Andaman ରେ ଆଲର୍ଟ,ଆରମ୍ଭ ହେଇଗଲା ବର୍ଷା ଝଡ଼,ପ୍ରଭାବ ରେ ଓଡ଼ିଶାରେ ଏହି ଦିନରୁ ହେବ ପ୍ରବଳ ବର୍ଷା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆମେ ଆଜି ଯେଉଁ ବିଷୟରେ କଥା ହେବା ତାହା ଆପଣ ମାନଙ୍କ ପାଇଁ ଜାଣିବା ନିହାତି ଭାବରେ ଆବଶ୍ୟକ ଅଟେ।ଏହୂ ସବୁ ବିଷୟରେ ଜାଣିବା ଦ୍ୱାରା ଆପଣ ନିଜେ ସତର୍କ ରହିବା ସହିତ ଅନ୍ୟକୁ ମଧ୍ୟ ସତର୍କ କରିପାରିବେ।ଏହା ବିଷୟରେ ଜ୍ଞାନ ରଖିବା ଦ୍ୱାରା ଆଗକୁ ଆସୁଥିବା ପରିସ୍ଥିତିକୁ ନେଇ

ଆପଣ ନିଜକୁ ସେହିଭଳି ଭାବରେ ପ୍ରସ୍ତୁତ ମଧ୍ୟ କରିପାରିବେ।ତେବେ ଆସନ୍ତୁ ଜାଣିବା କଣ ରହିଛି ଓଡ଼ିଶାର ପାଣିପାଗକୁ ନେଇ ବିଶେଷ ତଥ୍ୟ।ତେବେ କିଛି ନୂତନ ତଥ୍ୟ ପାଣିପାଗକୁ ନେଇ ସାମ୍ନାକୁ ଆସିଛି।ସେହି ତଥ୍ୟ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଡିପ୍ରେସନ।ଏହା ସହିତ ପୂର୍ବ ଭୂମଧ୍ୟ ରେଖରେ ସୃଷ୍ଟି ହୋଇଥିବା ଡିପ୍ରେସନ ବର୍ତ୍ତମାନ ସମୟରେ ଲଘୁଚାପରେ ପରିଣତ ହୋଇଛି।

ଏହା ଆଗାମୀ ୨୪ ଘଣ୍ଟାରେ ଗଭୀର ଅଵପାଦର ରୂପ ନେଇପାରେ କାଲି ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।୨୧ ତାରିଖରୁ ନେଇ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଆଣ୍ଡାମାନ ନିକୋବର ପ୍ରସାସନ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ତଟ ରଖି ବାହିନୀ ମାଛ ଧରାଳି ମାନଙ୍କୁ ସତର୍କ କରୁଛି।ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାପାଇଁ ସେମାନଙ୍କୁ ବାରଣ କରାଯାଇଛି।ତେବେ ବର୍ତ୍ତମାନ ଯେଉଁ ଝଡ଼ ଡିପ୍ରେସନ ରୂପ ନେଇଛି ତାହା ସାଉଥ ଇଷ୍ଟ ଅଞ୍ଚଳରେ ବର୍ତ୍ତମାନ ସମୟରେ ରହିଛି

ଓ ତାର ମୋଟାମୋଟି ସମସ୍ତ ଏଗ୍ରିମେଣ୍ଟ ଆସିଗଲାଣି।ସେ ଏତେ ସଂଘଟିତ ହୋଇଗଲାଣି।ଖାଲି ସାଇକ୍ଲୋନିକ ଷ୍ଟୋର୍ମ ହୋଇଯାଇପାରେ ସାଇକ୍ଲୋନିକ ଷ୍ଟୋର୍ମ ହେଲେ ତାହାର ନାମ ଆସାନି ରହିବ ଏହା ସହିତ ସେ ବର୍ମା ଆଡେ ଅଗ୍ରସର କରିବ।ଆସନ୍ତା ୨୪ ଘଣ୍ଟାରେ ଆମେ ଯେଉଁ ଦେଖୁଚେ ତାହାର ଓଡିଶା ଉପରେ କୌଣସି ସିଧା ପ୍ରଭାବ ନାହିଁ।

ବର୍ଷା କଥା କହି ହେଉ ନାହିଁ।କେରଳ ଏବଂ ତାମିଲନାଡୁରେ ଏକ ଲୋ ପ୍ରେସର ରିଜନ ଫରମେଶନ ହୋଇଛି।କାଲି ଠାରୁ ସେଠାରେ ବଜ୍ରପାତ ଆରମ୍ଭ ହୋଇଛି ଓଡ଼ିଶାରେ ମଧ୍ୟ ତାହାର ଅଳ୍ପ ପ୍ରଭାବ ରହିଛି ଏହା ସହିତ ଓଡ଼ିଶାରେ ମଧ୍ୟ ତାର ଅଳ୍ପ ଇମ୍ପାକ୍ଟ ରହିବ।୨୨ ତାରିଖ ପରେ ସାଇକ୍ଲୋନର ଅଂଶ ମିଶିଯାଇପାରେ।ଓଡିଶା ଉପରେ ସେତିକି ହିଁ ପ୍ରଭାବ ରହିବ ଆଉ ବେସି କିଛି ପ୍ରଭାଵ ରହିବ ନାହିଁ।

Leave a Reply

Your email address will not be published. Required fields are marked *