କଳାହାଣ୍ଡିର ଏକ ନମ୍ବର ଡ୍ୟାନସ ଦଳ,Balsi ଝିଅ କୀର୍ତ୍ତନ ଦେଖିବା ପରେ ଆପଣଙ୍କ ମନ ମଧ୍ୟ ନାଚି ଉଠିବ ଆଉ କରିବେ ପ୍ରଶଂସା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆପଣ ମାନେ ତ କୀର୍ତ୍ତନ ଦେଖିଥିବେ।ଏହା ବହୁତ ପୁରାତନ ହେଲେ ମଧ୍ୟ ଅନେକ ଲୋକ ଆଜି ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି।ସାଙ୍ଗମାନେ ଗଣ ମାଧ୍ୟମରେ ଅନେକ ଖବର ଦେଖିବାକୁ ମିଳୁଛି।ଆଜି ଆମେ ଏକ ଚର୍ଚ୍ଚିତ ଖବର ବିଷୟରେ ଜାଣିବା ଏହି କୀର୍ତ୍ତନ ବିଷୟରେ। କଳାହାଣ୍ଡି ଜିଲ୍ଲାରେ ଏକ ଦଳ ବହୁତ ଅଭିନବ ଉପାୟରେ ଗାଇ ନିଜର ନୃତ୍ୟ ପ୍ରଦର୍ଶନ କରୁଛନ୍ତି।ଏହା ଏକ ବହୁତ ଚର୍ଚ୍ଚାରେ ଅଛି।ଅନେକ ଲୋକ କୀର୍ତ୍ତନ ଦେଖିବାକୁ ପସନ୍ଦ କରନ୍ତୁ।

ଏହି କୀର୍ତ୍ତନ ମାଧ୍ୟମରେ ଆମ ସମାଜକୁ ଅନେକ ବାର୍ତା ମିଳିଥାଏ।ତେବେ ତାଙ୍କର ଏହି ଦଳ ଆଧୁନିକ ଗୀତର ଧ୍ଵନୀରେ ହରେ କୃଷ୍ଣ ହରେ ରାମ ଗୀତ ଗାଇ ଲୋକଙ୍କୁ ଆକର୍ଷିତ କରୁଛି।ଏଥିରେ କୁନି କୁନି ପିଲା ମଧ୍ୟ ଯୋଗ ଦାନ କରୁଛନ୍ତି।ଅନେକ ଲୋକ ଏହାକୁ ଦେଖିବା ପାଇଁ ମଧ୍ୟ ଆସୁଛନ୍ତି।

ଏମାନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି।ଅନେକ ଲୋକ ସେମାନଙ୍କ ନାଚର ପ୍ରଶଂସା କରୁଛନ୍ତି। ଓଡ଼ିଶାରେ ଅନେକ ଲୋକ ଆଜି ବି କୀର୍ତନ ଦେଖିବାକୁ ପସନ୍ଦ କରନ୍ତି।କୁନି କୁନି ଝିଅ ପିଲା ତାଙ୍କ ସହ ଡ୍ୟାନସ କରୁଛନ୍ତି।ବହୁତ ଲୋକଙ୍କୁ ତାଙ୍କର ଏହି ଅଭିନବ ଶୈଳୀ ପସନ୍ଦ ଆସିଛି।

ଲୋକମାନେ ଏହି କୀର୍ତ୍ତନ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।ଛୋଟ ପିଲା ଠାରୁ ବଡ଼ ବଡ଼ ଲୋକ ମଧ୍ୟ ଏହାକୁ ଦେଖିବା ପାଇଁ ଆସୁଛନ୍ତି।ତେବେ କିଛି ଲୋକ ଏହାକୁ ବିରୋଧ କରିବା ବେଳେ ଆଉ କିଛି ଏହି ଭଳି ନୃତ୍ୟ କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ତେବେ କଣ ସତରେ ଏଭଳି ନାଚ ଗୀତ ଆବଶ୍ୟକ ଭଗବାନ ଙ୍କ ପାଇଁ,

କାହିଁକି ଏପରି ଆମ ସଂସ୍କୃତି କୁ କର ଯାଉଛି ଓ ଏଭଳି ଆଧୁନିକ ଶୈଳୀ ର ନାଚ ଗୀତ ରେ ଭଗବାନ ଙ୍କୁ ଡାକିବା କଣ ଦରକାର ପଡୁଛି,କଥା ରେ ଅଛି ମନ ଭିତରେ ଡାକିଲେ ମଧ୍ୟ ଭଗବାନ ଶୁଣିବେ କିନ୍ତୁ ଏଭଳି ଆଧୁନିକ ଗୀତ ଗାଏ ନାଚ କରି ଡାକିବା ତା କେତେ ଦୂର ଠିକ ଓ କେତେ ଭୁଲ ବୋଲି ଅନେକ ଦର୍ଶକ ମତ ରଖିଛନ୍ତି,ତେବେ ଏହି ଗ୍ରୁପ ଅନେକ ଗୁଡିଏ ଭିଡିଓ ଭାଇରଲ ହେଇଚି ଯାହାକି ଲୋକ ଖୁବ ଭଲ ପାଇବା ମଧ୍ୟ ଦେଇଛନ୍ତି

Leave a Reply

Your email address will not be published. Required fields are marked *