ବର୍ତମାନ ର ସବୁଠୁ ବଡ ଦୁଃଖ ଖବର,ତେଲୁଗୁ ହିରୋ Sai Dharam Tej ଙ୍କୁ ନେଇ ଆସିଲା ବଡ ଶୋକ ଖବର,କାନ୍ଦି କାନ୍ଦି ନୟାନ୍ତ ହେଲେ ମାମୁଁ ଚିରଞ୍ଜିବି ଓ ପବନ କଲ୍ୟାଣ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ସାଉଥ ଫିଲ୍ମ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ତ ନିଶ୍ଚିତ ଭାବରେ ସାଉଥ ଫିଲ୍ମ ଦେଖୁଥିବେ ଓ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଅସୁଥିବ।ବର୍ତ୍ତମାନ ସାଉଥ ଫିଲ୍ମକୁ ଲୋକ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି।

ସେଥିରେ ଥିବା ଦମଦାର କାହାଣୀ ଓ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଦମଦାର ଅଭିନୟ ଲୋକଙ୍କୁ ବେଶ ପସନ୍ଦ ମଧ୍ୟ ଆସୁଛି।ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ନିଜର ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ଘର କରିଦେଇଛନ୍ତି।ଆମେ ଆଜି ସେହି ସାଉଥ ଫିଲ୍ମର ଜଣେ ଦମଦାର ଅଭିନେତାଙ୍କ ବିଷୟରେ କିଛି ଜଣାଇବୁ।

ଏହା ଏକ ଅତ୍ୟନ୍ତ ଦୁଃଖର ଘଟଣା ଅଟେ।ଚିରଞ୍ଜିବି ଓ ପବନକଲ୍ୟାଣଙ୍କ ଭଣଜା ଓ ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି।ତାଙ୍କ ଦୁର୍ଘଟଣା ଶୁକ୍ରବାର ସନ୍ଧ୍ୟା ସାଢ଼େ ଆଠଟା ବେଳେ ହୋଇଥିଲା।ଯେତେବେଳେ ଏହି ଘଟଣା ତାଙ୍କ ପରିବାର ସଦସ୍ୟ ଜାଣିଲେ ତେବେ ପବନ କଲ୍ୟାଣ, ରାମ ଚରଣ ଏଵଂ ଘରର ଅନ୍ୟ ସଦସ୍ୟ ତୁରନ୍ତ ଡାକ୍ତରଖାନା ଆସିଯାଇଥିଲେ।

ଏହି ଘଟଣାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି।ସେହି ଫୁଟେଜକୁ ଦେଖି ଲାଗୁଛି ସାଇ ଅଧିକ ଜୋରରେ ଗାଡି ଚଳାଉନଥିଲେ।ବାଇକ ଚଲେଇବା ବେଳେ ତାଙ୍କ ବଲାନ୍ସ ବିଗିଡିଯାଇଥିଲା ଓ ସେ ରାସ୍ତାରେ ଘଷି ହୋଇ ପଡିଯାଇଥିଲେ।ତାଙ୍କ ଦୁର୍ଘଟଣା ପରେ ତାଙ୍କ ଫ୍ୟାନ ସାଇ କିପରି ଜଲ୍ଦି ସୁସ୍ଥ ହୋଇଯିବେ ତାହା ପ୍ରାଥନା କରୁଛନ୍ତି।

ରିପୋଟ ମୁତାବକ ସାଇ ହେଲମେଟ ପିନ୍ଧିଥିଲେ ଏହାଦ୍ୱାରା ତାଙ୍କ ମୁଣ୍ଡରେ କ୍ଷତି ପହଞ୍ଚିନଥିଲା।ଶରୀରରେ କ୍ଷତି ପହଞ୍ଚିଥିବା କାରଣରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ଓ ସଠିକ ଚିକିତ୍ସା ପାଇଁ ଅଲଗା ଡାକ୍ତରଖାନାକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା।ଏହି ଖବର ପରଠାରୁ ଫ୍ୟାନ ମାନେ ଅନେକ ଚିନ୍ତାରେ ମଧ୍ୟ ଅଛନ୍ତି।

ସାଇ ହେଲମେଟ ପିନ୍ଧିଥିଲେ ଓ ମଦ ପିଇନଥିଲେ।ସଡ଼କରେ ଥିବା କାଦୁଅ ପାଇଁ ତାଙ୍କ ବାଇକ ଖସି ଯାଇଥିଲା ସେ ବର୍ତ୍ତମାନ ବିପଦରୁ ବାହାରେ ଅଛନ୍ତି ଓ ତାଙ୍କ ଚିକିତ୍ସା ଚାଲିଛି।ସେ ଏବେ ନିଜର ଆଗାମୀ ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି।ତାଙ୍କର ପୂର୍ବ ଫିଲ୍ମକୁ ଦର୍ଶକ ମାନଙ୍କ ଖୁବ ଭଲ ପାଇବା ମିଳିଥିଲା।

ସେପଟେ ସୋସିଆଲ ମିଡିଆରେ ତାଙ୍କର ଶୁଭ ଚିନ୍ତାକ ଓ ଫ୍ୟାନ ମାନେ ତାଙ୍କର ସ୍ୱାସ୍ଥ୍ୟ ପାଇଁ ପ୍ରଥନା କରୁଛନ୍ତି।ଓ ଏହା ସହିତ ନିଜର ଶୁଭକାମନା ମଧ୍ୟ ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ମଧ୍ୟ ଏହି କଥାକୁ ନେଇ ଅନେକ ଫ୍ୟାନମାନେ ଦୁଃଖରେ ଅଛନ୍ତି।ଓ ତାଙ୍କ ପରିବାର ଲୋକ ମଧ୍ୟ ଏହାକୁ ନେଇ ଚିନ୍ତାରେ ଅଛନ୍ତି।

Leave a Reply

Your email address will not be published. Required fields are marked *