ଆସିଲା ବଡ଼ ଦୁଃଖ ଖବର,କାର ଦୁର୍ଘଟଣାରେ ଘଟିଲା ପ୍ରସିଦ୍ଧ ଅଭିନେତ୍ରୀ Gayatriଙ୍କ ହେଲା ଅଚାନକ ଦେହାନ୍ତ,ସାରା ଫିଲ୍ମ ଜଗତ ରେ ଶୋକର ଛାୟା..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଫିଲ୍ମ ଏବଂ ସିରିଏଲ ଜଗତକୁ ଏକ ବହୁତ ବଡ଼ ଦୁଃଖର ଖବର ସମ୍ନାକୁ ଆସିଛି।ତେବେ ଏହା ଆପଣ ଜାଣିଲେ ଅତ୍ୟନ୍ତ ମାତ୍ରାରେ ଦୁଃଖ ପ୍ରକାଶ କରିବେ।

ତେବେ ମିଳିଥିବା ଖବର ଅନୁସାରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ।ତେବେ ତାଙ୍କ ପ୍ରଶଂସକ ମାନେ ଏହା ଶୁଣି ଅତ୍ୟନ୍ତ ମାତ୍ରାରେ ସ୍ତବ୍ଧ ହୋଇଯାଇଛନ୍ତି।ବାସ୍ତବରେ ଏହା ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

ଏହା ସହିତ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି।ଆପଣ ମଧ୍ୟ ଏହା ଜାଣିଥିବେ ଯେ ଯଦି କାହାର ମୃତ୍ୟୁ ହେବାର ଥିବ ଯିଏ ଯେତେ ଅଟକାଇଲେ ମଧ୍ୟ ତାହାକୁ ରୋକି ପାରିବେ ନାହିଁ।ଯଦି ଜଣେ ସାଧାରଣ ଲୋକ ମୃତ୍ୟୁ ହୋଇଥାଏ ତାଙ୍କ ପାଇଁ କେହି ମଧ୍ୟ ଲୁହ ଗଡାଇ ନାଥନ୍ତି।

କିନ୍ତୁ ଯଦି ଜଣେ ସେଲିବ୍ରିଟିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପାଇଁ ସମସ୍ତେ ଲୁହ ଗଡାଇଥାନ୍ତି।କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ଲୋକଙ୍କ ଅନେକ ପ୍ରକାରରେ ମନୋରଞ୍ଜନ କରିଥାନ୍ତି।ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।ଏବେ ତାଙ୍କର ମୃତ୍ୟୁର ଖବର ଜଣାପଡିବା ପରେ ପ୍ରଯୋଜକଙ୍କୁ ଏବଂ ତାଙ୍କର ସମର୍ଥକଙ୍କୁ ଶକ୍ତ ଧୋକା ଲାଗିଛି।

ଏଥି ସହିତ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।ତେବେ ମିଳିଥିବା ରିପୋର୍ଟ ମୁତାବକ ଶୁକ୍ରବାର ଗାୟତ୍ରୀ ହୋଲି ଉତ୍ସବ ପାଳନ କରି ବନ୍ଧୁଙ୍କ ସହିତ ଘରକୁ ଫେରୁଥିଲେ।ସେ ଘରକୁ ଫେରିବା ସମୟରେ ଏକ ଜାଗାରେ ତାଙ୍କ ଗାଡିର ଟାୟାରଟି ଏକ ଡିଭାଇଡ଼ରରେ ପିଟିହୋଇ ଓଲଟି ପଡିଥିଲା।

ଘଟଣା ସ୍ଥଳରେହିଁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା।ଅପରପକ୍ଷରେ ତାଙ୍କ ବନ୍ଧୁ ଗୁରୁତର ଆହତ ହୋଇଥିଲେ।ତାଙ୍କର ଉଦ୍ଧାର କରାଯାଇ ଡାକ୍ତର ଖାନା ନିଆଯାଇଥିଲା ଏବଂ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।ତେବେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ।ଏହା ବାସ୍ତବରେ ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।

Leave a Reply

Your email address will not be published. Required fields are marked *