ଶେଷରେ ଟୁଙ୍ଗୁରୁ ଭୋଳ କହିଲେ ଭାଉଜଙ୍କ ପ୍ରେମ ଭାରି କଷ୍ଟ ଦେଲା,ଏବେ ବଡ ବଡ ହିରୋଇନ ମୋ ପାଇଁ ପାଗଳ,ବାୟାଣୀ (BAYANI) ବର୍ଷା ତା ବାଟରେ ଯାଉ…ଦେଖନ୍ତୁ Video

ମୁଁ ତ ଛୋଟ ପିଲା ମୁଁ ସିନା ଜାଣି ପାରିଲିନି ହେଲେ ସେ କଣ ଜାଣିପାରୁନଥିଲା କି?ମୋ ବାପା ମାଙ୍କ ଇଜ୍ଜତ ମହତ ସବୁ ତଳେ ପକେଇବା ପାଇଁ ସେ ସବୁ ଏମିତି କରିଛି। କମ ବୟସରେ ମୁଁ ସମୁଦ୍ରର ଲହଡ଼ିକୁ ସାମ୍ନା କରିପାରିଲିନି ସେଥିପାଇଁ ମୁଁ ହାରି ଗଲି।ଯୌବନ ର ପ୍ରଥମ ପାହାଚ ଚଢ଼ୁ ଚଢ଼ୁ ଖସିଗଲି,ଆଉ ଫସି ଗଲି।ସାରା ଓଡ଼ିଶା ବାସୀ ଦେଖୁଛନ୍ତି ସେ ସବୁ ସମାଧାନ କରିବେ କାରଣ

ମୁଁ କଣ କରିଛି ମୁଁ ବି ଜାଣିନି।ଯାହା ଓଡ଼ିଶା ବାସୀ କହିବେ ମୁଁ ସେଇଥିରେ ରାଜି ହେବି।ବହୁ ଚର୍ଚ୍ଚିତ ଆଲୋକ ଭୋଳ ବା ଟୁଙ୍ଗୁରୁ ଭୋଳ ଏବେ ଆମ ସହ ଅଛନ୍ତି,ଚାଲନ୍ତୁ ପଚାରି ବୁଝିବା ଭାଉଜ ପ୍ରେମ ବିଷୟରେ।ଟୁଙ୍ଗୁରୁ କହୁଛନ୍ତି,ମତେ ଭାଉଜର ପ୍ରେମ ମିଠା ଠାରୁ ଅଧିକ ଖଟା ତା ଭଲ ଲାଗିଲା ମୁଁ ପ୍ରଥମେ ଅଟୋ

ଚଲାଉଥିଲି କାହିଁକି ନା ଅଟୋ ବାଲା ତ ସେଥିପାଇଁ ମତେ ଯିଏ ଜଉ ଜାଗାକୁ ଡାକିଲେ ମଧ୍ୟ ମୁଁ ଯାଏ।ସେ ଯିଏ ବି ଦକୁ ନା କାହିଁକି ମୁ ଯାଏ।ମୋର ସର୍ବ ପ୍ରଥମେ ଏ.ମ.ସ ରେ ତାଙ୍କ ସହ ଦେଖା ହେଇଥିଲା।ଟୁଙ୍ଗୁରୁ କହୁଛନ୍ତି ମୋ ପଇସା ଦେଖି ବର୍ଷା ମତେ ଭଲ ପାଇଗଲା।ମୁଁ ଦିନକୁ ୧୪୦୦-୧୫୦୦ ଟଙ୍କା କମାଉଥିଲି

ସେଥିପାଇଁ ସେ ମତେ ଭଲ ପାଇଲା।ବର୍ଷା ଆସିଲା ଆଉ ମୋ ବାପା ମାଙ୍କୁ ଗୋଡ ହାତ ଧରି କ୍ଷମା ମାଗିଲା ଆଉ କହିଲା ମୁଁ ଟୁଙ୍ଗୁରୁ ଆଉ ତା ଭାଇକୁ ନିଜ ଭାଇ ଭଳି ଦେଖିବି ଆଉ ତମେ ମତେ ଝିଅ ଭଳି ଦେଖ।ମତେ ସେ କୋର୍ଟ ମ୍ୟାରେଜ କରିବା ବୋଲି କହିଲା ସେଥିପାଇଁ ମୁଁ ଡରିଗଲି

କାହିଁକି ନା ମୋ ବାପା ମାଙ୍କ ର ମଧ୍ୟ କିଛି ନା କିଛି ତ ଇଚ୍ଛା ଅଛି ନା ସେଥିପାଇଁ ମୁଁ ଡରିଗଲି,ଆଉ ଡରିକି ମୁଁ ପାହାଡ଼ ପର୍ବତ ଡେଇଁ ଦଉଡ଼ି ଦଉଡ଼ି ଲୁଚିକୀ ଆସିଲି।ଆଉ ସେ ମିଡିଆ ଆଗରେ ସବୁ ମିଛ କହୁଚି ଆଉ ଆଜି ବି ମୋ ପାଖକୁ ବହୁତ ମିଡିଆ ଆସିଲେଣି ମୁଁ କିଛି କହୁନି।ଆଉ ଆମ ଗାଁ ଲୋକ ମଧ୍ୟ ତା ସପକ୍ଷରେ ଅଛନ୍ତି।

ଆଉ ସେ ଜଉ କହୁଛି ମୋର ଶାରୀରିକ ସମ୍ପର୍କ ତା ସହ ଅଛି ବୋଲି।ସେ ସବୁ ମିଛ କହୁଛି ସେ।ମୋର ତା ସହ କିଛି ସମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *