ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।ତେବେ ଏହା ଏକ ବହୁତ ବଡ଼ ଦୁଃଖର ବିଷୟ ଥିଲା।ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ତେବେ ଆମେ ଆଜି ଏହା ସମ୍ପର୍କରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଆପଣ ତ ଜାଣିଥିବେ ମାନସଙ୍କ ମୃତ୍ୟୁରେ ନିରଞ୍ଜନଙ୍କ ହାତ ରହିଥିଲା।ଦାଏରି ସାରା ପ୍ରେମ ଭରା କବିତା।କବି ନିରଞ୍ଜନ କବିତା ମାଧ୍ୟମରେ ଶର୍ମିଷ୍ଠାର ମନ କିଣିବାକୁ ଚାହୁଁଥିଲା।ରୋମାଣ୍ଟିକ କବିତା ମାଧ୍ୟମରେ ଶର୍ମିଷ୍ଠାଙ୍କ ହୃଦୟରେ ରାଜ କରିବାକୁ ବସିଥିଲା କବି ନିରଞ୍ଜନ।
କବି ନିରଞ୍ଜନ କବିତାର ଛନ୍ଦ ଟିକେ ଅଲଗା।ଏହିଭଳି କିଛି କବିତା ଲେଖି ଶର୍ମିଷ୍ଠା ହୃଦୟରେ ଘର କରିବାକୁ ଭାବିଥିଲା କବି ନିରଞ୍ଜନ।ବେଳେବେଳେ ଶର୍ମିଷ୍ଠାର କହଳିଆ ଚୁଟିର ବେଣୀକୁ ନେଇ କବିତା ଲେଖିଥିଲା କବି ନିରଞ୍ଜନ।ତାହା କିଛି ଏପରି ଥିଲା।କଳା ନଗୁଣି ବେଣୀ ତୋର, ଦଂଶି ଦିଏ ମତେ ବାରମ୍ବାର।
ବିଧ୍ୱଂସକର ଏ ଶରୀର, ଦେଖୁ ଏ ଚନ୍ଦ୍ରମା ଦେଖୁ ମଧୁରାତି, ଏହି ଦୁଇ ଶରୀର ମିଶି ହୋଇଯାଉ ଏକଭୁଶୁଡି ପଡୁ ଏହି ପ୍ରାଚୀର ହୋଇଯାଉ ଛାରଖାର।ମୁଁ ନିରଞ୍ଜନ ମୋ କବିତାର ଛନ୍ଦ ଟିକେ ଅଲଗା।ଏଭଳି କିଛି କବିତା ଲେଖୁଥିଲେ କବି ନିରଞ୍ଜନ।କବିତା ଲେଖି ଶର୍ମିଷ୍ଠାକୁ ଦେଉଥିଲା।କବିତା କୁଆଡେ ଶର୍ମିଷ୍ଠା ପଢିବ ଓ ତାଙ୍କୁ ମତାମତ ଦେବ।
ଶର୍ମିଷ୍ଠା ପାଇଁ ନିଜ ମନରେ ଉଙ୍କି ମାରୁଥିଲା ପ୍ରେମ ଭରା ଭାବନାକୁ ଶର୍ମିଷ୍ଠା ପାଖରେ ପହଞ୍ଚାଇବା ପାଇଁ କବିତାକୁ ଏକ ପ୍ରକାର ଅସ୍ତ୍ର ଭାବରେ ବ୍ୟବହାର କରୁଥିଲେ ବାବୁ ନିରଞ୍ଜନ।କବିତା ମାଧ୍ୟମରେ ଶର୍ମିଷ୍ଠାର ନିକଟତର ହେବାକୁ ଚାହୁଁଥିଲା ବାବୁ ନିରଞ୍ଜନ।ସରକାରୀ ଚାକିରୀ, କବିତା ଲେଖା, ଶର୍ମିଷ୍ଠା ଆଶ୍ରମରେ ସମାଜ ସେବା।
ଏମିତିକି ଅ-ଶ୍ଳୀ-ଳ ସିନେମାର ନିର୍ଦ୍ଦେଶନା ମଧ୍ୟ ଦେଉଥିଲା ବାବୁ ନିରଞ୍ଜନ।ଏ ସବୁ ଠିକ ଥିଲା କିନ୍ତୁ ଏହି ନିରୀହ କ୍ୟାମେରାମ୍ୟାନକୁ ମାରିବା ଏକ ବହୁତ ବଡ଼ ଭୁଲ ଥିଲା।ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଅନେକ ଦୁକଜ ପ୍ରକାଶ କରିଛନ୍ତି ଏବଂ ଆଜି ମଧ୍ୟ ସେମାନେ ମାନସଙ୍କୁ ଝୁରୁଛନ୍ତି।