ଆଖି ଆଗରେ ଭାସିଗଲା Gadi ,ପାଣିରେ ବାହାଦୁରି ମାରିବା ପଡିଲା ମହଙ୍ଗା…

Spread the love

କଥାରେ ଅଛି ଜଳ ବିହୁଳେ ସୃଷ୍ଟି ନାଶ ଆଉ ଜଳ ବିହୁନେ ସୃଷ୍ଟି ନାଶ। ଯାହାର ପ୍ରମାଣ ଦେଖିବାକୁ ମିଳୁଛି।ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଛଡା ଯାଇଥାଏ ଯାହା ମଧ୍ୟରୁ କିଛି କିଛି ଭିଡିଓ ଭାଇରଲ ହୋଇଥାଏ ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ପ୍ରକୃତି ସହ ଚ୍ୟାଲେଞ୍ଜ କରୁଥିବା ବେଳେ ସେ ତାର ଦଣ୍ଡ ଭୋଗିଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପାଣି ସହ ପଂଗା ନେବା ପଡ଼ିଲା ଭାରି।କଥାରେ ଅଛି କି ଜଳ ପାଖରେ ସୃଷ୍ଟି ନାଶ କରିବାର କ୍ଷମତା ରହିଥାଏ ତେବେ ଯାହା ପାଖରେ ପ୍ରକୃତି ନାଶ କରିବାର କ୍ଷମତା ଥାଏ ତାହା ସହ କେବେ ମଜା କରନ୍ତି ନାହିଁ ଯାହାର ପ୍ରମାଣ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା

ଏହି ଭିଡ଼ିଓରେ ଜଣା ପଡୁଛି।ତେବେ ପ୍ରଚୁର ବର୍ଷା କାରଣରୁ ଏକ ପୋଲ ଉପରେ ପ୍ରଖର ବେଗରେ ସ୍ରୋତ ଚଳୁଛି ଯାହାକୁ ପାର କରିବା ବହୁତ କଷ୍ଟ ଅନୁଭୂତ ହୋଇଥାଏ କିନ୍ତୁ ଏହି ବୋଲର ଡ୍ରାଇଭର ଚାଳକ ଏହି ଅସମ୍ଭବ କାମ କରିବା ପାଇଁ ଚେଷ୍ଟା କରୁଥିଲା।ଏହି ଡ୍ରାଇଭର ଜଣଙ୍କ ପାଣିର ଏହି ପ୍ରଖର ବେଗ ଆଗରେ ବୋଲର

ଦ୍ଵାରା ପୋଲ ପାରି ହେବା ପାଇଁ ଚେଷ୍ଟା କରିଥିଲେ ତେବେ ପାଣିର ବେଗ ଏତେ ପ୍ରଖର ଥିଲା କି ସେ ବୋଲାରତିକୁ ତଳ ଆଡ଼କୁ ଠେଲି ବାକୁ ଲାଗିଲା ଶେଷରେ ପୋଲ ତଳକୁ ଗଡ଼ି ଟିକୁ ଠେଲି ଦେଇଥିଲା।ଗାଡ଼ିର ଚାଳକ ନିଜର ସମ୍ପୁର୍ଣ୍ଣ ଚେଷ୍ଟା କରିଥିଲା ଗାଡିକୁ ଖସିବାରୁ ବଞ୍ଚାଇବା ପାଇଁ ହେଲେ ସେ ଏଥିରେ ସକ୍ଷମ ହେଲେ ନାହିଁ।

ଗାଡ଼ିଟି ଶେଷରେ ପୋଲ ତଳକୁ ଖସି ପଡିଲା।ଏହି ଦୃଷ୍ୟଟି ଦେଖିଲା ପରେ ବହୁତ ଲୋକଙ୍କ ପାଦ ତଳୁ ମାଟି ଖସିଯିବା।ଏହି ଭିଡିଓ ଟି ଦେଖିଲା ପରେ ଗୋଟିଏ କଥା ସତ୍ୟ ବୋଲି ଜଣା ପଡ଼ିଛି କି ପ୍ରକୃତି ଆଗରେ ନା କେବେ କାହାର ବଳ ଚଳୁଛି ନା ପ୍ରକୃତି ଆଗରେ କେବେ କାହାର ବଳ ଚଳିବ।

ତେବେ ଆମେ ନୂଆ ନୂଆ କିଛି ଖବର ତଥା ପୁରୁଣା ଖବର ନେଇକି ଆସୁ, କ୍ରୀଡା ଖବର ବି ନେଇକି ଆସୁ , ପଜଲ ନେଇକି ଆସୁ, କେମିତି ଲାଗୁଛି କମେଣ୍ଟରେ ଜଣେଇପାରିବେ।

Leave a Reply

Your email address will not be published. Required fields are marked *