ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ଙ୍କୁ Training ଦେଇଛନ୍ତି ଧୋନି,ଏହି ଦିନ ତାଙ୍କୁ ଦଳରେ ସ୍ଥାନ ମିଳିପାରେ..ଦେଖନ୍ତୁ Video

Spread the love

ଓଡ଼ିଆ ଖେଳାଳି ଙ୍କୁ ଶିକ୍ଷା ଦେଉଛନ୍ତି କ୍ୟାପଟେନ ମାହି ଦଳ ରେ ସ୍ଥାନ ପାଇବେ କି ଶୁଭ୍ରାଂଶୁ।ଶୁଭ୍ରାଂଶୁ ସେନାପତି ଓଡିଶା ରନଜି ଟିମ ର ଅଧିନାୟକ।ଏବେ କିନ୍ତୁ ତାଙ୍କ ପରିଚୟ ବଦଳି ସାରିଛି। ଆଇପିଏଲର ସବୁଠାରୁ ସଫଳ ଟିମ ଚେନାଇ ସୁପର୍ କିଙ୍ଗ୍ସ ର ସେ ପାଲଟିଛନ୍ତି ଆଉ ଗୋଟିଏ ଷ୍ଟାର।୨୦୨୨ ରେ ଧୋନି ଙ୍କ ନେତୃତ୍ୱ ରେଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଛି ଯାହାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି।

ତାଙ୍କର ପ୍ରଦର୍ଶନ ଦେଖି ଟ୍ରାଏଲ ପାଇଁ ଡାକିଥିଲା ଚେନାଇ ର ମ୍ୟାନେଜମେଣ୍ଟ।ଏହା ପରେ ତାଙ୍କୁ ନିଜ ଦଳରେ ମଧ୍ୟ ସାମିଲ କରିଛି ଚେନ୍ନାଇ।ନିକଟରେ ସିଏସକେ ନିଜ ଟୱଇଟର ଆକାଉଂଟ ରେ ଶୁଭ୍ରାଂଶୁ ଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛି ଏଥିରେ ତାଙ୍କର ଖେଳିବାର ଷ୍ଟାଇଲ ସହ ଧୋନିଙ୍କ ଠାରୁ କୌଶଳ ଶିଖୁଥିବାର ଦୃଶ୍ୟ ମଧ୍ୟ ଦେଖାଜାଇଛି।

ଅଭ୍ୟାସ ସମୟରେ ସେ ଧୋନିଙ୍କର ବ୍ୟାଟ ଏଣ୍ଟ୍ରିକୁ ଅନୁଧ୍ୟାନ କରିଛନ୍ତି ଏବଂ ଧୋନି ଙ୍କର ସେ ଲମ୍ବା ସର୍ଟ ମାରିବା ର କୌଶଳକୁ ନିଜ କ୍ଷେତ୍ରରେ ଲଗାଇବା କୁ ମଧ୍ୟ ଚେଷ୍ଟା କରୁଛନ୍ତି।ଆଇପିଏଲ ପୂର୍ବରୁ ଚେନାଇ ତାଙ୍କୁ ଟ୍ରାଏଲ ପାଇଁ ଡାକିଥିଲା।ଏହା ପରେ ମେଗା ଅପ୍ସନ ଦଳ ରେ ଯୋଡି ହେଇଥିଲେ ଶୁଭ୍ରାଶୁ ତେବେ ଚଳିତ ସିଜନ ରେ

ତାଙ୍କୁ ସୁଯୋଗ ମିଳୁଛି ନା ନାଇଁ ଏହା ଦେଖିବାକୁ ବାକି ରହିଲା।ତେବେ IPL 2022 ରେ ପ୍ରଥମ ମ୍ୟାଚରେ CSK ପରାଜୟ ହୋଇଥିଲା।KKR ଏହି ମ୍ୟାଚ ଜିତି IPL 2022 ର ପ୍ରଥମ ବିଜୟ ପାଇଥିଲା।ତେବେ ଶୁଭ୍ରାଂଶୁ CSK ଟିମର ଅଂଶ ଅଟନ୍ତି। ସେ IPL 2022 ମେଗା ଅକ୍ସନରେ CSK ପକ୍ଷରୁ କିଣା ହୋଇଥିଲେ।

ସେ ଓଡ଼ିଶାରେ ବି ପ୍ରାୟ ପରିଚିତ ଅଟନ୍ତି।ସେ ଅନେକ ସୁନ୍ଦର ପାରି ଖେଳିଛନ୍ତି।CSK ର ମୁକାବିଲା ୩୧ ମାର୍ଚ୍ଚ ଦିନ ଲକ୍ଷନୌ ସହିତ ଅଛି। ଚେନ୍ନାଇର କ୍ୟାପଟେନ ରବୀନ୍ଦ୍ର ଜାଡେଜା ଅଟନ୍ତି ଏବଂ ଲକ୍ଷନୌର କ୍ୟାପଟେନ କେ ଏଲ ରାହୁଲ ଅଟନ୍ତି।

Leave a Reply

Your email address will not be published. Required fields are marked *