ଆସିଲା ବଡ ଖୁସି ଖବର,ପୁଣି ରିଲିଜ ହେବ Guaa Ghiya ର ଆଉ ଆଉ ଏକ ପାର୍ଟ,ପୁଣି କମାଲ କରିବେ ଅନୁଗୁଳିଆ ବଣ୍ଟି…ଦେଖନ୍ତୁ Video

Spread the love

ଭାଇରାଲ ହୋଇଥିବା ଗୁଆ ଘିଅ ଗୀତ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ଗୀତ ଅଳ୍ପ ଦିନ ମଧ୍ୟରେ ଅନେକ ଲୋକପ୍ରିୟତା ପାଇ ପାରିଥିଲା।ଏହା ସହିତ ଅନେକ ଲୋକ ଏହି ଗୀତକୁ ଅନେକ ଭାବରେ ପସନ୍ଦ ମଧ୍ୟ କରିଥିଲେ।ତେବେ ଏହି ଗୀତରେ ଆଣୁଗୁଳିଆ ବଣ୍ଟି ଅଭିନୟ କରିଥିଲେ।ତେବେ ଆଣୁଗୁଳିଆ ବଣ୍ଟିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।

ଏହା ସହିତ ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ଏହି ଗୁଆ ଘିଅ ଗୀତ ପାଇଁ ମଧ୍ୟ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି।ଏହା ସହିତ ତାଙ୍କର ଏହି ଗୀତରେ ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଛି।ତେବେ ସେ ପୂର୍ବରୁ ନିଜର ଏହିପରି ଅନେକ କମେଡି ଭିଡିଓ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି

ତେବେ ଏହି ଗୀତ ମାଧ୍ୟମରେ ସେ ପୁଣି ଓଡ଼ିଶାର ଘରେ ଘରେ ପରିଚିତ ହୋଇ ଯାଇଥିଲେ।ଏହା ସହିତ ଅଭିନୟ ଜଗତରେ ସେ ନିଜକୁ ଏକ ବିଶିଷ୍ଟ ପରିଚୟ ମଧ୍ୟ ଦେଇ ପାରିଥିଲେ।ତେବେ ଏହି ଅଭିନେତା ବର୍ତ୍ତମାନ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ନିଜକୁ ପରିଚିତ କରି ସାରିଛନ୍ତି।

ଏହା ସହିତ ଏହି ଗୁଆ ଘିଅ ଗୀତ ଅନେକ ଲୋକପ୍ରିୟ ହେବା ପରେ ବର୍ତ୍ତମାନ କିଛି ଲୋକଙ୍କ କହିବା ଅନୁସାରେ ଏହାର ଆଉ ଏକ ଗୀତ ଆସିବାକୁ ଯାଉଚି।ତେବେ ଏହି ଗୀତ ସମସ୍ତ ଦର୍ଶକ ମାନଙ୍କୁ ବହୁତ ଅଧିକ ଭଲ ଲାଗିଥିଲା।ଯାହା ଫଳରେ ଏହି ଗୀତର ବର୍ତ୍ତମାନ ଆଉ ଏକ ଗୀତ ପୁଣି ଆସିବାକୁ ଯାଉଛି।

ଏହା ସହିତ ଅନେକ ଲୋକ ମଧ୍ୟ ବର୍ତ୍ତମାନ ଅନ୍ୟ ଏକ ଗୀତକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଏହି ଗୀତ ମଧ୍ୟ ସମସ୍ତ ଦର୍ଶକ ମାନଙ୍କୁ ବହୁତ ଅଧିକ ଭଲ ଲାଗିବ ବୋଲି ସମସ୍ତେ ଅନୁମାନ କରିଛନ୍ତି।ଏହା ସହିତ ଏହି ଗୀତର ବର୍ତ୍ତମାନ ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଲାଣି।

ଯାହା ଫଳରେ ଏହି ଗୀତ ଅଳ୍ପ ଦିନ ମଧ୍ୟରେ ପୁଣି ଲୋକମାନଙ୍କ ସମ୍ମୁଖକୁ ଆଉ ଏକ ରୂପରେ ଆସିବାକୁ ଯାଉଛି।ତେବେ ଆଣୁଗୁଳିଆ ବଣ୍ଟିଙ୍କ ଗୀତ ବର୍ତ୍ତମାନ ସମସ୍ତଙ୍କୁ ବହୁତ ଅଧିକ ଭଲ ମଧ୍ୟ ଲାଗିଛି।ତେବେ ସେ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ହସାଇ ପାରି ଥାଆନ୍ତି।ଯାହା ଫଳରେ ତାଙ୍କର ଭିଡିଓ ଦେଖିବା ପାଇଁ ସମସ୍ତେ ବହୁତ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଏହି କାରଣରୁ ସେ ଆଜି ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରି ପାରିଛନ୍ତି।

Leave a Reply

Your email address will not be published. Required fields are marked *