ଏହି ରାଶି ଆଜି ପବିତ୍ର ଧନୁ ସଂକ୍ରାନ୍ତି (Dhanusankranti) ପରେ ହେବାକୁ ଯାଉଛି ବଡ଼ ଖୁସି ର ଖବର,ଏମାନଙ୍କ ପାଇଁ ବଡ ଖୁସି ଆସୁଛି…

Spread the love

୧୬ ଡିସେମ୍ବରରେ ପାଳିତ ହେବାକୁ ଯାଉଚି ପବିତ୍ର ଧନୁ ସଂକ୍ରାନ୍ତି। ତେବେ ଯେଉଁମାନେ ସତ୍ୟ ପଥରେ ରହିବେ,ସେମାନେ ଉନ୍ନତି କରିବେ। କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ।ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କ ପାଇଁ ଏହି ପରିସ୍ଥିତି ବହୁତ ଭଲ ଅଟେ।

ଆପଣ ନୂତନ ବନ୍ଧୁ ବନାଇବେ।ଯେଉଁ ମାନଙ୍କ ବିବାହରେ କୌଣସି କାରଣରୁ ବିଳମ୍ବ ହେଉଚି ସେମାନଙ୍କ ବିବାହ ସମ୍ଭାବନା ଆସିପାରେ। ଏହି ସମୟରେ ଆପଣ କୌଣସି ନୂଆ ଯାନ କିଣି ପାରନ୍ତି। ବ୍ୟବସାୟରେ ଆପଣଙ୍କର ଲାଭ ହେବ। ଆର୍ଥିକ ସ୍ଥିତି ମଝଭୂତ ହେବ।

ମେଷ ରାଶି:- ଏହି ରାଶିର ଲୋକଙ୍କୁ କିଛି ଖୁସି ଖବର ମିଳିପାରେ।ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି କୌଣସି ଚାକିରି ନାହିଁ ଆପଣ ଚେଷ୍ଟା କରିବା ଦ୍ୱାରା ଆପଣଙ୍କୁ ଭଲ ଚାକିରି ମଧ୍ୟ ପ୍ରାପ୍ତ ହେବ। ପତି ଓ ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବାକୁ ଯାଉଚି।

ଧନୁ ରାଶି:- ଏହି ରାଶିର ଲୋକ ଏହି ସମୟରେ ପୂଜା ପାଠ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଆପଣଙ୍କୁ କୌଣସି ଲାଭ ମିଳିପାରେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ପରିବାରରେ ଖୁସିର ବାତାବରଣ ରହିବ। ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଶୁଭ ଫଳ ମିଳିବ।

କୁମ୍ଭ ରାଶି:- ଆପଣ ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ଉନ୍ନତି କରିବେ। ହରିନାମ ଜପ କରନ୍ତୁ, ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଦୁଃଖରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ। ଏହି ସମୟରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ପୂର୍ଣ୍ଣ କରିବେ।

ମୀନ ରାଶି:- ଏହି ରାଶିର ଲୋକଙ୍କ ପାଇଁ ଏହି ପରିସ୍ଥିତି ବହୁତ ଶୁଭ ଅଟେ। ଅଚାନକ ଆପଣଙ୍କୁ ଖୁସି ଖବର ମିଳିପାରେ।ଆପଣଙ୍କ ଜୀବନରେ ଯାହା ଦୁଃଖ କଷ୍ଟ ରହିଛି ଏହା ଶେଷ ହୋଇଯିବ। ଏହି ସମୟରେ ଆପଣ ଯଦି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହା ଆପଣଙ୍କ ପାଇଁ ବହୁତ ଶୁଭ ପରିସ୍ଥିତି ଅଟେ।

ତୁଳା ରାଶି:- ଏହି ରାଶିର ଲୋକ ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏହି ରାଶିର ଲୋକ ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ। ନିଜର ଜୀବନ ସାଥିଙ୍କ ସମୟ ଅତିବାହିତ କରିବେ। ଭଗବାନଙ୍କ ନାମ ଜପ କରନ୍ତୁ, ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଆସନ୍ତା ସମୟରେ ଏହି ରାଶିର ଲୋକ ମାନଙ୍କୁ ଧନ ଲାଭ ହେବାର ସମ୍ଭାବନା ଆସିପାରେ।

ଆପଣଙ୍କର ଯେଉଁ ବି ରାଶି ହୁଅନ୍ତୁ, ଆପଣ ସତ୍ୟ ପଥରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *