ସେକେଣ୍ଡ ହ୍ୟାଣ୍ଡ ବାଇକ Market,ଏଠାରେ ଖୁବ କମ ଦାମରେ ବାଇକ ମିଳେ,ଓଡ଼ିଶାରେ ପ୍ରଥମଥର ଆପଣ ଏତେ ଶସ୍ତା ରେ ପାଇ ପାରିବେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଆଜି ଜାଣିବା ଏକ ବାହୁତ ବଡ଼ ସେକେଣ୍ଡ ହ୍ୟାଣ୍ଡ ବାଇକ ସୋରୁମ ବିଷୟରେ।ଯେଉଁଠାରେ ଆପଣ ଖୁବ କମ ଦାମରେ ଭଲ କ୍ୱାଲିଟିର ସେକେଣ୍ଡ ହ୍ୟାଣ୍ଡ ବାଇକ କିଣିପାରିବେ।

ଆପଣ ସେଠାରେ ସବୁ ପ୍ରକାରର ବାଇକ ଦେଖିବାକୁ ପାଇପାରିବେ।ତେବେ ୨୦୧୭ ମସିହାର ବୁଲେଟ ଯାହାକି ୩୦ ହଜାର କିଲୋମିଟର ଚାଲିଛି ଏହାର ଦାମ ରହିଛି ଏକ ଲକ୍ଷ ୨୭ ହଜାର ଟଙ୍କା।ଏବେ ଏହି ମଡେଲ ବଜାରରେ ଦୁଇ ଲକ୍ଷ ଅଥଚାଳିଶି ହଜାର ଅସୁଛି।ଅନେକ ଲୋକ କହିଥାନ୍ତି ଗାଡିର ଟଙ୍କା ଅଧିକ ରହୁଛି

କିନ୍ତୁ ମୁଖ୍ୟ କଥା ହେଉଛି ଯଦି ଗାଡିର କ୍ୱାଲିଟି ଭଲ ରହିବ ତେବେ ଅଧିକ ଟଙ୍କା ହୋଇପାରେ।ତେବେ ଅନ୍ୟ ଏକ ଗାଡି ଯାହା ୟମାହାର ଏଫ ଜେଡ ଏସ ଏହା ଚାଳିଶି ହଜାର କିଲୋମିଟର ଚାଲିଛି ଏବଂ ବହୁତ ଭଲ ଅଵସ୍ଥାରେ ଅଛି ଏବଂ ଏହାର ଟଙ୍କା ଷାଠିଏ ହାଯାର ରହିଛି।ଏହାକୁ ନୂଆ କିଣିଲା3 ଅପଣଙ୍କୁ ଏକ ଲକ୍ଷ ୩୫ ହଜାର ଟଙ୍କା ପଡିବ।

ତେବେ ଏଠାରେ ଆପଣ ସେକେଣ୍ଡ ହ୍ୟାଣ୍ଡ ଲୁନା ମଧ୍ୟ ଦେଖିବାକୁ ପାଇପାରିବେ।ସେହି ଗାଡି ୨୫ ହଜାର ଟଙ୍କା ରଖାଯାଇଛି।ତେବେ ଏକ ହିରୋ ଗ୍ଲାମର ରହିଛି ଯାହାକି ସମ୍ପୂର୍ଣ୍ଣ ନୂଆ ଭଳି ଅଛି ଏବଂ ତାହା ଚାଲିଛି ମାତ୍ର ୯ ହଜାର କିଲୋମିଟର।ତାହାର ଟଙ୍କା ରହିଛି ୬୮ ହଜାର ଟଙ୍କା।ତେବେ ଏହି ଗାଡିକୁ ଯଦି ଆପଣ ନୂତନ ଆଣନ୍ତି

ତେବେ ତାହା ହେଉଛି ୯୫ ହଜାର ଟଙ୍କା।ତେବେ ଅନ୍ୟ ଏକ ପୁରୁଣା ମଡେଲ ଗ୍ଲାମର ରହିଛି ତାହା ହେଉଛି ୨୦୨୦ ମସିହାର ଗାଡି।ଏହା ଚାଲିଛି ମାତ୍ର ୨୯ ହଜାର କିଲୋମିଟର।ଏହାର ଟଙ୍କା ଆସିବ ୫୯ ହଜାର।।ଏହି ବାଇକଟି ମଧ୍ୟ ବହୁତ ଭଲ ଅଵସ୍ଥାରେ ଅଛି।ଏହା ସହିତ ଏଠାରେ ଅନେଜ ପ୍ରକାର ଅନ୍ୟାନ୍ୟ ବାଇକ ମଧ୍ୟ ରହିଛି।

ତେବେ ଅନ୍ୟ ଏକ ବାଇକ ହେଉଛି ସୁପର ସ୍ପେଲଣ୍ଡର।ଏହା ୨୦୨୦ ଶେଷ କିମ୍ବା ୨୦୨୧ ମସିହାର ଗାଡି ହେବ।ଏହା ଆପଣଙ୍କୁ ୬୭ ହଜାର ଟଙ୍କା ଆସିବ।ଏହା ୨୯, ୩୦ ହଜାର କିଲୋମିଟର ଚାଲିଛି।ଏହା ସହିତ ଏକ ବୁଲେଟ ଲକ୍ଷେ ୨ ହାଯାଏ ଏବଂ ଅନ୍ୟ ଏକ ବୁଲେଟ ମାତ୍ର ୯୦ ହଜାର ଟଙ୍କାର ଆପଣ ଦେଖିବାକୁ ପାଇପାରିବେ।ଏହା ସହିତ ଆପଣ କେ ଟି ଏମ, ସ୍କୁଟି ଏବଂ ଭିନ୍ନ ଭିନ୍ନ ମଡେଲର ଭିନ୍ନ ଭିନ୍ନ ଗାଡି ଦେଖିବାକୁ ପାଇପାରିବେ।ଗାଡିର ଖୁବ ଭଲ କଣ୍ଡିସନ ରହିଛି ଏବଂ ଭଲ ଟଙ୍କାରେ ମଧ୍ୟ ମିଳୁଛି।ଆପଣ ନିଶ୍ଚିତ ଭାବରେ ଚେକ କରିନେବେ।

Leave a Reply

Your email address will not be published. Required fields are marked *