ବଢ଼ିଲା ଯାତ୍ରା କଳି ଲତା ମଣ୍ଡଳ କହିଲେ ରାଣୀ ପଣ୍ଡା ଠିକ BAAPI ପଣ୍ଡାକୁ ପାନେ ଦିଏ ମୁଁ ରାଣୀକୁ ଭୁଲ ବୁଝୁଥିଲି,ଦୈତାରୀ ମୋ ସ୍ୱାମୀ ତାଙ୍କୁ ମୁଁ ଯାହା କହିଲି ବାପି ପଣ୍ଡା କାହିଁକି ମୁଣ୍ଡ ଦଉଚି…ଦେଖନ୍ତୁ Video

Spread the love

ତେଣୁ ମୁଁ ସ୍ତ୍ରୀ ହିସାବରେ ଯାହା କହିବି ଆମ ସ୍ବାମୀ ସ୍ତ୍ରୀ ଭିତରେ ମୁଣ୍ଡ ପୁରାଉଛି କାହିଁକି।ଆମ ପାରିବାରିକ ବିବାଦ ଭିତରେ ମୁଣ୍ଡ ପୁରାଉଛ।କିଏ ତମେ। ବାପି ପଣ୍ଡା ମୋ ବାଳ ପଣ୍ଡା।ମୋ ପାରିବାରିକ ଜୀବନରେ ହସ୍ତକ୍ଷେପ କରି ମତେ ତୁ କହୁଛୁ କୋର୍ଟକୁ ଯା।କୁକୁର ଭଳିଆ ଆସୁ ଆମ ଜାମଝଡି।ଆମ ଲୋକ ଏବେ ତାତିଲେଣି।ତମ ପ୍ରକୃତି ଦେଖି ରାନୀ ପଣ୍ଡା ତମକୁ ଚଲାଏ।

ଆଜି ମୁଁ ବି କହୁଛି।ମୁଁ ଏହା ଆଶା କରି ନଥିଲି।ଆମ ପାରିବାରିକ ଜୀବନରେ ତମେ କାହିଁକି ମୁଣ୍ଡ ପୁରାଉଛ।ମତେ ସ୍ତ୍ରୀ ହିସାବରେ ପଚାରିଲେ ମିଡ଼ିଆ ମୁଁ କହିଲି।ଆଉ ତମ ମାଇକିନାକୁ ଯାଇ ପଚାରି ଥାଆନ୍ତେ ନା କଣ।ବର୍ଷକୁ ଗୋଟିଏ ଲେଖା ତମେ ଚେଞ୍ଜ କର।ମୁଁ କଣ ଜାଣିନି।ଖାଲି ରାନୀ ପଣ୍ଡା କହେ ନା। ଠିକ କହେ ସେ।

ମୁଁ ଭୁଲ ବୁଝି ଥିଲି। ଝିଅଟା କଣ ଏମିତି କଥା କହୁଛି।ତମର ସବୁ ଦୋଷ ଅଛି ଆଉ।ଅସଭ୍ୟ କଥା ଯିଏ କହେ ସେ ନିଜେ ଆଗେ ଅସଭ୍ୟ।ସଭ୍ୟତା ବୋଲି କିଛି ତାର ନାହିଁ। ଚୋର ଭାବେ ମୁଁ ତ ଚୋରୀ କରୁଛି।ମୋ ଜିନିଷ କିଏ ନେଇ ଯିବ କି।ସେ ଅସଭ୍ୟ କଥାରୁ ମତେ କଣ ମିଳିବ।ମତେ କଣ ମିଳିବ ସେଥିରୁ।

ପଣ୍ଡା ବାବୁ ସେଟ କରି ନଥିବେ ବୋଲି ମାନେ କଣ।ଯେହେତୁ ମୁଁ ରାଜଧାନୀ ପାର୍ଟିକୁ ଆସିଛି ଆଉ ଆପଣ ମତେ ଦାମ୍ପତ୍ୟ ଜୀବନ ବିଷୟରେ ପଚାରିଲେ।ମୁଁ ଆପଣଙ୍କୁ କହିଲି ଆପଣ ମତେ କାହିଁକି ପଚାରୁଛ।ନା ଆପଣ ତାଙ୍କ ସ୍ତ୍ରୀ।ଏମିତି ଅନେକ ବୟୋଜ୍ୟେଷ୍ଠ କଳାକାର ଅଛନ୍ତି।ଆପଣ ମତେ କଣ ପାଇଁ।

କାରଣ ଆପଣ ତାଙ୍କ ସ୍ତ୍ରୀ।ଆମ ସ୍ବାମୀ ସ୍ତ୍ରୀ ଭିତରେ ଆଉ ଜଣେ ମୁଣ୍ଡ ପୁରାଉଛି କାହିଁକି।ତମେ କଣ ଜାଣିଛ ଆମ ବିଷୟରେ।ଆଉ ଗୋଟିଏ ବାପି ପଣ୍ଡା।ସେ କହିଛି ଯେ କୋର୍ଟରେ ରାୟ କର।ତା ମାଲିକ ଶିଖେଇଛି।ତା ମାଲିକକୁ ତ ଆମେ ୧୫ ଦିନ ହେବ ଦେଖିବାକୁ ପାଉ ନାହୁଁ।ଆମେ କେତେ ଦିନ ହେଲା ଅଛୁ

ମୁଁ କହିଲି ମାଲିକଙ୍କୁ ଟିକେ ଦେଖା କରିବା କଥା।ସେ କହିଲେ ସେ ଫାଇନାଲ ଦିନ ଆସିବେ। ବାପି ପଣ୍ଡା ମୁଁ ବାହା ହେଲା ବେଳେ ତୁ ଥିଲୁ।ମତେ କହୁଛୁ କି କୋର୍ଟକୁ ଯିବି।ନିଜେ କହିକି ମାଲିକଙ୍କୁ ଦୋଷ ଦେଉଛୁ।କହୁଛି ମାଲିକ ଶିଖେଇ ଦେଇଥିବେ ଚାକିରୀ ଭୟରେ।କାହାର ଚାକିରି ଭୟ ଅଛି। ତୋର ଚାକିରୀ ଭୟ ଅଛି।

ତମେ ଯୋଉ ସବୁ ମୁଣ୍ଡି ଦେଖିଇ ହେଉଛ ତମର କେତେ ଚାକିରି ଭୟ।ଆମର କାଇଁ ଚାକିରୀ ଭୟ ହେବ।ଆମେ ଯୋଉଥି କାମ କରିବୁ ସେଠୁ ଖାଇବୁ।

Leave a Reply

Your email address will not be published. Required fields are marked *