ଭୃସଙ୍ଗ ପତ୍ର ର ଏହି ବ୍ୟବହାର ଜାଣିବା ପରେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ,ଶରୀର ପାଇଁ ସଂଜୀବନୀ (Sanjibani) ବୁଟୀ ଭଳି କାମ କରେ…

Spread the love

ତେବେ ଆମେ ସମସ୍ତେ ଭୁସରଙ୍ଗ ପତ୍ର ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ଏହାକୁ ଆମେ ନିଜର ଦୈନିନ୍ଦିକ ରୋସେଇ କାର୍ଯ୍ୟରେ ବ୍ୟବହାର କରିଥାଉ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆମକୁ ଅନେକ ପ୍ରକାରର ଲାଭ ହୋଇ ଥାଏ।ଏହା ସହିତ ଏହାକୁ ବ୍ୟବହାର କରି ଆମେ ନିଜର ଅନେକ ଆବଶ୍ୟକତା ମଧ୍ୟ ପୁରଣ କରି ପାରିବା।ତେବେ ଆମେ ବର୍ତ୍ତମାନ ଏହାର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆମର କେଉଁ କେଉଁ ଲାଭ ହୋଇଥାଏ ଏହା ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

ତେବେ ଏହାକୁ ମିଠା ନିମ୍ବ ମଧ୍ୟ କୁହା ଯାଇଥାଏ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଏହା ଆମକୁ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।ଯେପରିକି ଏହାକୁ ଭଲ ଭାବରେ ଶୁଖାଇ

ଏହାକୁ ଗୁଣ୍ଡ କରି ଏହାକୁ ଏକ ଗ୍ଲାସ ପାଣିରେ ପକାଇ ଏହାକୁ ସେବନ କରିବା ଫଳରେ ଏହା ଆମର ଅନେକ ଆବଶ୍ୟକତା ପୂରଣ କରିଥାଏ।ଯେପରିକି ଏହାକୁ ବ୍ୟବହାର କରିବା ଫଳରେ ଏହା ଆମର ମୁଣ୍ଡର ଚୁଟି ସହିତ ଜଡ଼ିତ ସମସ୍ୟାର ସମାଧାନ କରି ଦେଇଥାଏ।ଯେପରିକି ଯଦି ଆପଣ ଏହାକୁ ବ୍ୟବହାର କରିବେ

ତେବେ ଆପଣଙ୍କ ଚୁଟି ଝଡ଼ିବା ଭଳି ସମସ୍ୟାର ସମାଧାନ ହୋଇ ଯିବ ଏହା ସହିତ ଯଦି ଆପଣଙ୍କ ଚୁଟି କୌଣସି କାରଣରୁ ଅଧିକ ଝଡ଼ିବା ଆରମ୍ଭ ହୋଇଥାଏ ତେବେ ଏହାକୁ ବ୍ୟବହାର କରିବା ଫଳରେ ଆପଣଙ୍କ ଚୁଟି ଝଡ଼ିବା ଭଳି ସମସ୍ୟାର ସମାଧାନ ଅଳ୍ପ ସମୟ ମଧ୍ୟରେ ହୋଇ ଯିବ।ଏହା ସହିତ ଏହା ବହୁତ ଭଲ ଉପଚାର ଅଟେ।

ଯାହାର କୌଣସି ମଧ୍ୟ ପାର୍ଶ୍ଵପ୍ରତିକ୍ରିୟା ନାହିଁ।ଏହା ବ୍ୟତୀତ ଏହାକୁ ବ୍ୟବହାର କରିବା ଫଳରେ ଆମକୁ ଅନେକ ଅନ୍ୟ ଲାଭ ମଧ୍ୟ ହୋଇ ଥାଏ।ତେବେ ଏହାକୁ ଆପଣ ଯଦି କିଛି ପାଣିରେ ପକାଇ ଏହାକୁ କିଛି ସମୟ ଯାଏ ଗରମ କରିବେ ଏହା ସହିତ ଏହି ଗରମ ପାଣିରେ କିଛି ଭୁସରଙ୍ଗ ପତ୍ର ପକାଇ ଏହାକୁ କିଛି ସମୟ ଯାଏ ଛାଡ଼ିଦେବେ

ଏହା ପରେ ଏହାକୁ ଆପଣ ଛାଣି ସେବନ କରି ପାରିବେ।ତେବେ ଏହାକୁ ସେବନ କରିବା ଫଳରେ ଏହା ଆମର ଅନେକ ସମସ୍ୟା ଦୂର କରିଥାଏ।ଯେପରିକି ଏହାକୁ ସେବନ କରିବା ଫଳରେ ଏହା ବିଶେଷ ଭାବରେ ପେଟ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ କରି ଦେଇଥାଏ।ଏହା ସହିତ ଯଦି ଆପଣଙ୍କ ପେଟ ସହିତ ଜଡିତ କୌଣସି ସମସ୍ୟା ଦେଖା ଯାଉଛି

ଏହା ସହିତ ଆପଣ ଏହି କାରଣରୁ ସଠିକ ଭାବରେ ଖାଦ୍ୟ ଖାଇ ପାରୁ ନାହାନ୍ତି କିମ୍ବା ଅନ୍ୟ କୌଣସି ସମସ୍ୟା ରହିଛି ତେବେ ଏହା ଆପଣଙ୍କ ସେହି ସମସ୍ୟା ଗୁଡ଼ିକର ସମାଧାନ କରି ଦେବ।ଏହା ସହିତ ଏପରି ମଧ୍ୟ ହୋଇଥାଇ କି ଏହାକୁ ସେବନ କରିବା ଫଳରେ ଆପଣଙ୍କ ତ୍ୱଚାରେ ମଧ୍ୟ ଚମକ ଆସିଥାଏ।ଯାହା ଫଳରେ ଏହାକୁ ବ୍ୟବହାର କରିବା ଆପଣଙ୍କ ପାଇଁ ଅନେକ ଉପକାରୀ ଅଟେ।

Leave a Reply

Your email address will not be published. Required fields are marked *