ଶସ୍ତା ଦରରେ ମିଳୁଛି ମଟନ ଘୁଗୁନି (GUGHUNI),ମାତ୍ର ୨୦ ଟଙ୍କାରେ ପେଟ ପୁରା ହେଇଯିବ,ଖାଇଲେ ବାରମ୍ବାର ଯିବାକୁ କହିବେ…ଦେଖନ୍ତୁ Video

Spread the love

ତେବେ ଆମେ ଅନେକ ସ୍ଥାନରେ ଏପରି ଅନେକ ଖାଦ୍ୟ ଦେଖି ଥିବା ଯାହା ଆମକୁ ଅନେକ ଭାବରେ ଭଲ ଲାଗି ଥିବ।ତେବେ ଆମେ ବର୍ତ୍ତମାନ ଏପରି ଏକ ସ୍ଥାନ ସମ୍ପର୍କରେ ଆଲୋଚନା କରିବା ଯେଉଁ ସ୍ଥାନରେ ଅନେକ ଶସ୍ତା ଦରରେ ମଟନ ଘୁଗୁନି ଓ ଅନେକ ପ୍ରକାରର ଖାଦ୍ୟ ମିଳିଥାଏ।ଏହା ସହିତ ଏଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଦୂରରୁ ଲୋକମାନେ ମଧ୍ୟ ଆସି ଥାଆନ୍ତି।ଏହା ସହିତ ଏହି ସ୍ଥାନରେ ଅନେକ ଭିଡ଼ ମଧ୍ୟ ହୋଇଥାଏ।

ତେବେ ଆମେ ବର୍ତ୍ତମାନ ଏହି ପରି ଏକ ସ୍ଥାନ ସମ୍ପର୍କରେ ଆଲୋଚନା କରିବା।ଯେଉଁ ସ୍ଥାନରେ ଅନେକ ଭାବରେ କମ ଦରରେ ଖାଦ୍ୟ ମିଳିଥାଏ।ହେବେ ଯାଜପୁର ଜିଲ୍ଲା ରୋଡ ନିକଟରେ ଜଣେ ବ୍ୟକ୍ତି ବହୁତ କମ ଦରରେ ଘୁଗୁନି କରି ଥାଆନ୍ତି ଏହା ସହିତ ସେ ବହୁତ କମ ଦରରେ ଜଣେ ବ୍ୟକ୍ତି ସେଠାରେ ଖାଦ୍ୟ ବିକ୍ରି କରି ଥାଆନ୍ତି।

ଯାହା ଫଳରେ ଏଠାରେ ଅନେକ ଲୋକ ଭିଡ ମଧ୍ୟ କରି ଥାଆନ୍ତି ଖାଦ୍ୟ ଖାଇବା ପାଇଁ।ତେବେ ତାଙ୍କର ମଟନ ଘୁଗୁନି ସବୁଠାରୁ ଅଧିକ ବିକ୍ରି ହୋଇଥାଏ ବୋଲି ସେ କହି ଥାଆନ୍ତି।ଏହା ସହିତ ତାଙ୍କର କହିବା ଅନୁସାରେ ସେଠାକୁ ଅନେକ ଲୋକ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।ଏହା ସହିତ ଏଠାରେ ଖାଦ୍ୟ ଖାଇବା ସହିତ ଏଠାରେ ଅନେକ ଭାବରେ ଅନ୍ୟ ଖାଦ୍ୟ ମଧ୍ୟ ମିଳିଥାଏ।

ଯେପରିକି ଚିକେନ ଘୁଗୁନି ମଧ୍ୟ ଏଠାରେ ବହୁତ ଭଲ ହୋଇଥାଏ ବୋଲି ଏଠାକୁ ଆସି ଖାଉଥିବା ଲୋକମାନେ କହି ଥାଆନ୍ତି ତେବେ ଏହା ପରେ ମଧ୍ୟ ଏଠାରେ ଖାଦ୍ୟ ବହୁତ ଭଲ ହୋଇଥାଏ ବୋଲି ସମସ୍ତେ କହି ଥାଆନ୍ତି।ତେବେ ଯିଏ ଏଠାରେ ଥରେ ଖାଇଛନ୍ତି ସେ କେବେ ମଧ୍ୟ ଏହାର ସ୍ଵାଦ ଭୁଲି ପାରନ୍ତି ନାହିଁ ବୋଲି କହିଥାଆନ୍ତି।

ଏହା ସହିତ ଏଠାରେ ଖାଦ୍ୟ ଅନେକ ଭାବରେ ସ୍ଵାଦିଷ୍ଟ ହୋଇଥାଏ।ଏହା ସହିତ ବିଶେଷ ଭାବରେ ଏଠାରେ ଲୋକମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ।ଏହା ସହିତ ଏହି କାରଣ ପାଇଁ ଏଠାରେ ତାଙ୍କର ଅନେକ ଭଲ ବ୍ୟବସାୟ ମଧ୍ୟ ହୋଇଥାଏ ବୋଲି ସେ କହିଥିଲେ ଏହା ସହିତ ସେଠାରେ ସେ ମାଟି ହାଣ୍ଡିରେ ରୋସେଇ କରି ଥାଆନ୍ତି।

ଯାହା ଫଳରେ ଏଠାରେ ଅନେକ ସ୍ଵାଦ ମଧ୍ୟ ଆସିଥାଏ ବୋଲି ଲୋକମାନେ କହି ଥାଆନ୍ତି।ତେବେ ଏଠାରେ ଖାଦ୍ୟ ଖାଇବା ସହିତ ଅନେକ ଲୋକ ଏଠାରେ ଖାଦ୍ୟ ନେଇ ମଧ୍ୟ ଯାଇ ଥାଆନ୍ତି।ଏହା ସହିତ ବିଶେଷ ଭାବରେ ଏଠାରେ ଖାଦ୍ୟ ବହୁତ ସ୍ଵାଦିଷ୍ଟ ମଧ୍ୟ ହୋଇଥାଏ ବୋଲି ଲୋକମାନେ କହି ଥାଆନ୍ତି।

ତେବେ ଏଠାରେ ଖାଦ୍ୟ ଅନେକ ସ୍ଵାଦିଷ୍ଟ ହୋଇଥାଏ ବୋଲି ସେଠାରେ ଖାଉଥିବା ଲୋକ କହିଥାଆନ୍ତି।ଏହା ବ୍ୟତୀତ ସେଠାରେ ଯିଏ ଥରେ ଖାଇ ଥାଏ ସେ କେବେ ମଧ୍ୟ ସେହି ଖାଦ୍ୟ ଭୁଲି ପାରିବ ନାହିଁ ବୋଲି ସେମାନେ କହିଥାନ୍ତି।ଏହା ସହିତ ଚୁଲିରେ ରନ୍ଧା ହେବା କାରଣରୁ ସେଠାରେ ଖାଦ୍ୟ ଅନେକ ସ୍ଵାଦିଷ୍ଟ ମଧ୍ୟ ହୋଇ ଥାଏ।

Leave a Reply

Your email address will not be published. Required fields are marked *