ସଂଗୀତକାର କୁନୁ ପଣ୍ଡାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ବିଶେଷ ପରିଚୟ ତିଆରି କରି ପାରି ଅଛନ୍ତି।ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରି ଥାଏ।ସେ ଜଣେ ବହୁତ ବଡ଼ ସଂଗୀତକାର ଅଟନ୍ତି।ତେବେ ସେ ଏକ ଯାତ୍ରା ଗଣନାଟ୍ୟ ସହିତ ସଙ୍ଗୀତ ଗାନ କରି ଆସୁଛନ୍ତି।ଏହା ସହିତ ସେଠାରେ ସେ ଅନେକ ନାମ କମାଇବାରେ ସଫଳ ହୋଇ ପାରିଛନ୍ତି।
ବର୍ତମାନ ସେ ଅପେରା ସୂର୍ଯ୍ୟମନ୍ଦିର ଯାତ୍ରା ଦଳ ରେ ନିଜର ଆଗାମୀ ବର୍ଷ ପାଇଁ ଚୁକ୍ତି କରିଛନ୍ତି ଅନେକ ବର୍ଷ ହେବ ସେ ଏହି ପେର ରେ ନିଜର ମେଲୋଡି କ୍ୱିନ ଭାବେ ସମସ୍ତଙ୍କ ମନ ଜିତିଛନ୍ତି ଓ ରୁଣୁ ପଣ୍ଡା କୁହନ୍ତି କି ସେ ଆଉ ସୂର୍ଯ୍ୟମନ୍ଦିର ଯାତ୍ରା ଅନେକ ଦିନରୁ ଏକାଠି ଜଡିତ ଓ ଏହି ଯାତ୍ରା ଦଳ ରେ କାମ କରିବା ପାଇଁ ତାଙ୍କର ବହୁତ ପସନ୍ଦ ବୋଲି କହସାଇଛନ୍ତି ସେ
ସେ ଜଣେ ଆଗ ଧାଡ଼ିର ସଂଗୀତକାର ଅଟନ୍ତି।ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ଅନେକ ଭାବରେ ପସନ୍ଦ ଆସି ଥାଏ।ତାଙ୍କର ସଙ୍ଗୀତ ଶୁଣିବା ପାଇଁ ବହୁତ ଲୋକ ବିଶେଷ ଭାବରେ ପସନ୍ଦ କରି ଥାଆନ୍ତି।ତେବେ ଏହି ସଂଗୀତକାର ବାସ୍ତବରେ ଜଣେ ବହୁତ ଭଲ ସଂଗୀତକାର ଅଟନ୍ତି।ନିଜର ସଙ୍ଗୀତ ମାଧ୍ୟମରେ ସେ ସମସ୍ତଙ୍କୁ ବାନ୍ଧି
ରଖିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ସଂଗୀତକାର ଅନେକ ସଙ୍ଗୀତ ଗାଇ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତିସେ ଯେଉଁ ସ୍ଥାନରେ ମଧ୍ୟ ସଙ୍ଗୀତ ଗାଇ ଥାଆନ୍ତି ସେଠାରେ ଅନେକ ଲୋକ ଜମା ହୋଇ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅପେକ୍ଷା କରି ରହି ଥାଆନ୍ତି।ନିଜର ସଙ୍ଗୀତ ପାଇଁ ଅନେକ
ଲୋକ ତାଙ୍କୁ ନିଜର ପ୍ରିୟ ସଂଗୀତକାର ଭାବରେ ଗ୍ରହଣ କରି ଥାଆନ୍ତି।ସେ ଜଣେ ବହୁତ ଭଲ ସଂଗୀତକାର ମଧ୍ୟ ଅଟନ୍ତି।ତେବେ ଏହି ସଂଗୀତକାର ବର୍ତ୍ତମାନ ଏକ ଗୀତ ଗାଉ ଥିବାର ଦେଖା ଯାଇ ଥିଲା ସେ ନିଜର ଆଗାମୀ ଏକ ସଙ୍ଗୀତ ଗାଇବା ପାଇଁ ପ୍ରସ୍ତୁତି କରୁ ଥିବାର ଦେଖା ଯାଇ ଥିଲା।
ଏହା ବର୍ତ୍ତମାନ ଅନେକ ଭାବରେ ଚର୍ଚ୍ଚିତ ହୋଇ ଯାଇଛି।ତେବେ ଏହାକୁ ଅନେକ ଲୋକ ମଧ୍ୟ ଅନେକ ଭାବରେ ପସନ୍ଦ କରୁ ଥିବାର ଦେଖା ଯାଇଛି।ଏହା ବ୍ୟତୀତ ଏହା ଅନେକ ଲୋକଙ୍କୁ ପସନ୍ଦ ଆସିବା ସହିତ ଅନେକ ଲୋକ ଏହି ଗୀତ ଶୁଣିବା ପାଇଁ ମଧ୍ୟ ଅନେକ ଭାବରେ ପସନ୍ଦ କରିଛନ୍ତି।ତେବେ ସେ ଆଗାମୀ କେଉଁ ସ୍ଥାନରେ ଗୀତ ଗାଇବା ପାଇଁ ଯାଉଛନ୍ତି
ଏହାକୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି ବୋଲି ଅନେକ ଲୋକ କହି ଥିବାର ଦେଖିବାକୁ ମିଳିଛି।