ଭଜୁ କିନା ରାମ ନାମରେ କୁମର ,ଜପୁ କିନା ରାମ ନାମ, ଭଜିନପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନବ କାଳ ଯମରେ କୁମର, ବାନ୍ଧି ନେବ କାଳ ଯମ।ସାଙ୍ଗମାନେ ଆପଣ ମାନଙ୍କ ପାଇଁ ଆମେ ପ୍ରାୟ ଅନେକ ଭିନ୍ନ ଭିନ୍ନ ତଥ୍ୟ ଆଣିଥାଉ।ତେବେ ତାହା ମଧ୍ୟରୁ କିଛି ଆମ ଜୀବନ ଉପରେ ପ୍ରଭାବ ପକାଇପାରେ।ଲୋକମାନେ ସୋସିଆଲ ମିଡିଆରେ ଲାଇକ ପାଇବା ପାଇଁ ଯେ କୌଣସି ବହୁତ ଅଜବ କାମ କରିପାରନ୍ତି।
ଆମକୁ ସେଥି ମଧ୍ୟରୁ କିଛି ନୂଆ ନୂଆ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ।ତେବେ କିଛି ଜିନିଷ ଶିକ୍ଷଣୀୟ ହୋଇଥାଏ ତ କିଛି ହାସ୍ୟ ରସାତ୍ମକ ଓ କିଛି ଆଶ୍ଚର୍ଯ୍ୟ ଜନକ।ତେବେ ବହୁତ ଲୋକ ମାନଙ୍କର ଦୁଃସାହସିକ କାର୍ଯ୍ଯ ଆମକୁ ଆଶ୍ଚର୍ଯ୍ୟ କରିଦିଏ ତ କିଛି ଲୋକଙ୍କର ଅଦ୍ଭୁତ କାମ ଆମର ହୋସ ଉଡ଼େଇ ଦେଇଥାଏ।
ତେବେ ଏପରି କିଛି ଘଟଣା କ୍ୟାମେରାର ଲେନ୍ସ ଆଗରେ କଏଦ ହୋଇଯାଏ ଯାହା ଆମେ ଦେଖିଲେ ବି ଆମକୁ ପ୍ରାୟ ତାହା ମିଛ ଭଳି ଲାଗେ।ତେବେ ଏହି ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆଜି ମୁଁ ଆପଣ ମାନଙ୍କୁ ଯାତ୍ରା ଜଗତର କିଛି କଥା ବିଷୟରେ ଜଣେଇବି।
ତେବେ ସାଙ୍ଗ ମାନେ ଏକ ଯାତ୍ରାରେ ଦେଖା ଯାଇଛି ଯେ ଜଣେ ବାଳକ ସନ୍ନ୍ୟାସ ନେଇଛନ୍ତି।ତାଙ୍କ ମା ଓ ତାଙ୍କ ପରିବାର କାନ୍ଦୁ ଥିବାର ଦେଖା ଯାଇଛି।ଏହି ଦୃଶ୍ୟ ଦର୍ଶକ ମାନଙ୍କୁ ଅତ୍ୟନ୍ତ ବିଭୋର କରିଚି।ତେବେ ଏହାକୁ ସେମାନେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି।ଆପଣ ମାନେ ତ ଜାଣିଥିବେ ଯେ ଓଡ଼ିଶାରେ ଯାତ୍ରାର
କ୍ରେଜ କେତେ ରହିଚି।ତେବେ ବୁଢା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ଦେଖିବା ପାଇଁ ଭଲ ପାଇ ଥାଆନ୍ତି।ତେବେ ଆପଣ ମାନେ ବି ହୁଏତ ଯାତ୍ରା ଦେଖି ଥିବେ।ଯାତ୍ରାରେ ଅନେକ କଳାକାର ତାଙ୍କର ବରିଷ୍ଠ ଛାପ ଛାଡ଼ି ଯାଇଛନ୍ତି।ଅନେକ କଳାକାର ବର୍ତ୍ତମାନ ବି ଅଭିନୟ କାମ ଜେଲରୁ ରଖିଛନ୍ତି।
ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।ଆପଣ ମାନଙ୍କ ପସନ୍ଦର ଅଭିନେତା କିଏ ତାହା ମୋତେ ଜଣାଇପାରନ୍ତି, କମେଣ୍ଟରେ ଜଣେଇପାରିବେ। ଆଗାମୀ ଦିନ ମାନଙ୍କରେ ମୁଁ ଆପଣ ମାନଙ୍କୁ ଏହି ପରି ଯାତ୍ରା ଜଗତର ଅନେକ କଥା ଆଣିପାରେ।
ତେବେ କହିରଖୁଚୁ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କର ତାଙ୍କ ନାମ ଜପ ସବୁ ଦୁଃଖ କଷ୍ଟରୁ ମିଳିବ ମୁକ୍ତି। ସେ ହିଁ ସର୍ବଜ୍ଞ , ସେ ହିଁ ସର୍ଵ ଶକ୍ତିଶାଳୀ, ସର୍ଵ ଶକ୍ତିମାନ। ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ, ଜୟ ମା ସୁଭଦ୍ରା କି ଜୟ, ଜୟ ମହାପ୍ରଭୁ ବଳଭଦ୍ର କି ଜୟ, ଜୟ ପ୍ରଭୁ ସୁଦର୍ଶନ କି ଜୟ। ଭଗବାନଙ୍କୁ ଡାକ ସବୁ ଦୁଃଖ କଷ୍ଟରୁ ମିଳିବ ମୁକ୍ତି। ତାଙ୍କ ନାମ ଜପ। ଜୟ ଶ୍ରୀରାମ ,ଜୟ ରାଜା ରାମ, ଜୟ ସୀତାରାମ ଜପ, ଜୟ ଶ୍ରୀରାମ, ଜୟ ରାଜା ରାମ, ଜୟ ସୀତାରାମ।