ଅନୁଭବଙ୍କ Hrudayaa ଜିତିଲେ ରାନୀ ପଣ୍ଡା,ଆଉ କହିଲେ ଏଭଳି କଥା ଯେ..

Spread the love

ଭଲ ସ୍ତ୍ରୀ ଟିଏ ହେବେ ରାନୀ, ଭଲ ବୋହୂ ଟିଏ ହେବେ ରାନୀ ଆଉ ଯାହାଙ୍କୁ ସେ ବାହା ହେବେ ଆଉ ବାପ ମାଙ୍କୁ ସ୍ନେହ ଶ୍ରଦ୍ଧା ଦେବା ସହିତ ସ୍ବାମୀଙ୍କୁ ସେ ସ୍ତ୍ରୀ ସୁଖ ଦେବେ।ରାନୀଙ୍କର ହୃଦୟ ବହୁତ ବଡ଼ ସେ ଯାହା ବି ଅର୍ଥ ରୋଜଗାର କରନ୍ତି ସେ ସବୁକୁ ସେ ଗରିବ ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି।ଅନୁଭବ ମହାନ୍ତି ଆଜି ରାନୀ ପଣ୍ଡାଙ୍କ

ପ୍ରଶଂସାର ପୋଲ ବାନ୍ଧି ଦେଇଛନ୍ତି ହେଲେ ତାଙ୍କର ଉତ୍ତର ହଁ ନା ନାହିଁ ସେ କଥା କହି ନାହାନ୍ତି। କୁହାଯାଏ ମନର ମଣିଷ ଯେତେବେଳେ ମନକୁ ପସନ୍ଦ ଆସେ ସେତେବେଳେ ମନ ଭିତରୁ ମନର ମଣିଷ ପାଇଁ ଆସେ ଅନେକ ସମ୍ମାନ।
ଅନୁଭବ ମହାନ୍ତି

କହୁଛନ୍ତି ମୁଁ ତାଙ୍କୁ ବହୁତ ସମ୍ମାନ କରେ ଆଉ ସତରେ ହୁଏତ ମୁଁ ତାଙ୍କ ସହିତ କେବେ ମିଶି ପାରି ନାହିଁ ହେଲେ ଯେତିକି ଯାହା ତାଙ୍କ ବିଷୟରେ ମୁଁ ଶୁଣିଛି ଆଉ ଜାଣିଛି ସେ ଟେଲିଭିଜନ ମାଧ୍ୟମରେ ହଉ କିମ୍ବା ଲୋକ ମାନଙ୍କ ମାଧ୍ୟମରେ ହଉ ସେ ବହୁତ ଭଲ କାମ କରନ୍ତି।ସେ ବହୁତ ସମାଜ ସେବା କରନ୍ତି

ସେ ଯେତିକି ଟଙ୍କା ରୋଜଗାର କରନ୍ତି ପ୍ରାୟ ସବୁ କିଛି ସେ ଲୋକ ମାନଙ୍କ ମଧ୍ୟରେ ଦାନ କରି ଦିଅନ୍ତି। ତାଙ୍କୁ ମୁଁ ଏୟା କହିବି ଯେ ସେ ଜଣେ ବହୁତ ଭଲ ସ୍ତ୍ରୀ ହେଇ ପାରିବେ ଆଉ ଜଣେ ବହୁତ ଭଲ ବୋହୂ ମଧ୍ୟ ହେଇ ପାରିବେ।ସେ ଯାହାକୁ ବି ବାହା ହେବେ ସେ ବହୁତ ଖୁସିରେ ରହିବେ।ଆଜ୍ଞା ହଁ ଅନୁଭବ ମହାନ୍ତିଙ୍କର

ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ ରାନୀ ପଣ୍ଡାଙ୍କୁ ବହୁତ ସାରା ପ୍ରଶଂସା କରିଛନ୍ତି।ଜୀବନ ସାଥି କର୍ତ୍ତବ୍ୟ କଣ ହେବା ଦରକାର ଆଉ ଜଣେ ଭଲ ମଣିଷ ହେବାର କର୍ତ୍ତବ୍ୟ କଣ ସେ ସବୁ ବିଷୟରେ ଆଜି ଅନୁଭବ ମହାନ୍ତି କହିଛନ୍ତି। ହେଲେ ସେ ଉତ୍ତର ଦେଇ ନାହାନ୍ତି ଯେ ସେ ରାନୀ ପଣ୍ଡାଙ୍କୁ ବିବାହ କରିବେ ନା ନାହିଁ।

Leave a Reply

Your email address will not be published. Required fields are marked *