ତେବେ ଅନେକ ଲୋକ ଏପରି କହି ଥାଆନ୍ତି କି ଯେଉଁ ଭକ୍ତି ଅମାବାସ୍ୟା ଦିନ ଜନ୍ମ ହୋଇଥାଏ ସେହି ବ୍ୟକ୍ତି ଅଶୁଭ ହୋଇଥାଏ।ଏହା ଅନେକ ଲୋକ ଏହି କାରଣରୁ ଅନେକ ପିଲାଙ୍କୁ ଘୃଣା ମଧ୍ୟ କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ଏହା ସମ୍ପର୍କରେ ବର୍ତ୍ତମାନ ଭଲ ଭାବରେ ଆଲୋଚନା କରିବା।ଏହା ସହିତ କେଉଁ ଅମାବାସ୍ୟାକୁ କେଉଁ ନାମରେ କୁହା ଯାଇ ଥାଏ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ମଧ୍ୟ ଆଲୋଚନା କରିବା।
ତେବେ ଅମାବାସ୍ୟା ସାଧାରଣ ଭାବରେ ଏକ ମାସ ଭିତରେ ୧୨ ଥର ପଡ଼ିଥାଏ।ଏହା ସହିତ ଏହି ଅମାବାସ୍ୟା ପ୍ରଭାବରେ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ ବୋଲି କୁହା ଯାଇଥାଏ।ଏହା ସହିତ ଏପରି କୁହା ଯାଇଥାଏ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇ ଥାଏ ସେ ଅଶୁଭ ହୋଇଥାଏ ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।
କାରଣ ଆମ ଶାସ୍ତ୍ରରେ କୌଣସି ସ୍ଥାନରେ ଲେଖା ଯାଇ ନାହିଁ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇ ଥାଏ ସେ ଅଶୁଭ ହୋଇଥାଏ।ତେବେ ଅମାବାସ୍ୟା ଅନ୍ୟ ଦିନ।ମାନଙ୍କ ଭଳି ହୋଇଥାଏ।ଏହା ସହିତ କିଛି ଲୋକ କହି ଥାଆନ୍ତି କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇ ଥାଏ ସେହି ବ୍ୟକ୍ତି ସାଧାରଣ ଭାବରେ ଖରାପ ପ୍ରକୃତିର ହୋଇଥାଏ ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।
ତେବେ ଏହା ସହିତ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇଥାଏ ସେ ଖରାପ ସ୍ୱଭାବର ହୋଇ ଥାଏ।ତେବେ ମାର୍ଗଶିର ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମହୋଦଧି ଅମାବାସ୍ୟା ବୋଲି କୁହା ଯାଇଥାଏ।
ତେବେ ପୌଷ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ବଉଳ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ମାଘ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ତ୍ରିବେଣୀ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଫାଲଗୁନମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଫାଲଗୁନ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଚୈତ୍ର ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମଧୁ ଅମାବାସ୍ୟା ବୋଲି କୁହା ଯାଇଥାଏ।
ତେବେ ବୈଶାଖ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ରୁକ୍ମିଣୀ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଯେଷ୍ଠ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ସାବିତ୍ରୀ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଆଷାଢ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଉଭା ଅମାବାସ୍ୟା ବୋଲି କୁହା ଯାଇଥାଏ।
ତେବେ ଶ୍ରାବଣ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଚିତାଲାଗି ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଭାଦ୍ରବ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ସପ୍ତପୁରୀ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ କାର୍ତ୍ତିକ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଦୀପାବଳୀ ଅମାବାସ୍ୟା ବୋଲି କୁହା ଯାଇଥାଏ।ତେବେ ଆଶ୍ୱିନ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମହାଳୟ ଅମାବାସ୍ୟା ବୋଲି କୁହା ଯାଇଥାଏ।