ଭୁବନେଶ୍ବରର ପ୍ରସିଦ୍ଧ Nana Namaskar ହୋଟେଲ,ଏଠାରେ ମିଳେ ୭୦ କିଲିଆ ପିତଳ ହାଣ୍ଡି ରେ ତିଆରି ମଟନ ଝୋଲା,ଠାରେ ଖାଇଲେ ହାତ ଚାତିବେ ଆପଣ…ଦେଖନ୍ତୁ Video

Spread the love

ଭୁବନେଶ୍ବରର ଅନେକ ସ୍ଥାନରେ ମଟନ ଖାଇବାକୁ ମିଳିଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ସ୍ଥାନର ମଟନ ସମ୍ପର୍କରେ ଆଲୋଚନା କରିବା ଯାହା ସମ୍ପର୍କରେ ଆପଣ ଜାଣିବା ପରେ ନିଶ୍ଚୟ ଭାବରେ ଥରେ ଏହି ସ୍ଥାନରେ ଯାଇ ଖାଇବା ପାଇଁ ନିଶ୍ଚୟ ଭାବରେ ଇଚ୍ଛା ପ୍ରକାଶ କରିବେ।ତେବେ ଏହି ହୋଟେଲର ନାମ ହେଉଛି ନନା ନମସ୍କାର ହୋଟେଲ।ଏହା ଏକ ବହୁତ ପୁରାତନ ହୋଟେଲ।ଏହା ସହିତ ଏଠାରେ ଅନେକ ଲୋକ ପ୍ରତିଦିନ ଖାଦ୍ୟ ଖାଇ ଥାଆନ୍ତି।

ଏହା ସହିତ ଏଠାରେ ଖାଦ୍ୟ ବହୁତ ଅଧିକ ସ୍ଵାଦିଷ୍ଟ ପ୍ରସ୍ତୁତ କରା ଯାଇଥାଏ।ଯାହା ଫଳରେ ଏଠାରେ ପ୍ରତିଦିନ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ।ବିଶେଷ ଭାବରେ ଲୋକମାନେ ଏଠାକୁ ମଟନ ଖାଇବା ପାଇଁ ଆସି ଥାଆନ୍ତି।ତେବେ ଏଠାରେ ମଟନ ବହୁତ ଭଲ ତିଆରି କରା ଯାଇଥାଏ ବୋଲି ଲୋକମାନେ କହି ଥାଆନ୍ତି।

ଯାହା ଫଳରେ ଏଠାରେ ଲୋକମାନଙ୍କ ଭିଡ଼ ସବୁ ସମୟରେ ଦେଖିବାକୁ ମିଳିଥାଏ।ସେହି କାରଣ ପାଇଁ ଏଠାରେ ଲୋକମାନଙ୍କ ଭିଡ଼ ବହୁତ ଅଧିକ ହୋଇ ଥାଏ।ତେବେ ଏଠାରେ ଥରେ ଖାଦ୍ୟ ଖାଇବା ପରେ ସହଜରେ କେହି ଏହି ଖାଦ୍ୟକୁ ଭୁଲି ପାରିବ ନାହିଁ।ଏହା ସହିତ ଏଠାରେ ଖାଦ୍ୟ ବହୁତ ଭଲ ପ୍ରସ୍ତୁତ କରା ଯାଇ ଥାଏ।

ଯାହା ଫଳରେ ଅନେକ ଦୂରରୁ ଅନେକ ଲୋକ ଏଠାକୁ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।ଏହା ସହିତ ଏଠାରେ ଖାଦ୍ୟ ଖାଇବା ପରେ ଏହାର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି।ତେବେ ଏଠାରେ ଖାଦ୍ୟ ବହୁତ ଅଧିକ ସ୍ଵାଦିଷ୍ଟ ଲାଗିଥାଏ।ଏହା ସହିତ ଏଠାରେ ସମ୍ପୂର୍ଣ୍ଣ ଭାବରେ ଘରୋଇ ଉପାୟରେ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ।

ଏହା ସହିତ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଭାବରେ ଘରୋଇ ଉପାୟରେ ଖାଦ୍ୟ ପ୍ରସ୍ତୁତ କରା ଯାଉଥିବା ଫଳରେ ଏଠାରେ ଅନେକ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ।ଏହା ସହିତ ଏହି ସ୍ଥାନରେ ବହୁତ ଲୋକ ଖାଦ୍ୟ ଖାଇବା ପାଇଁ ପ୍ରତିଦିନ ଆସି ଥାଆନ୍ତି।ଏହା ସହିତ ଏହି ସ୍ଥାନରେ ବିଶେଷ ଭାବରେ ଚୁଲିରେ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ

ଯାହା ଫଳରେ ଏଠାରେ ମଟନ ଅଧିକ ସ୍ଵାଦିଷ୍ଟ ହୋଇଥାଏ।ଏହା ବ୍ୟତୀତ ଏଠାରେ ପିତଳ ହାଣ୍ଡିରେ ରୋସେଇ କରା ଯାଇଥାଏ ଯାହା ଫଳରେ ଏଠାରେ ଖାଦ୍ୟ ବହୁତ ଅଧିକ ସ୍ଵାଦିଷ୍ଟ ହୋଇଥାଏ ବୋଲି ସମସ୍ତେ କହି ଥାଆନ୍ତି।ଏହା ସହିତ ଏଠାରେ ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।

ଏହା ସହିତ କିଛି ବିଶେଷ ମସଲା ଏଠାରେ ସେମାନେ ନିଜେ ପ୍ରସ୍ତୁତ କରୁ ଥିବାରୁ ଏଠାରେ ଖାଦ୍ୟ ଅଧିକ ସ୍ଵାଦିଷ୍ଟ ହୋଇଥାଏ।ଏହା ସହିତ ସେମାନେ ନିଯେ ସେଠାରେ ବ୍ୟବହାର କରୁଥିବା ମସଲା ପ୍ରସ୍ତୁତ କରି ଥାଆନ୍ତି ଏହା ଫଳରେ ଖାଦ୍ୟ ଅଧିକ ସ୍ଵାଦିଷ୍ଟ ଲାଗିଥାଏ।ତେବେ ଅନେକ ସମୟରୁ ସେମାନେ ସେଠାରେ ଖାଦ୍ୟ ପ୍ରସ୍ତୁତ କରି ଆସୁଛନ୍ତି।ଯାହା ଫଳରେ ଏଠାରେ ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।ଏହା ସହିତ ଅନେକ ଦୂରରୁ ଲୋକମାନେ ଏଠାରେ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।

Leave a Reply

Your email address will not be published. Required fields are marked *