ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର,ଭାରତରେ କେଉଁ ଲୋକ ଅଛନ୍ତି jahanka ଗାଡ଼ିରେ ନମ୍ବର ପ୍ଲେଟ ନଥାଏ,ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ..

Spread the love

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ସ୍ଵାଗତ କରୁଛି ଆଜିର ଏହି ନୁଆ ଭିଡିଓରେ ଚାଲନ୍ତୁ ଜାଣିବା ଆଜିର କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ବିଷୟରେ।ତେବେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଆଉ ଉତ୍ତର।ଦର୍ଶକ ବନ୍ଧୁ ଆଜିର ପ୍ରଥମ ପ୍ରଶ୍ନଟି ହଉଛି,୧-କେଉଁ ଖଣିଜ ଦ୍ରବ୍ୟ ଉତ୍ପାଦନ ଓଡ଼ିଶାର ସ୍ଥାନ ଭାରତରେ ପ୍ରଥମ?ଏହାର ସଠିକ ଉତ୍ତର ହଉଛି:ମାଙ୍ଗାନିଜ

ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୨-ଓଡ଼ିଶାର ଜାତୀୟ ବୃକ୍ଷର ନାମ କଣ?ଏହାର ସଠିକ ଉତ୍ତର ହଉଛି: ଅଶ୍ୱତଥ ଗଛଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୩-ବାଲିମେଳା ବନ୍ଧ କେଉଁ ନଦୀରେ ନିର୍ମିତ ହୋଇଛି?ଏହାର ସଠିକ ଉତ୍ତର ହଉଛି:ସିଲେରୁ

ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୪-୨୦୧୧ ଜନଗଣନା ଓଡ଼ିଶାର ଜନସଂଖ୍ୟା ଘନତ୍ଵ କେତେ ଥିଲା?ଏହାର ସଠିକ ଉତ୍ତର ହଉଛି:୨୬୯ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୫-ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ର ଲେଖକ କିଏ?ଏହାର ସଠିକ ଉତ୍ତର ହଉଛି:ଗୋପାଳଚନ୍ଦ୍ର ପ୍ରହରାଜ

ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୬-ଦେଓମାଲି କଣ ଭାବରେ ଓଡ଼ିଶାର ଜଣା ଶୁଣା?ଏହାର ସଠିକ ଉତ୍ତର ହଉଛି:ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୭-ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା,ବେଙ୍ଗଲ ଓ ବିହାରରେ ଦିୱାନୀ ଅଧିକାର କେଉଁ ଚୁକ୍ତିଟି ନିରାପଦ ଭାବରେ କରିଥିଲେ?ଏହାର ସଠିକ ଉତ୍ତର ହଉଛି:ଆହ୍ଲାବାଦ

ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି,ପରବର୍ତ୍ତୀ ପ୍ରଶ୍ନଟି ହେଉଛି,୮-କାହାର ଗାଡ଼ିରେ ନମ୍ବର ପ୍ଲେଟ ନଥାଏ?ଏହାର ସଠିକ ଉତ୍ତର ହଉଛି:ରାଷ୍ଟ୍ରପତି।

Leave a Reply

Your email address will not be published. Required fields are marked *