ଅଭିନେତା ASWINI ଓ ଅଭିନେତ୍ରୀ ପ୍ରେରଣା କଲେ ନିର୍ବନ୍ଧ,ଗୁଆଘିଆ ଗୀତରେ ନାଚି କି ଧୂଳି ଉଡେଇଦେଲେ ଓଡ଼ିଆ ଫିଲ୍ମ ହିରୋ ହିରୋଇନ…ଦେଖନ୍ତୁ Video

Spread the love

ଆମେ ସମସ୍ତେ ଅଭିନେତା ଆଶ୍ୱିନ ଓ ଅଭିନେତ୍ରୀ ପ୍ରେରଣାଙ୍କୁ ବହୁତ ଭଲ ଭାବରେ ଜାଣୁ।ନିଜର ଅଭିନୟ ପାଇଁ ସେମାନେ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରି ଥିଲେ।ତେବେ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପ୍ରଭାବିତ କରି ଥାଏ।ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ସେ ନିଜକୁ ପରିଚିତ କରି ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପସନ୍ଦ ଆସି ଥାଏ।

ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେମାନେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ଅନେକ ଧାରାବାହିକରେ ଅଭିନୟ କରି ସେମାନେ ଅନେକ ଲୋକପ୍ରିୟ ହୋଇ ପାରିଛନ୍ତି।ତେବେ ସେମାନଙ୍କ ଅଭିନୟ ବାସ୍ତବରେ ଅନେକ ଭାବରେ ପ୍ରଭାବ ପକାଇ ଥାଏ ଲୋକଙ୍କ ଉପରେ ତେବେ ସେମାନଙ୍କ

ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅନେକ ଭାବରେ ଅପେକ୍ଷା କରି ରହି ଥାଆନ୍ତି।ସେମାନଙ୍କ ଅଭିନୟ ଅନେକ ଭାବରେ ଆକର୍ଷଣୀୟ ହୋଇ ଥାଏ।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ପରସ୍ପରକୁ ଭଲ ପାଇ ଥାଆନ୍ତି।ଏହା ଆମେ ଭଲ ଭାବରେ ଜାଣୁ।ତେବେ ସେମାନେ ପରସ୍ପରକୁ ଭଲ ପାଇବା ସହିତ

ସେମାନେ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିବା ସମ୍ପର୍କରେ ଆମେ ନିଶ୍ଚୟ ଭାବରେ ଜାଣି ଥିବା ତେବେ ବର୍ତ୍ତମାନ ଏହା ସୂଚନା ମିଳୁଚି କି ସେମାନଙ୍କ ନିର୍ବନ୍ଧ ଶେଷ ହୋଇ ଯାଇଛି।ତେବେ ସେମାନଙ୍କ ନିର୍ବନ୍ଧ ଶେଷ ହେବା ପରେ ଏହାକୁ ନେଇ ଅନେକ ଲୋକ ଅନେକ ଭାବରେ ଖୁସି ପ୍ରକାଶ କରିଛନ୍ତି।

ତାଙ୍କର ପ୍ରଶଂସକ ଏହାକୁ ନେଇ ଅନେକ ଭାବରେ ଖୁସି ପ୍ରକାଶ କରିଛନ୍ତି।ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇ ଥିବାରୁ ଏହାକୁ ନେଇ ଅନେକ ଲୋକ ମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତେବେ ସେମାନେ ଅଭିନୟ ଦୁନିଆରେ ନିଜକୁ ବିଶେଷ ଭାବରେ ପରିଚିତ କରି ପାରି ଥିଲେ।ତେବେ ବର୍ତ୍ତମାନ

ସେମାନେ ବିବାହ କରିବାକୁ ଯାଉ ଥିବାରୁ ଏହି କଥାକୁ ନେଇ ଅନେକ ଲୋକ ବହୁତ ଅଧିକ ଖୁସି ପ୍ରକାଶ କରିଛନ୍ତି।ତେବେ ସେମାନେ ବାସ୍ତବରେ ଅନେକ ଲୋକ ମାନଙ୍କର ପ୍ରିୟ ଅଟନ୍ତି।ଯାହା ଫଳରେ ସେମାନଙ୍କ ଖୁସିରେ ଅନେକ ଲୋକ ବହୁତ ଅଧିକ ଖୁସି ପ୍ରକାଶ କରିଛନ୍ତି ବୋଲି ଜଣା ପଡୁ ଅଛି।

Leave a Reply

Your email address will not be published. Required fields are marked *