ଦିଗ ବଦଲଉଛି ବାତ୍ୟା,ପୁଣି ଓଡ଼ିଶାକୁ ବାତ୍ୟା ନେଇ ଆସିଲା ଏହି ବଡ Information,ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା…

Spread the love

ତେବେ ବର୍ତ୍ତମାନ ଓଡ଼ିଶା ଆଡ଼କୁ ପୁଣି ଏକ ବାତ୍ୟା ମାଡି ଆସୁଛି।ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶା ଆଡ଼କୁ ଏକ ଘୂର୍ଣ୍ଣିବଳୟ ମାଡି ଆସୁଚି ତେବେ ଏହି ବାତ୍ୟା ବର୍ତ୍ତମାନ ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ସୂଚନା ମିଳିଛି କି ବର୍ତ୍ତମାନ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏହି ବାତ୍ୟା ବର୍ତ୍ତମାନ ସକ୍ରିୟ ରହିଛି।

ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ବାତ୍ୟା ଅଧିକ ସକ୍ରିୟ ହୋଇ ନାହିଁ।କିନ୍ତୁ ଆଗାମୀ ସମୟରେ ଏହା ଅଧିକ ସକ୍ରିୟ ହେବାର ଅନେକ ସମ୍ଭାବନା ରହିଛି।ସେହି କାରଣ ପାଇଁ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଏହା ସୂଚନା ମିଳିଛି କି ଅଧିକ ବାତ୍ୟା ହେବାର କୌଣସି ପରିସ୍ଥିତି ନାହିଁ

କିନ୍ତୁ ଏହା ପ୍ରଭାବରେ ଅନେକ ସ୍ଥାନରେ ବର୍ତ୍ତମାନ ଅଧିକରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି।ସେହି କାରଣ ପାଇଁ ବର୍ତ୍ତମାନ ସମସ୍ତ ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ କୁହା ଯାଇଛି।ତେବେ ଏହି ବାତ୍ୟାର ନାମ ଆସାନି ରଖା ଯାଇଛି।ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ

ବର୍ତ୍ତମାନ ଏହି ବାତ୍ୟା ଅଧିକ ଘନୀଭୂତ ହେବା ସହିତ ଆଗାମୀ ସମୟରେ ଅଧିକ ଭୟଙ୍କର ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି।ତେଣୁ ପାଣିପାଗ ବିଭାଗ ବର୍ତ୍ତମାନ ଲୋକଙ୍କୁ ସତର୍କ ରହିବା ପାଇଁ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ

ଏହି ବାତ୍ୟା ପ୍ରଭାବରେ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି।ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହି ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ସହିତ ସ୍ୱଳ୍ପ ପବନ ହେବାର ମଧ୍ୟ ସମ୍ଭାବନା ରହିଛି।

ଯାହା ଫଳରେ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆ ଯାଇଛି।ଏହା ସହିତ ପାଣିପାଗ ବିଭାଗର କହିବା ଅନୁସାରେ ଏହି ବାତ୍ୟା କେବଳ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଉପରେ ପ୍ରଭାବ ପକାଇବ।ଏହା ବ୍ୟତୀତ ଏହା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହି ବାତ୍ୟା ପ୍ରଭାବରେ ଅଧିକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି।ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇ ଥିଲା।ଏହା ସହିତ ଯେଉଁ ମାନେ ବର୍ତ୍ତମାନ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ବର୍ତ୍ତମାନ ଫେରି ଆସିବା ଆବଶ୍ୟକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

Leave a Reply

Your email address will not be published. Required fields are marked *