ନବ ଙ୍କ ପୁଅ Vishal କହିଲେ ବାପା ଚାଲିଗଲେ ମୁଁ ହାରିଗଲି,ବାପା ମୋତେ ପଛରୁ ବଳ ଦେଉଥିଲେ…

Spread the love

ପୁଅର କାନ୍ଦ ନା ସ୍ତ୍ରୀର କାନ୍ଦ କାହାରି ଲୁହ ହେଲେ ମଧ୍ୟ କାମ କଲା ନାହିଁ। ପୁଅ ବିଶ୍ଵାଳ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ବାପା ଯେମିତି ହେଲେ ଫେରିବା ଦରକାର ସେ ନିଶ୍ଚିତ ଭାବରେ ଫେରିବା ଦରକାର ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ ଯେ ହଁ ସେ ନିଶ୍ଚିତ ଭାବରେ ଫେରିବେ।ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ଚେଷ୍ଟା କରିଥିଲେ

ମୁଖ୍ୟମନ୍ତ୍ରୀ ବହୁତ ବଡ଼ ବଡ଼ ଡାକ୍ତର ମାନଙ୍କୁ ଡକାଇ ଚିକିତ୍ସା କରିଥିଲେ ହେଲେ ଶେଷରେ ସବୁ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ହାର୍ଟ ଅଟକି ଯାଇଥିଲା ଆଉ ଜୀବନ ଚାଲିଯାଇଥିଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର।ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ। ନବ ଦାସଙ୍କ ଶରୀରରେ ଗୋଟିଏ ଗୁଳି ଲାଗିଥିଲା ଆଉ

ତାହା ଆଗ ପଟରୁ ପଡି ପଛ ପଟେ ଦେଇ ବାହାରକୁ ବାହାରି ଯାଇଥିଲା।ତେବେ ହାର୍ଟର ବାଆଁ ପଟ ଫୁସଫୁସ ପାଖ ଦେଇ ଗୁଳି ଯାଇଥିଲା ଆଉ ଏହା ଫଳରେ ରକ୍ତ ସ୍ରାବ ହେଇଥିଲା ଏବଂ ରକ୍ତ ସ୍ରାବକୁ ବନ୍ଦ କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା ହେଲେ ସମସ୍ତ ଉଦ୍ୟମ ପରେ ମଧ୍ୟ ତାଙ୍କର ହାର୍ଟ

ଆଉ କାମ କରିନଥିଲା ଏବଂ ଆଖି ବୁଜି ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ଏହି ଦୃଶ୍ୟ ଦେଖି ତାଙ୍କ ପୁଅ ପୁରା ପୁରି ଭାବରେ ଭାଙ୍ଗି ପଡିଛନ୍ତି। ଯେଉଁ ବାପାଙ୍କ ଦର୍ଶନ ବଳରେ ପୁଅ ଆଗକୁ ବଢୁଥିଲା ସେଇ ପୁଅ ଆଜି ଭାଙ୍ଗି ପଡିଛନ୍ତି।ତେବେ ପରିସ୍ଥିତି ଏମିତି ଥିଲା ଯେ ଭୁବନେଶ୍ୱର ବିମାନ ବନ୍ଦରରୁ

ଆପୋଲ ପର୍ଯ୍ୟନ୍ତ ଗ୍ରୀନ କୋରିଡର କରାଯାଇଥିଲା ଆଉ ଖୁବ କମ ସମୟ ମଧ୍ୟରେ ସେ ଆପୋଲ ପହଞ୍ଚି ଯାଇଥିଲେ ଆଉ ଆପୋଲର ଡାକ୍ତରୀ ବିଶେଷଜ୍ଞ ଟିମ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଇଥିଲେ।ତେବେ କଟକ ଏସ ସି ବି ମେଡିକାଲର ଡାକ୍ତରୀ ଟିମ ଆଉ କ୍ୟାପିଟାଲ ମେଡ଼ିକାଲର ଟିମ ତୁରନ୍ତ ଆସି

ଆପୋଲରେ ପହଞ୍ଚିଥିଲେ ଆଉ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହେଲେ ଦୀର୍ଘ ସମୟର ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତରୀ ଟିମ।

Leave a Reply

Your email address will not be published. Required fields are marked *