ସାଧାରଣ ଭାବରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ।ଏହା ସହିତ ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ ଦିଆ ଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ କରିବା ଫଳରେ ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହିତ ସୌଭାଗ୍ୟବତି ମହିଳା ମାନଙ୍କୁ ଜାଣି ପାରିବେ।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ମହିଳା ମାନଙ୍କ ଲକ୍ଷଣ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।
ତେବେ ପ୍ରଥମେ ହେଉଛି ଯେଉଁ ମହିଳା ମାନଙ୍କର ନଖ ଅପେକ୍ଷାକୃତ ବଡ଼ ହୋଇଥାଏ ସେହି ମହିଳା ମାନେ ବହୁତ ଭଲ ହୋଇ ଥାଆନ୍ତି।ଏହା ସହିତ ଏହି ମହିଳା ମାନେ ସାଧାରଣ ଭାବରେ ବହୁତ ଭଲ ସ୍ଵଭାବର ହୋଇ ଥାଆନ୍ତି।ସେମାନେ ନିଜର ପରିବାରର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି।ଏହା ସହିତ ଯେଉଁ ମହିଳା ମାନଙ୍କର ବାମ ଗାଲରେ କଳା ଜାଇ ରହିଥାଏ
ସେହି ମହିଳା ମାନେ ମଧ୍ୟ ବହୁତ ଭଲ ହୋଇ ଥାଆନ୍ତି।ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣ ଅନେକ କିଛି ପ୍ରାପ୍ତ ମଧ୍ୟ କରି ପାରିବେ।ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଫଳରେ ଏହି ମହିଳା ଅନେକ ସୁଭଫଳ ମଧ୍ୟ ପ୍ରାପ୍ତ କରି ଥାଆନ୍ତି।ଏହା ସହିତ ଯେଉଁ ମହିଳା ମାନଙ୍କର ନାକ ବଡ଼ ହୋଇ ଥାଏ ସେହି ମହିଳା ମାନେ ମଧ୍ୟ ବହୁତ ଭଲ ସ୍ୱଭାବର ହୋଇ ଥାଆନ୍ତି।
ସେମାନେ ମଧ୍ୟ ନିଜର ପରିବାରର ବହୁତ ଭଲ ଯତ୍ନ ନେଇ ଥାଆନ୍ତି।ଏହା ସହିତ ନିଜର ପରିବାର ଲୋକଙ୍କୁ ସେମାନେ ସବୁ ସମୟରେ ସହାୟତା କରି ଥାଆନ୍ତି।ଏହା ସହିତ ଯେଉଁ ମହିଳା ମାନଙ୍କର ଲମ୍ବା ଆଙ୍ଗୁଠି ରହିଥାଏ ସେମାନେ ମଧ୍ୟ ବହୁତ ଭଲ ସ୍ୱଭାବର ହୋଇ ଥାଆନ୍ତି।ମାତା ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ
ଯାହା ଫଳରେ ସେମାନେ କେବେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତି।ଏହା ସହିତ ଯେଉଁ ମହିଳା ମାନଙ୍କର ଗୋଲାପୀ ରଙ୍ଗର ପାଦ ହୋଇଥାଏ ସେମାନେ ମଧ୍ୟ ବହୁତ ଭଲ ସ୍ୱଭାବର ହୋଇ ଥାଆନ୍ତି।ସେମାନେ ମଧ୍ୟ ନିଜର ପରିବାରର ବହୁତ ଭଲ ଭାବରେ ଯତ୍ନ ନେଇ ଥାଆନ୍ତି।
ଏହା ସହିତ ଯେଉଁ ମହିଳା ମାନଙ୍କର ନାକ ପାଖରେ କଳା ଯାଇ ରହିଥାଏ ସେମାନେ ମଧ୍ୟ ବହୁତ ଭଲ ସ୍ୱଭାବର ହୋଇ ଥାଆନ୍ତି।ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ସେମାନେ ଅନେକ ଶୁଭ ଫଳ ମଧ୍ୟ ପ୍ରାପ୍ତ କରି ଥାଆନ୍ତି।ଏହା ସହିତ ଯେଉଁ ମହିଳା ମାନଙ୍କର ବଡ଼ ବଡ଼ ଆଖି ରହିଥାଏ ସେମାନେ ମଧ୍ୟ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ କରି ଥାଆନ୍ତି
ଏହା ସହିତ ଯେଉଁ ଘରେ ସେମାନେ ରହି ଥାଆନ୍ତି ସେହି ଘରେ ସବୁ କିଛି ଶୁଭ ହୋଇଥାଏ।ଏହା ସହିତ ଯେଉଁ ମହିଳା ମାନଙ୍କର ଗୋଡର ମଧ୍ୟମ ଆଙ୍ଗୁଳି ଯଦି ବଡ଼ ହୋଇଥାଏ ତେବେ ସେମାନେ ଘର ପାଇଁ ଅଶୁଭ ହୋଇ ଥାଆନ୍ତି।ସେହି କାରଣରୁ ବିବାହ କରିବା ସମୟରେ ଆପଣ ଧ୍ୟାନ ରଖି ବିବାହ କରିବା ନିହାତି ଭାବରେ ଆବଶ୍ୟକ ଅଟେ।