ଅଣ୍ଟା ବିନ୍ଧା,Arthritis,ହାଡର ଦୁର୍ବଳତା ପାଇଁ ଯିଏ ଚାଲି ବୁଲି ପାରୁ ନାହିଁ ସେ ଦୌଡିବାକୁ ଆରମ୍ଭ କରିବ,କେବଳ ଏହି ପତ୍ର କୁ ପାଣିରେ ପକେଇ ପିଇବାର ଅଛି…

Spread the love

ସାଧାରଣ ଭାବରେ ଆଜିକାଲି ଅନେକ ଲୋକଙ୍କ ଶରୀରରେ ଆଣ୍ଠୁ ଗଣ୍ଠି ସହିତ ଜଡିତ ଅନେକ ସମସ୍ୟା ଦେଖା ଯାଉଚି।ଏହା ସହିତ ଏହି ସମସ୍ୟା ଦେଖାଯିବା ଫଳରେ ସେମାନେ ଅନେକ ଅସୁବିଧାର ଶିକାର ମଧ୍ୟ ହେଉଛନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ କରିବା ଫଳରେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ।ଏହା ସହିତ ଆପଣଙ୍କ ଆଣ୍ଠୁ ଗଣ୍ଠି ସହିତ ଜଡିତ ସମସ୍ୟା ଗୁଡ଼ିକର ସମାଧାନ ସହଜରେ ହୋଇଯିବ।

ତେବେ ସାଧାରଣ ଭାବରେ ଆମେ ତେଜପତ୍ର ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ଏହାକୁ ଆମେ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାଉ।ଏହା ସହିତ ଏହାକୁ ବ୍ୟବହାର କରିବା ସହିତ ଏହାକୁ ଆମେ ଆମର ପ୍ରତିଦିନ ବିଭିନ୍ନ ଖାଦ୍ୟରେ ମଧ୍ୟ ବ୍ୟବହାର କରିଥାଉ।ତେବେ ଆମେ ବର୍ତ୍ତମାନ ଏହାକୁ ବ୍ୟବହାର କରି ଏପରି ଏକ ଉପଚାର

ପ୍ରସ୍ତୁତ କରିବା ଯାହାକୁ ବ୍ୟବହାର କରି ଆପଣ ନିଜର ଆଣ୍ଠୁ ଗଣ୍ଠି ସହିତ ଜଡିତ ସମସ୍ୟାର ସହଜ ସମାଧାନ କରି ପାରିବେ।ଏହା ସହିତ ଏହା କରିବା ମଧ୍ୟ ବହୁତ ସରଳ ଅଟେ।ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଆଉ ଏକ ଉପାଦାନ ହେଉଛି ସୋରିଷ ତେଲ।ଏହାକୁ ବ୍ୟବହାର କରି ମଧ୍ୟ ଆପଣ ଏହି ଉପଚାର ପ୍ରସ୍ତୁତ କରି ପାରିବେ

ତେବେ ଆପଣ ପ୍ରଥମେ କିଛି ସୋରିଷ ତେଲ ଏକ ପାତ୍ରରେ ନିଅନ୍ତୁ।ଏହା ପରେ ଏହି ସୋରିଷ ତେଲରେ କିଛି ତେଜପତ୍ର ଭଲ ଭାବରେ ଛିଣ୍ଡାଇ ପକାଇ ଦିଅନ୍ତୁ।ଏହା ପରେ ଏହାକୁ ନେଇ ଆପଣ ଖରାରେ ରଖି ଦିଅନ୍ତୁ।ଏହାକୁ ଆପଣ ଖରାରେ ରଖିବା ଫଳରେ ଏହାର ଔଷଧୀୟ ଗୁଣ ବାହାରକୁ ଆସିବ।

ତେବେ କିଛି ଦିନ ଯାଏ ଏହାକୁ ଖରାରେ ରଖିବା ଆବଶ୍ୟକ।ଏହା ସହିତ କିଛି ଦିନ ପରେ ଆପଣ ଏହାକୁ ନେଇ ନିଜର ଦରଜ ହୋଇଥିବା ସ୍ଥାନରେ ଘଷିବା ଆବଶ୍ୟକ।ଏହା ସହିତ ଏହାକୁ ଆପଣ ନିଜର ଆଣ୍ଠୁରେ ଘଷିବା ଫଳରେ କିଛି ଦିନ ମଧ୍ୟରେ ଆପଣଙ୍କ ଆଣ୍ଠୁରେ ଥିବା ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ।

ଏହା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଘରୋଇ ଉପଚାର ଅଟେ।ଏହା ସହିତ ଏହାକୁ କରିବାର କୌଣସି ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଏହା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ଏକ ସରଳ ଉପଚାର ହୋଇ ଥିବାରୁ ଆପଣ ଏହାକୁ ସହଜରେ ତିଆରି ମଧ୍ୟ କରି ପାରିବେ।ଯାହା ଫଳରେ ଏହାକୁ ବ୍ୟବହାର କରିବା ବହୁତ ସରଳ ଅଟେ

ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆପଣ ଅନେକ ଶୁଭ ଫଳ ପାଇବେ।ଏହା ସହିତ ଏହାକୁ ବ୍ୟବହାର କରିବାର ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ।ଏହା ସହିତ ଆପଣ ପୂର୍ବ ଭଳି ଚଲା ବୁଲା କରି ପାରିବେ।ଏହା ସହିତ ଏହାକୁ ସମସ୍ତ ବୟସର ଲୋକ ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *