Anubhaba ଓ ରାନୀ ପଣ୍ଡାଙ୍କୁ ଏମିତି କହିଲେ ବବି ମିଶ୍ର,କହିଲେ ସେ ଦୁଇଜଣ ବାହା ହେଲେ…

Spread the love

ଦୁଇ ଜଣ ଯାକ ବହୁତ ଭଲ ପିଲା। ଅନୁଭବ ବଢିଆ ପିଲାଟିଏ। ରାନୀ ପଣ୍ଡାର ସିନା ମୁହଁ ଟା ଖରାପ ହେଲେ ହୃଦୟରେ ସେ ଭଲ ଲୋକଟା। ଏବେ ସେ ବର୍ଷା ହେଉ କି ବାବୁଶାନ ହେଉ ତାଙ୍କୁ ନେଇ ଏବେ ଅନେକ କଥା ଚାଲିଛି।ତେବେ ଓଡ଼ିଆ ଫିଲ୍ମରେ ଏମିତି କାହିଁକି ଚାଲିଛି। ଏମିତି କଥା ସବୁ ଜାଗାରେ ଚାଲିଛି। ଯେହେତୁ ଆମେ ଜଣେ କଳାକାର।

ତମେ ଗୋଟିଏ ଝିଅକୁ ନେଇଯିବ ପୁରୀ। କାଲି ତମେ ସ୍ତ୍ରୀକୁ ନେଇକି ଯିବ କିଛି ନାହିଁ।କିନ୍ତୁ ଯଦି ମୁଁ ଯିବି ତମେ କହିବ କି ବବି ମିଶ୍ର ସ୍ତ୍ରୀ ତ ଏ ନୁହେଁ। ଏହାକୁ ନେଇ ଅନେକ କାହାଣୀ ହୋଇଯିବ।ଏମିତି ଝଗଡ଼ା ସବୁ ଜାଗାରେ ଅଛି। ହେଲେ ଆମେ ଜାଣି ପାରୁ ନାହାନ୍ତି କୋଉଠି ଅଛି।ନା ଫିଲ୍ମ ଲାଇନ ନା କର୍ପୋରେଟ

ନା ପ୍ରେସ ସବୁ ଜାଗାରେ ଏମିତି ଝଗଡ଼ା ଅଛି। ରାନୀ ପଣ୍ଡା ଏବେ କହିଲେଣି କଣ ଅନୁଭବଙ୍କୁ ବାହା ହେବେ। ଶୁଣନ୍ତୁ ରାନୀ ପଣ୍ଡା କାହାକୁ ବାହା ହେବ କି ଅନୁଭବ କାହାକୁ ବାହା ହେବ ମୁଁ ଜାଣି ନାହିଁ କିନ୍ତୁ ଦୁହେଁ ବହୁତ ଭଲ ଲୋକ।ଅନୁଭବ ବଢିଆ ପିଲାଟିଏ। ରାନୀ ପଣ୍ଡା ମୁହଁ ଖରାପ ହେଲେ ହୃଦୟରୁ

ସେ ଭଲ ଲୋକଟିଏ। ତେବେ ଆପଣଙ୍କ ନୂଆ ଚଳଚ୍ଚିତ୍ର ଟ୍ରାଙ୍ଗୁଲାର ଲଭ ଷ୍ଟୋରୀରେ ଆପଣଙ୍କ ବଢିଆ ଅଭିନୟ ଅଛି ବୋଲି ଶୁଣା ଯାଉଛି।ମୁଁ ଚେଷ୍ଟା କରିଛି ଏହି ବୟସରେ କରିବା ପାଇଁ। ଯଦି ଦର୍ଶକ ମାନେ ଭଲ ପାଇବା ଦେଲେ ତାହେଲେ ସିଙ୍ଗଲ କରିବି ଆଉ ଟ୍ରାଙ୍ଗୁଲାର କରିବି ନାହିଁ। ତେବେ ଆପଣଙ୍କ

ଡାଇଲଗ କଣ ଅଛି ଏଥିରେ। ବହୁତ ଡାଇଲୋଗ ଦର୍ଶକ ମାନେ ଶୁଣି ସାରିଛନ୍ତି। ମୁଁ ଚାହୁଁଛି ଲୋକ ସ୍କ୍ରିନରେ ଏହା ଶୁଣିବେ। ମୁଁ ଚାହୁଁଛି ସବୁ ଖୁସିରେ ରୁହନ୍ତୁ। ଏମିତି କିଛି ବବି ମିଶ୍ର କହିଥିଲେ।

Leave a Reply

Your email address will not be published. Required fields are marked *