍ଗ ପ୍ରେମ ନ କରିବାରୁ କାଟି ଥିଲା ଗୁପ୍ତାଙ୍ଗ। ସମ ଲିଙ୍ଗି ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ସମୁଦ୍ର କୂଳରେ ଜବରଦସ୍ତି କାଟିଥିଲା ଗୁପ୍ତାଙ୍ଗ। ବାରମ୍ବାର ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା।ମତେ ଆଉ କାହାର ବି ହେବାକୁ ଦେଲା ନାହିଁ।ମୁଁ ଯାହାକୁ ଭଲ ପାଇଲି ତାକୁ ମୋ ଠାରୁ ଦୂରେଇ ଦେଲା।ମତେ କହୁଥିଲା

ମୁଁ ତତେ ଭଲ ପାଉଛି ସେଥି ପାଇଁ ମୁଁ ତାର କାଟି ଦେଲି। କାଟିବା ଘଟଣାରେ ଆସିଛି ଏମିତି କିଛି ନୂଆ ମୋଡ଼।ଯାହାଙ୍କ କଟିଛି ସେ କୁଆଡେ ବାଧ୍ୟ କରୁଥିଲେ ତାଙ୍କୁ ଭଲ ପାଇବା ପାଇଁ। ଯେଉଁଥି ପାଇଁ ବିରକ୍ତି ହୋଇ କାଟି ଦେଲେ।ଖବର ମୁତାବକ କାଟିଥିବା ଯୁବକ ଭାଗବତ ଅକ୍ଷୟଙ୍କ ସମଲିଙ୍ଗି ସଂପର୍କ ପାଇଁ

ବାଧ୍ୟ କରୁଥିଲେ।ଆଉ ଅକ୍ଷୟ ରାଉତ ଭାଗବତଙ୍କ ଯୌ-ନାଂ-ଗ କାଟିଛନ୍ତି।ଭାଗବତ ଓ ଅକ୍ଷୟଙ୍କ ମଧ୍ୟରେ ପ୍ରଥମେ ଫେସବୁକରେ ସାଙ୍ଗ ହେଲା। ଚିକ୍କଣ କଥା କହି ବୁଲିବା ପାଇଁ ଅକ୍ଷୟକୁ ଡାକିଥିଲା ଭାଗବତ।ଆଉ ଯେତେବେଳେ ପେଣ୍ଠ ବେଳାଭୂମି ଦେଖିବାକୁ ଯାଇଥିଲେ ସେଠାରେ ଭାଗବତ ଦେଖାଇଥିଲା

ତାର ଅସଲ ରୂପ।ସମ୍ପର୍କ ରଖିବା ପାଇଁ ଅକ୍ଷୟଙ୍କ ବାଧ୍ୟ କରିଥିଲା।ହେଲେ ସମ୍ପର୍କ ପାଇଁ ଅକ୍ଷୟ ମନା କରିଥିଲା।କିନ୍ତୁ ଭାଗବତ ବାଧ୍ୟ କରିବାକୁ ଏକ ମାରଣଅସ୍ତ୍ରରେ ଭାଗବତଙ୍କ କୁ କାଟି ଥିଲା ଅକ୍ଷୟ।ବହୁତ ହଇରାଣ କଲା ମତେ ଖାଲି କହିଲା ତା ସହ ଖରାପ ରିଲେସନ ରଖିବା ପାଇଁ।ଏମିତି କରିବା ପାଇଁ ସେ କଣ ପ୍ଲାନିଁ

କରିଥିଲା କି।ଆଗରୁ ମୋ ସହ ଏମିତି ଥରେ କରିଥିଲା।ମୁଁ ଗଲି ମୁଁ କହିଲି ମତେ କଷ୍ଟ ହେଉଛି।ତେବେ ତମେ କାଟିଲ କେଉଁଥିରେ। କତୁରୀ ଭଳି ଏକ ଜିନିଷରେ।ତାଙ୍କୁ ମାରିବାର ଉଦ୍ଦେଶ୍ୟ କିଛି ନଥିଲା।ତେବେ ଅଭିଯୋଗର ୪୮ ଘଣ୍ଟା ପରେ ଧରା ପଡ଼ିଛି ଅଭିଯୁକ୍ତ ଅକ୍ଷୟ।ଭାଗବତ ଖାଲି ଅକ୍ଷୟ ନୁହେଁ ଅନେକଙ୍କ

ସହ ସମ୍ପର୍କ ରଖିବା ପାଇଁ ଜିଦ କରି ଏମିତି କାଣ୍ଡ କରିଛି।ମଝିରେ ସମ୍ପର୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।ଖବର ମୁତାବକ କାଟିବା ପରେ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ଅକ୍ଷୟ। ପଟ୍ଟାମୁଣ୍ଡାଇ ଆଇଆଇସି କୌଣସି ସୂତ୍ରରୁ ଖବର ପାଇ ଆଳୀ ମେଡ଼ିକାଲରେ ପହଞ୍ଚି ସେଠାରେ ଅଭିଯୁକ୍ତ ଅକ୍ଷୟଙ୍କୁ ଗିରଫ କରିଥିଲେ।

ଡ଼ାକ୍ତରଖାନାରେ ଚିକିତ୍ସା ହେବା ସମୟରେ ପୋଲିସ ଗିରଫ କରିଛି।ସେପଟେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *