Raasan କୁ ନେଇ ଏବେ ଏବେ ଆସିଲା ସବୁଠୁ ବଡ଼ ନିଷ୍ପତି,ଏହି ଦିନଠାରୁ ଆଉ କୌଣସି ପ୍ରକାର ମାଗଣା ରାସନ ମିଳିବ ନାହିଁ…

Spread the love

ମହାମାରୀ ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ଶସ୍ୟ ପାଇବାରେ ଅନେକ ଭାବରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ଥିଲା।ତେବେ ଅନେକ ଲୋକ ସେହି ସମୟରେ ଖାଦ୍ୟ ସଠିକ ଭାବରେ ପାଇ ପାରି ନଥିଲେ।ତେବେ ଅନେକ ଗରିବ ଲୋକ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ଥିଲେ ତେବେ ସେହି କାରଣରୁ ସରକାର ସେମାନଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବା ପାଇଁ ନିଷ୍ପତି ନେଇ ଥିଲେ।

ଯାହା ଫଳରେ ଏହ ଯୋଜନା ଆରମ୍ଭ କରାଯାଇ ଥିଲା।ତେବେ ଏହି ଯୋଜନାର ନାମ ଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା।ଏହି ଯୋଜନା ଫଳରେ ଅନେକ ଗରିବ ଲୋକ ଯେଉଁମାନେ ଖାଦ୍ୟ ପାଇ ପାରୁ ନଥିଲେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରା ଯାଇ ଥିଲା।ଏହା ବ୍ୟତୀତ ବର୍ତ୍ତମାନ ମଧ୍ୟ ଏହି ଯୋଜନା କାର୍ଯ୍ୟ କରୁଛି।

ତେବେ ଏହି ଯୋଜନାରେ ବର୍ତ୍ତମାନ ମଧ୍ୟ ଅନେକ ଗରିବ ଲୋକ ଖାଦ୍ୟ ଶସ୍ୟ ମାଗଣାରେ ପାଇ ଆସୁଛନ୍ତି ତେବେ ଏହି ଯୋଜନା ଅନେକ ଲୋକଙ୍କ ପାଇଁ ଅନେକ ଭାବରେ ଉପକାରୀ ହୋଇ ପାରିଛି।ତେବେ ବର୍ତ୍ତମାନ କିନ୍ତୁ ସରକାର ଏହି ଯୋଜନା ଉପରେ କିଛି ନିଷ୍ପତି ନେବାକୁ ଯାଉ ଅଛନ୍ତି।

ତେବେ ସରକାର ଆଉ ଏକ ମାସ ପରେ ଏହି ଯୋଜନା ବନ୍ଦ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଚି।ତେବେ ଏହି ଯୋଜନାରେ ପ୍ରାୟ ୮୦ କୋଟି ଲୋକ ସରକାରଙ୍କ ପାଖରୁ ମାଗଣା ଖାଦ୍ୟ ଶସ୍ୟ ପାଇ ପାରୁ ଥିଲେ।ତେବେ ବର୍ତ୍ତମାନ କିନ୍ତୁ ଏହି ଯୋଜନା ଅଧିକ ଭାବରେ କାର୍ଯ୍ୟକାରୀ ହୋଇ ପାରିବ ନାହିଁ।

କାରଣ ଏହି ଯୋଜନା ଆଗାମୀ ସମୟରେ ସରକାରଙ୍କ ଉପରେ ଅଧିକ ଭାବରେ ଆର୍ଥିକ ଚାପ ପକାଇବାକୁ ଯାଉଚି।ତେବେ ଏହି ଯୋଜନାରେ ଅନେକ ଲୋକ ଅନେକ ଭାବରେ ଉପକୃତ ହୋଇ ଚାଲିଛନ୍ତି କିନ୍ତୁ ଏହି ଯୋଜନା ବଳରେ ସରକାରଙ୍କ ଉପରେ ଅନେକ ଚାପ ମଧ୍ୟ ପଡ଼ି ଚାଲିଛି।ତେଣୁ ଏହି ଯୋଜନା

ଆଉ କାର୍ଯ୍ୟକାରୀ ନ କରିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତି ନିଆ ଯାଇଛି ବୋଲି ଅନୁମାନ କରା ଯାଉଚି।ଯାହା ଫଳରେ ଆଗାମୀ ଦୁଇ ମାସ ମଧ୍ୟରେ ଏହି ଯୋଜନା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆ ଯିବ ବୋଲି ଜଣା ପଡିଛି।ତେବେ ଏହା ସରକାରଙ୍କ ଇପରେ ଆର୍ଥିକ ଚାପ କମ କରିବ।

Leave a Reply

Your email address will not be published. Required fields are marked *