କୁଆଡେ ଗଲା ବର୍ଷ ର ଦିଗ,ମାଡି ଆସୁଛି କାଳ ବୈଶାଖୀ (Kalabaisakhi) ବର୍ଷା,ପୁଣି ଓଡ଼ିଶାକୁ ମାଡି ଆସୁଛି ଆଉ ଏକ ବଡ ବର୍ଷା ଲଘୁଚାପ ର ସମ୍ଭାବନା…ଦେଖନ୍ତୁ Video

Spread the love

ପୁଣି ଓଡ଼ିଶା ଆଡ଼କୁ ଆଉ ଏକ ବାତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହି ସୃଷ୍ଟି ହୋଇ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବା ସହିତ ପବନ ବହିବାର ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପାଣିପାଗ ବିଭାଗର କହିବା ଅନୁସାରେ ଏହି ବର୍ଷା ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି ତେବେ ବର୍ଷା ଅଧିକ ହେବା ସହିତ ପବନ ମଧ୍ୟ ଅଧିକ ହେବାର ସମ୍ଭାବନା ରହିଛି ତେଣୁ ଲୋକଙ୍କୁ ସତର୍କ ରହିବା ଆବଶ୍ୟକ ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଏହା ମଧ୍ୟ କୁହା ଯାଇଛି କି ଅଧିକ ବର୍ଷା ହେବା ଫଳରେ କିଛି କିଛି ସ୍ଥାନରେ ଲୋକମାନେ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇ ପାରନ୍ତି

ତେଣୁ ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ।ଏହା ସହିତ ଓଡ଼ିଶାର ଉପକୂଳ ଅଞ୍ଚଳ ଗୁଡିକରେ ଅଧିକ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ତେବେ ପାଣିପାଗ ବିଭାଗ ପକ୍ଷରୁ ଏହା ମଧ୍ୟ କୁହା ଯାଇଛି ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ତୁରନ୍ତ ଉପକୂଳକୁ ଫେରି ଆସିବା ଆବଶ୍ୟକ।ନଚେତ ସେମାନେ ଅସୁବିଧାର ସମ୍ମୁଖୀନ ହେବାର ମଧ୍ୟ ସମ୍ଭାବନା ରହିଛି।ତେବେ ବିଶେଷ ଭାନରେ କେନ୍ଦୁଝର,ମୟୂରଭଞ୍ଜ,ଢେଙ୍କାନାଳ, ଗଞ୍ଜାମ କନ୍ଧମାଳ,ରାୟଗଡ଼, କୋରାପୁଟ ଜିଲ୍ଲା ମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଏହି ଜିଲ୍ଲା ଗୁଡିକରେ ଲୋକମାନଙ୍କୁ ସତର୍କ ରହିବା ସହିତ ଜିଲ୍ଲା ପାଳ ମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହା ଯାଇଛି।ତେବେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆ ଯାଇଛି ବୋଲି ଜଣାପଡ଼ୁଛି।

ଏହା ସହିତ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା କିଛି ମାତ୍ରାରେ କମିବ ବୋଲି ଆଶା କରାଯାଉଛି।ଏହା ସହିତ ଏହା ଫଳରେ ରାଜ୍ୟରେ ଯେଉଁ ଭାବରେ ତାତି ବଢ଼ି ବଢ଼ି ଚାଲିଥିଲା ଏହା ଉପରେ କିଛି ମାତ୍ରାରେ ରୋକ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଏହା ସହିତ ଲୋକ ମାନଙ୍କୁ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ମଧ୍ୟ କୁହା ଯାଇଛି।ତେବେ କେବଳ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଛି।ଏହା ସହିତ ବିଶେଷ ଭାବରେ ଆଗାମୀ ଚାରିଦିନ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

Leave a Reply

Your email address will not be published. Required fields are marked *