ଦୀର୍ଘ ୧୧ ବର୍ଷ ପରେ ପୁଣି ପରଦା କୁ ଫେରିବେ ଆମେଲି ପଣ୍ଡା,ଆଲବମ କ୍ୱିନ ସାଜିଥିଲେ ହେଲେ ଏହି କାରଣ ପାଇଁ ଫିଲ୍ମ ରୁ ଦୂରେଇଯାଇଥିଲେ Ameli ଏବେ ଆସିବେ ନଜର…ଦେଖନ୍ତୁ Video

Spread the love

ଅଭିନେତ୍ରୀ ଆମେଲି ପଣ୍ଡାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ ମଧ୍ୟ କରିଥାଏ।ତେବେ ସେ ଦୀର୍ଘ ୧୧ ବର୍ଷ ହେବ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ।ଏହା ସହିତ ସେ ଅଭିନୟ ମଧ୍ୟ କରିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଥିଲେ।

ତେବେ ୧୧ ବର୍ଷ ତଳେ ତାଙ୍କର ବିବାହ ହୋଇ ଯାଇଥିଲା।ଯାହା ଫଳରେ ସେ ସମ୍ପୂର୍ଣ୍ଣ ଭାବରେ ଅଭିନୟ କରିବା ବନ୍ଦ କରି ଦେଇଥିଲେ।ଏହା ସହିତ ଅଭିନୟ ଦୁନିଆ ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିଥିଲେ।ତେବେ ସେ ସେହି ସମୟରେ ଅନେକ ଆଲବମରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରି ଥିଲେ।

ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଯାହା ଫଳରେ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରି ଥିଲେ।ଏହା ସହିତ ଅଭିନୟ କରିବା ସହିତ ସେ ବହୁତ ଭଲ ନାଚି ମଧ୍ୟ ଥାଆନ୍ତି।ତେବେ ଅଭିନୟ ଦୁନିଆରୁ ଦୂରେଇ ଯିବା ପରେ ତାଙ୍କର ସମସ୍ତ ପ୍ରଶଂସକ ଅନେକ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ।

ଏହା ସହିତ ଅଭିନୟ ଦୁନିଆ ସହିତ ତାଙ୍କର ଏକ ବହୁତ ଭଲ ସଂପର୍କ ରହିଥିଲା।ଏହା ସହିତ ଅଭିନୟ ଦୁନିଆରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ବିବାହ କରିବା ପରେ ସେ ନିଜକୁ ଅଭିନୟ ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ନେଇଥିଲେ।ଏହା ସହିତ ଅଭିନୟ କରିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ମଧ୍ୟ କରି ଦେଇଥିଲେ।

ତେବେ ସୂଚନା ଅନୁସାରେ ସେ ପୁଣି ବର୍ତ୍ତମାନ ପରଦାକୁ ଫେରିବା ପାଇଁ ଯାଉଛନ୍ତି।ଏହା ସହିତ ବର୍ତ୍ତମାନ ନୂତନ ଭାବରେ ଆସୁଥିବା ଦେବଦାସୀ ଧାରାବାହିକରେ ତାଙ୍କୁ ଜଜ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ଏହା ସହିତ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କୁ ପୁଣି ଅଭିନୟ କରୁଥିବାର ଦେଖିବାକୁ ପାଇବେ।

ଯାହା ଫଳରେ ତାଙ୍କର ସମସ୍ତ ପ୍ରଶଂସକ ଏହାକୁ ନେଇ ବର୍ତ୍ତମାନ ବହୁତ ଖୁସି ଥିବା ଜଣା ପଡିଛି।ଏହା ସହିତ ଅଭିନୟ କରିବା ସହିତ ସେ ବର୍ତ୍ତମାନ ଜଜ ହୋଇ ଆସିବାକୁ ଯାଉଛନ୍ତି।ଏହା ସହିତ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କୁ ପୁଣି ବର୍ତ୍ତମାନ ଟିଭି ପରଦାରେ ଦେଖିବାକୁ ଯାଉ ଥିବାରୁ ସମସ୍ତେ ବର୍ତ୍ତମାନ ବହୁତ ଖୁସି ଥିବା ଜଣା ପଡିଛି।

ତେବେ ସେମାନେ ବର୍ତ୍ତମାନ ତାଙ୍କୁ ଏହି ଧାରାବାହିକରେ ଦେଖିବା ପାଇଁ ବର୍ତ୍ତମାନ ଅନେକ ଭାବରେ ଅପେକ୍ଷା କରି ରହିଛନ୍ତି।ଏହା ସହିତ ତାଙ୍କର ଅଭିନୟ ସମସ୍ତଙ୍କୁ ଅନେକ ଆକର୍ଷିତ କରିଥାଏ ବୋଲି ତାଙ୍କର ସମସ୍ତ ପ୍ରଶଂସକ କହି ଥାଆନ୍ତି।ତେବେ ଏହି ଧାରାବାହିକ ମାଧ୍ୟମରେ ସେ ପୁଣି ଶୀଘ୍ର ସମସ୍ତ ଦର୍ଶକ ମାନଙ୍କ ସମ୍ମୁଖକୁ ଆସିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *