ତେବେ ଏହି ଦୁନିଆରେ ଅନେକ ଅଦ୍ଭୁତ ଘଟଣା ଘଟିଥାଏ ଯାହାକୁ ଶୁଣିବା ପରେ ଆପଣ ନିଶ୍ଚୟ ଭାବରେ ଚକିତ ହୋଇ ଯାଇ ଥାଆନ୍ତି।ତେବେ ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ଘଟଣା ହେଉଛି ଉତ୍ତରପ୍ରଦେଶର ଫିରୋଜାବାଦ ଅଞ୍ଚଳର।ତେବେ ସେହି ସ୍ଥାନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।ତେବେ ସୂଚନା ଅନୁସାରେ ସେଠାରେ ଜଣେ ଭାଇ ନିଜର ଭଉଣୀଙ୍କ ସହିତ ବିବାହ କରିବା ପାଇଁ ବେଦିରେ ବସି ଯାଇ ଥିଲେ।
ତେବେ ଏହି ଘଟଣାର ପ୍ରକୃତ କାରଣ କିଛି ଅଲଗା ଥିଲା।ତେବେ ସୂଚନା ଅନୁସାରେ ସେହି ସ୍ଥାନରେ ସରକାରଙ୍କ ପକ୍ଷରୁ ସାମୁହିକ ବିବାହ ଯୋଜନା ଆରମ୍ଭ କରା ଯାଇ ଥିଲା।ତେବେ ସେହି ସ୍ଥାନରେ ଯେଉଁ ମାନେ ସାମୁହିକ ବିବାହ କରି ଥାଆନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ କିଛି ଅର୍ଥ ସହାୟତା ପ୍ରଦାନ କରା ଯାଇ ଥାଏ।
ଯେପରିକି ସେମାନଙ୍କୁ ପ୍ରାୟ ୫୫ ହଜାର ଟଙ୍କାର ସହାୟତା ପ୍ରଦାନ କରା ଯାଇଥାଏ।ତେବେ ଏହା ସେହି ଅଞ୍ଚଳରେ ସରକାରଙ୍କ ଦ୍ଵାରା ଏକ ଯୋଜନା ରହିଛି।ଯାହା ଫଳରେ ଲୋକମାନେ ବିବାହ କରିବା ପାଇଁ ଇଚ୍ଛା କରିବେ।ତେବେ ସେହି ଭାଇ ଓ ଭଉଣୀ ମଧ୍ୟ ସେଠାରେ ବିବାହ କରିବା ପାଇଁ ବସି ଯାଇ ଥିଲେ।
ତେବେ ସେମାନେ କେବଳ ଅର୍ଥ ପାଇଁ ଏପରି କରିଛନ୍ତି।ଏହା ସହିତ ସେମାନେ ବିବାହ କରିବା ପାଇଁ ଯେତେବେଳେ ବସି ସେଠାରେ ବିବାହ କରିବା ଆରମ୍ଭ କରିଥିଲେ ସେହି ସମୟରେ ସେମାନଙ୍କୁ ସେମାନଙ୍କର ଗ୍ରାମ ଲୋକ ସେଠାରେ ଜାଣି ଯାଇ ଥିଲେ ଏହା ସହିତ ସେମାନେ ସେମାନଙ୍କ ବିବାହ ସେହି ସ୍ଥାନରେ ରୋକି ଦେଇଥିଲେ।
ଏହା ପରେ ସେମାନଙ୍କର ଆଧାର କାର୍ଡ ନେଇ ଯେତେବେଳେ ସମସ୍ତ ତଥ୍ୟର ଯାଞ୍ଚ କରା ଯାଇଥିଲା ସେହି ସମୟରେ ଏହା ଜଣା ପଡ଼ି ଥିଲା କି ସେମାନେ ଭାଇ ଓ ଭଉଣୀ ଅଟନ୍ତି।ତେବେ ଏହା ଜାଣିବା ପରେ ସେମାନଙ୍କ ଗ୍ରାମର ଲୋକମାନେ ତାଙ୍କର ବିବାହ ମଧ୍ୟ ବନ୍ଦ କରି ଦେଇ ଥିଲେ।ଏହା ସହିତ ପୋଲିସ ମଧ୍ୟ ସେହି ଯୁବକକୁ ଗିରଫ କରି ନେଇ ଥିଲା।
ଏହା ସହିତ ପୋଲିସ ମଧ୍ୟ ବର୍ତ୍ତମାନ ଏହି ଘଟଣାର ଉପଯୁକ୍ତ ତଦନ୍ତ ଆରମ୍ଭ କରି ଦେଇଚି।ଏହା ସହିତ ସେହି ପିଲାକୁ ବର୍ତ୍ତମାନ ପଚରା ଉଚରା କରା ଯାଉଛି।ତେବେ ସେ ଏପରି କରିବାର କାରଣ କେବଳ ତାଙ୍କର ଅର୍ଥ ଲୋଭ ବୋଲି ଜଣା ପଡି ଅଛି।ତେବେ ସେମାନେ କେବଳ ୫୫ ହଜାର ଟଙ୍କା ପାଇବା ଆଶାରେ
ଏପରି ଭାବରେ ମିଥ୍ୟା ବିବାହ କରିଥିଲେ ବୋଲି ଜଣା ପଡ଼ୁଛି।ଏହା ସହିତ ସେମାନଙ୍କୁ ଅଟକ ରଖା ଯାଇ ବର୍ତ୍ତମାନ ସେମାନଙ୍କୁ ପଚରା ଉଚରା କରା ଯାଉଚି।ଏହା ସହିତ ଏହି ସାମୁହିକ ବିବାହରେ ଯେପରି ଆଉ କେହି ଏପରି ନ କରନ୍ତି ସେଥିପାଇଁ ମଧ୍ୟ ଧ୍ୟାନ ଦିଆ ଯାଇଛି।