ଏହି କିଛି ଦିନ ତଳେ ହୋଇଥିବା କ୍ୟାମେରାମ୍ୟାନ ମାନସଙ୍କ ହ-ତ୍ୟା-କା-ଣ୍ଡ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ତାଙ୍କର ହ-ତ୍ୟା ପରେ ଏହି ଘଟଣା ଅନେକ ଭାବରେ ନୂଆ ମୋଡ଼ ନେଇଥିଲା।ଏହା ସହିତ ତାଙ୍କର ହ-ତ୍ୟା-କାଣ୍ଡ ହେବା ପରେ ଏହି ଘଟଣାରେ ଅନେକ ଲୋକ ଅନେକ କଥା କହିଥିଲେ।ତେବେ ଶେଷରେ ପୋଲିସ ଏହି ଘଟଣାର ସମାଧାନ କରିବା ପାଇଁ ଅନେକ ପ୍ରାୟାସ ଆରମ୍ଭ କରି ଦେଇଥିଲା।ଶେଷରେ ଏହା ଜଣା ପଡିଥିଲା କି ଏହି ଘଟଣାରେ ଶର୍ମିଷ୍ଠା ସଂପୃକ୍ତ ଅଛନ୍ତି।
ଏହା ପରେ ତାଙ୍କୁ ପୋଲିସ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିଲା।ହେଲେ ସେ ସେହି ସମୟରେ ଓଡ଼ିଶା ଛାଡ଼ି ଚାଲି ଯାଇଥିଲେ।ଏହା ସହିତ ସେ ଓଡ଼ିଶା ଛାଡ଼ି ଯିବା ପରେ ତାଙ୍କୁ ଧରିବା ପାଇଁ ଅନେକ ପ୍ରୟାସ ଆରମ୍ଭ କରା ଯାଇଥିଲା।ଶେଷରେ ତାଙ୍କୁ ପୋଲିସ ଧରିବାରେ ସଫଳ ହୋଇ ପାରି ଥିଲା।
ଏହା ସହିତ ଏହା ପରେ ଏହି ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ବାହାରକୁ ଆସିଥିଲା।ତେବେ ଏହି ଘଟଣାରେ ନିରଞ୍ଜନ ନାମକ ଜଣେ ବ୍ୟକ୍ତିଙ୍କ ନାମ ସମ୍ମୁଖକୁ ଆସିଥିଲା।ତେବେ ସେ ଏହି ଘଟଣାରେ ଶର୍ମିଷ୍ଠାଙ୍କ ସହାୟତା କରିଥିଲେ ବୋଲି ଜଣା ପଡିଥିଲା।ଏହା ସହିତ ଏହା ପରେ ତାଙ୍କ ଉପରେ ଯେତେବେଳେ ଅନୁସନ୍ଧାନ କରା ଯାଇଥିଲା
ସେହି ସମୟରେ ଏହା ଜଣା ପଡ଼ିଥିଲା କି ସେ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଅଛନ୍ତି।ଏହା ସହିତ ଶେଷରେ ତାଙ୍କୁ ମଧ୍ୟ ଧରା ଯାଇଥିଲା।ତେବେ ସେ ନିଜର ସରକାରି ଚାକିରିରୁ ଅବସର ନେବା ପତ୍ର ଅନେକ ଖୁସିରେ ରହି ଥିଲେ।ଏହା ସହିତ ସେ ଅନେକ ସମୟ ପରେ ସେ ଶର୍ମିଷ୍ଠାଙ୍କ ସମ୍ପର୍କରେ ଆସିଥିଲେ।
ଏହା ସହିତ ସେ ତାଙ୍କୁ ଭଲ ମଧ୍ୟ ପାଇ ବସି ଥିଲେ।ଏହା ସହିତ ଏହି ବୟସରେ ମଧ୍ୟ ସେ ତାଙ୍କର ଜାଲରେ ଫସି ଯାଇ ଥିଲେ।ଶେଷରେ ଏହା ପରେ ସେ ଏହି ଘଟଣାରେ ଅନେକ ଅସୁବିଧାରେ ବର୍ତ୍ତମାନ ରହି ଯାଇଛନ୍ତି।ଏହା ସହିତ ତାଙ୍କ କାରଣରୁ ସେ ଏହି ହ-ତ୍ୟା-କାଣ୍ଡ ସହିତ ଜଡ଼ିତ ହୋଇ ଯାଇଥିଲେ।
ଏହା ସହିତ ଏହା ପରେ ସେ ବର୍ତ୍ତମାନ ଏହି ଘଟଣାରେ ଜେଲ କୁ ଚାଲି ଯାଇଛନ୍ତି।ଯାହା ଫଳରେ ସେ ବର୍ତ୍ତମାନ ଏହି ଘଟଣାକୁ ନେଇ ଅନେକ ଦୁଃଖିତ ମଧ୍ୟ ହୋଇ ପଡିଛନ୍ତି।ଏହା ସହିତ ସେ ଏପରି କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଥିଲା ବୋଲି ସେ ନିଜେ ମଧ୍ୟ ଏବେ ଚିନ୍ତା କରୁଥିବେ।ଏହା ସହିତ ସେ ତାଙ୍କ ଜାଲରେ ଫସି ଯାଇ ଏହି କାର୍ଯ୍ୟ କରି ଦେଇଥିଲେ।
ଯାହା ଫଳରେ ବର୍ତ୍ତମାନ ଏହି ଘଟଣାକୁ ନେଇ ସେ ବହୁତ ଭାଙ୍ଗି ପଡ଼ିଛନ୍ତି।ତେବେ ଏହି ଘଟଣାରେ ସେ ବର୍ତ୍ତମାନ ଜେଲ ଚାଲି ଯାଇଛନ୍ତି ତେବେ ସେ କେତେଦିନ ଯାଏ ଜେଲରେ ରହିବେ ଏହା ସମ୍ପର୍କରେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ଭାବରେ ଜଣା ପଡି ନାହିଁ।