Diabetis ୧ ମାସରେ କଣ୍ଟ୍ରୋଲ ହେବ,ଜୀବନରେ ଏହି ପତ୍ର ଆପଣଙ୍କ ପାଇଁ ଅମୃତ ସମାନ ହେବ,କେବଳ ବ୍ୟବହାର କରିବା ଶିଖନ୍ତୁ…

Spread the love

ଆଜି ଆମେ ଏକ ଭିନ୍ନ ପ୍ରକାରର ଚମତ୍କାରୀ ଘରୋଇ ଉପଚାର ବିଷୟରେ ଜାଣିବା।ଆଜି ଆମେ ଜାଣିବା ଡାଇବେଟିସ ବା ମଧୁମେହ ବିଷୟରେ।ଏହି ରୋଗ ଅଧିକ ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳେ।କିନ୍ତୁ ଆଜି କାଲି କମ ବୟସ୍କ ଲୋକଙ୍କ ମଧ୍ୟରେ ଏହି ମଧୁମେହ ସମସ୍ୟା ଦେଖିବାକୁ ମିଳୁଛି। ଡାଇବେଟିସ ହେବାର ଅନେକ କାରଣ ହେଇପାରେ।ଅଧିକ ଧୁମ୍ରପାନ, ମଦ ଅଧିକ ପିଇବା ଦ୍ଵାରା ଆପଣଙ୍କୁ ଡାଇବେଟିସ ହୋଇପାରେ।

ଯଦି ଆପଣ ଏହା ପାଇଁ କୌଣସି ମେଡିସିନ ସେବନ କରୁଛନ୍ତି ତେବେ ଆପଣଙ୍କୁ ବହୁତ କିଛି ଖାଦ୍ୟ ଛାଡ଼ିବାକୁ ପଡ଼ିଥାଏ।ଯଦି କୌଣସି ବ୍ୟକ୍ତିକୁ ଏହି ସମସ୍ତ ହୋଇଯାଏ ତେବେ ଜୀବନ ସାରା ତାକୁ ଏହି ସମସ୍ୟା ଭୋଗିବାକୁ ପଡ଼ିଥାଏ।ଅନେକ ଥର ଏହା ଆପଣଙ୍କୁ ମୃତ୍ୟୁ ମୁଖକୁ ନେଇପାରେ।

ଯଦି ଆପଣ କିଛି ଘରୋଇ ଉପଚାର ବ୍ଯବହାର କରିବେ ତେବେ ଆପଣ ଏହାକୁ କଣ୍ଟ୍ରୋଲ କରି ପାରିବେ।ଆଜି ଆମେ ଯେଉଁ ଘରୋଇ ଉପଚାର ଜାଣିବା ସେଥିରୁ ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ପଡ଼ି ନଥାଏ।ଏହା ଦ୍ଵାରା ଆପଣ ସୁଗାର ଲେବୁଲ କଣ୍ଟ୍ରୋଲରେ ଥାଏ।ଏଥି ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡ଼ିବ

ତାହା ହେଲା ବେଲ ପତ୍ର। ବେଲ ପତ୍ରରେ ଆଣ୍ଟି ବାୟୋଟିକ ଗୁଣ ଥାଏ।ଏହା ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ଗୁଣ ଥାଏ ଯାହା ଆମ ଡାଇବେଟିସକୁ କଣ୍ଟ୍ରୋଲ କରେ।ଏହାକୁ ବନେଇବା ପାଇଁ ଆପଣଙ୍କୁ ୮ରୁ ୧୦ଟି ବେଲ ପତ୍ରର ଆବଶ୍ୟକ ହେବ।

ପ୍ରଥମେ ଆପଣ ଏହାକୁ ଭଲ ଭାବେ ଧୋଇ ପେଶି ଦିଅନ୍ତୁ ଏବଂ ଏହାର ରସ କୌଣସି କପଡ଼ା ସାହାର୍ଯ୍ୟରେ ଛାଣି ଦିଅନ୍ତୁ।ଏବେ ଆପଣକୁ ଏଥିରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଲା ଗୋଲ ମରିଚ।ଏହା ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳି ଯିବ।ଏଥିରେ ଭିଟାମିନ ସି,ଭିଟାମିନ ଏ ଭଳି ଆଣ୍ଟି ଅକ୍ସିଦେଣ୍ଟ ଭଳି ଗୁଣ ଥାଏ।

ଏବେ ଆପଣ ଗୋଲ ମରିଚକୁ ପେଶି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏହି ଉପଚାରକୁ ବନାଇବା ପାଇଁ ଏକ ଚାମଚ ଗୋଲ ମରିଚ ଗୁଣ୍ଡ ଏହି ବେଲ ପତ୍ର ରସରେ ମିଶାନ୍ତୁ।ଏବେ ଆପଣ ଏହାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ।ଏବେ ଜାଣିବା କିଭଳି ଏହାର ସେବନ କରିବେ।ଅଳ୍ପ ପାଣି ଦ୍ଵାରା ସକାଳୁ ଏହାର ସେବନ କରନ୍ତୁ।

ଗ-ର୍ଭ-ବ-ତୀ ମହିଳା ମାନେ ଏହାର ସେବନ କରନ୍ତୁ ନାହିଁ।କାରଣ ଏଥିରେ କିଛି ଏଇଭଳି ତତ୍ଵ ମିଳିଥାଏ ଯାହା ସେମାନଙ୍କ ଶରୀର ପାଇଁ କ୍ଷତକାରକ ହୋଇଥାଏ।ଆପଣଙ୍କୁ ଏହାର ସେବନ ସପ୍ତାହରେ ୩ ଥର କରିବାକୁ ହେବ।ଏହା ଦ୍ଵାରା ଆପଣଙ୍କ ଡାଇବେଟିସରେ ସୁଧାର ଆସିବାକୁ ଲାଗିବ।

Leave a Reply

Your email address will not be published. Required fields are marked *