ସାର୍ଟିଫିକେଟ (CERTIFICATE) ବିକ୍ରି ପାଇଁ ବିଜ୍ଞାପନ ଦେଲେ ଜଣେ ଛାତ୍ର,କାରଣ ଜାଣିବା ପରେ ମୁଣ୍ଡରେ ହାତ ଦେବେ ଆପଣ…ଦେଖନ୍ତୁ Video

ଏପରି ଅନେକ ଅଦ୍ଭୁତ କଥା ଦେଖିବାକୁ ବର୍ତ୍ତମାନ ମିଳୁଚି ଯାହା ଅନେକ ଲୋକଙ୍କୁ ଅନେକ ଭାବରେ ଆଶ୍ଚର୍ଯ୍ୟ କରୁଛି।ତେବେ ଆମେ ବର୍ତମାନ ସେହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଚକିତ କରି ଦେବ।ତେବେ ଏହି ଘଟଣା ଶୁଣିବା ପରେ ଆପଣ ଏହାକୁ କେବେ ମଧ୍ୟ ସହଜରେ ବିଶ୍ୱାସ କରି ପାରିବେ ନାହିଁ।ତେବେ ଜଣେ ଛାତ୍ର ଏପରି କିଛି ବିଜ୍ଞାପନ ଦେଇଛନ୍ତି

ଯାହାକୁ ଶୁଣିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏହା ଉପରେ ନିଜର ଭିନ୍ନ ଭିନ୍ନ ମତ ରଖି ଥିବାର ଦେଖା ଯାଇଛି।ତେବେ ଆମେ ବର୍ତ୍ତମାନ ଏହା ଉପରେ ଆଲୋଚନା କରିବା।ତେବେ ସୂଚନା ଅନୁସାରେ ସେହି ପିଲା ଜଣଙ୍କ ଶିକ୍ଷକ ପ୍ରଶିକ୍ଷଣ ନେଇ ସାରିଛନ୍ତି।ଏହା ବ୍ୟତୀତ ତାଙ୍କ ପାଖରେ

ଓଟିଇଟି ସାର୍ଟିଫିକେଟ ମଧ୍ୟ ରହିଛି ତେବେ ଏହା ତାଙ୍କ ପାଖରେ ପ୍ରାୟ ୨୦୧୬ ମସିହାରୁ ରହି ଆସିଛି।ଏହା ବ୍ୟତୀତ ଏହା ପରେ ମଧ୍ୟ ବର୍ତ୍ତମାନ ଯାଏ ମଧ୍ୟ ତାଙ୍କୁ ଚାକିରି ମିଳି ପାରି ନାହିଁ।ଯାହା ଫଳରେ ତାଙ୍କୁ ଚାକିରି ନ ମିଳିବା ଫଳରେ ସେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ତେବେ ଅନେକ ଦିନ

ଧରି ତାଙ୍କୁ ଚାକିରି ନ ମିଳିବା କାରଣରୁ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।ତେବେ ଏହି ପରିସ୍ଥିତିରେ ସେ କଣ କରିବେ ସେ କିଛି ମଧ୍ୟ ବୁଝି ପାରୁ ନାହାଁନ୍ତି ଯାହା ଫଳରେ ସେ ବିଜ୍ଞାପନ ଦେଇ ଥିଲେ କି ସେ ନିଜର ସେହି ସାର୍ଟିଫିକେଟ ବିକ୍ରି କରିବା ପାଇଁ ଚାହୁଁଛନ୍ତି ତେବେ ସେ ଏହାକୁ ଏକ ଲକ୍ଷ ଟଙ୍କାରେ ବିକ୍ରୀ କରିବା

ପାଇଁ ନିଷ୍ପତି ନେଇ ଥିଲେ।ଏହା ବ୍ୟତୀତ ଏହା ତାଙ୍କର ପାଖରେ ରହିବା ସହିତ ଏହା ତାଙ୍କର କୌଣସି କାର୍ଯ୍ୟରେ ଲାଗୁ ନାହିଁ ବୋଲି ସେ କହିଥିବା ଜଣା ପଡ଼ିଛି ଏହା ବ୍ୟତୀତ ସରକାର ତାଙ୍କୁ ବର୍ତ୍ତମାନ ଯାଏ ମଧ୍ୟ କୌଣସି ଚାକିରି ଦେଉ ନାହାନ୍ତି।ଯାହା ଫଳରେ ସେ ଏହାକୁ ବିକ୍ରୀ କରିବା ପାଇଁ ନିଷ୍ପତି ନେଇ ଥିବା କଥା କହିଛନ୍ତି।

ଏହା ବ୍ୟତୀତ ସେ କହିଥିଲେ କି ସେ ନିଜର ଘରର ଦାୟିତ୍ଵ ମଧ୍ୟ ନେଇ ପାରୁ ନାହାଁନ୍ତି।ଯାହା ଫଳରେ ଏହାକୁ ବିକ୍ରି କରି ଏଥିରୁ ସେ ଯାହା ମଧ୍ୟ ଅର୍ଥ ପାଇବେ ଏହାକୁ ସେ ନିଜର ଘରର କାମ ଚଳାଇବା କାର୍ଯ୍ୟରେ ବ୍ୟବହାର କରିବେ ବୋଲି କହି ଥିଲେ।ଯାହା ଫଳରେ ଏହା ମଧ୍ୟ ଅନ୍ୟ କାହାର କାମରେ ଲାଗି ପାରିବ ବୋଲି ସେ କହିଥିଲେ।ତେବେ ଏହା ତାଙ୍କର କୌଣସି କାର୍ଯ୍ୟରେ ଆସୁ ନାହିଁ ଯାହା ଫଳରେ ସେ ଏହାକୁ ବିକ୍ରୀ କରିବା ପାଇଁ ବିଜ୍ଞାପନ ଦେଇ ଥିଲେ।

Leave a Reply

Your email address will not be published. Required fields are marked *