ହର ବାରିକ କହିଲେ DAITARI PANDA ବିଶ୍ୱାସରେ ବିଷ ଦେଇଛନ୍ତି, ଦୈତାରୀ ପଣ୍ଡା ଏବେ ମାଲିକଙ୍କୁ ଠକିଛନ୍ତି,ଆଉ ଦିନ ଆସିବା ସେ ନିଜେ…ଦେଖନାତୁ Video

Spread the love

ସାଙ୍ଗମାନେ ଆଜିର ଆର୍ଟିକଲରେ ଆମେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଜଣେ ବ୍ୟକ୍ତି ଦୈତାରି ପଣ୍ଡାଙ୍କ ବିଷୟରେ କଣ କହିଛନ୍ତି ଆସନ୍ତୁ ଜାଣିବା।ତେବେ ତାଙ୍କ କହିବା ଅନୁସାରେ ଦୈତାରି ପଣ୍ଡା ବିଶ୍ୱାସରେ ବିଷ ଦେଇଛନ୍ତି।

ଦୈତାରି ପଣ୍ଡା ମାଲିକଙ୍କୁ ଠକି ଛନ୍ତି।ସେ ଆସି ନାହାନ୍ତି ବୋଲି କ୍ଷତି ନୁହଁ।ଦୈତାରି ପଣ୍ଡା ଆସିନାହାନ୍ତି ବୋଲି ସାମୁହିକ ଭାବରେ ଯାତ୍ରା ପାଟିର ଯେଉଁ କ୍ଷତି ହେବ ତାହା ଦୁଇ କୋଟିରୁ ତିନି କୋଟି ଟଙ୍କାର ହେବ।ତାହା କୌଣସି କ୍ଷେତ୍ରରେ ହୋଇନାହିଁ।ଆମେ ଯେଉଁ କାଗଜଟି କରିଛୁ ତାହା ସବୁଠୁ ଅଧିକ।

ତାହା ଏକ ବଡ଼ କଥା ହୋଇଛି ଆମର।ହଠାତ କେଵଜ୍ଵଜନେ ଏଗ୍ରିମେଣ୍ଟ ମାଗିଲେ ତାହା ଦେଖିପାରିବେ ନାହିଁ।ସେ ପ୍ୟାଡ଼ ଦେଖିବେ।ଆମେ ତ ରେଭେନିଉ ଦସ୍ତଖତ କରିଛୁ କିନ୍ତୁ ସେ ସେତିକି ମଧ୍ୟ ଦେଖାଇବେ ନାହିଁ।ଏହି ସବୁ ଯାତ୍ରାରେ କିଛି ହୁଏ ନାହିଁ।ଯାତ୍ରାରେ ଗଛ ମୂଳରେ ମାଲିକ ପଇସା ଦେଇ ଦିଅନ୍ତି।

ଯାତ୍ରାରେ ମାଲିକ ବାହାରେ ଚେୟାରରେ ବସିଥିବେ।ଦଣ୍ଡ ଦୁଆରରେ ପଇସା ବଢ଼େଇଦେବେ।ଓ ସେ ପଇସା ନେଇ ବିଶ୍ୱାସ ହୋଇଯିବ।ଏହି ସବୁ ଜିନିଷ ଏବେ ମଧ୍ୟ ଅଛି।କଳାକାର ମାନେ ଚାହାନ୍ତିନାହିଁ ଆମେ ଏତେ ପଇସା ନେବୁ।କଳାକାର ଯେତିକି ପଇସା ନେଉଛନ୍ତି ସରକାର ବହୁତ ଟ୍ୟାକ୍ସ ପାଇବେ।

ଆୟକର ବିଭାଗ ଜଣେ କି କଳାକାର କେତେ ପଇସା ନିଅନ୍ତି?ଦୈତାରି ପଣ୍ଡା ବିଶ୍ୱାସରେ ବିଷ ଦେଇଛନ୍ତି ଦୈତାରି ପଣ୍ଡା ମାଲିକଙ୍କୁ ଠକିଛନ୍ତି।ଦୈତାରୀ ପଣ୍ଡା ଆସିନାହାନ୍ତି ବୋଲି କ୍ଷତି ହେଉନାହିଁ।ସେ ଆସି ନାହାନ୍ତି ବୋଲି ସାମୁହିକ ଭାବରେ ଯାତ୍ରା ପାଟିର କ୍ଷତି ହେବ ସେହି କ୍ଷତି ହେଉଛି ଦୁଇ କୋଟିରୁ ୩ କୋଟି ଟଙ୍କା।

ସେହି ଯେଉଁ କ୍ଷତି ହେବ ତାହା ଏହି ଦୁଇ ତିନି ବର୍ଷ ମଧ୍ୟରେ ଭରଣ କରି ହେବ ନାହିଁ।ଯାତ୍ରାରେ ଗୋଟେ ଗୋଟେ ବର୍ଷ ମାର୍ଜିନ ଲାଭ ହୁଏ।ବେସି ଲାଭ ହୁଏ ନାହିଁ।ମାଲିକ ମାନେ କଳାକାର ମାନଙ୍କୁ ଭଲ ପାଆନ୍ତି ସେଥିପାଇଁ ସଉକରେ ଯାତ୍ରା ପାଟି କରନ୍ତି।ଏହି ଯେଉଁ କିଛି କଳାକାର ମାନେ ବହୁତ ପଇସା ନେଉଛନ୍ତି ସେଥିପାଇଁ କଳାକାର ମାନଙ୍କ ଦରମା ଏତେ ବଢିଛି ଯେ କମିଟି ମାନେ ହଇରାଣ ହେଉଛନ୍ତି।

କମିଟି ମାନଙ୍କୁ ବହୁତ ପଇସା ଦେବାକୁ ପଡୁଛି।ଏଥିପାଇଁ ଟିକେଟର ମୂଲ୍ୟ ମଧ୍ୟ ବହୁତ ବଢିଛି।ଜଣେ ସାଧାରଣ ଲୋକ ୨୦୦ରୁ ୩୦୦ ଟଙ୍କା ଟିକେଟ ପାଇଁ ଦେଉଛି।ସିନେମାରେ ଓଡ଼ିଶାରେ ଯେତିକି ପଇସା ହୋଇ ନାହିଁ ଟିକେଟ ଯାତ୍ରାରେ ତା ଠାରୁ ଅଧିକ ହେଲାଣି।ତାହାର କାରଣ ହେଉଛି କିଛି କଳାକାରଙ୍କ ଦରମା ବହୁତ ଅଧିକ ବଡୁଛି।

Leave a Reply

Your email address will not be published. Required fields are marked *