ସାଧାରଣ ଭାବରେ ଗ୍ରାମରେ ଅନେକ ଲୋକ କୁକୁର କାମୁଡିବାର ଶିକାର ହୋଇ ଯାଇ ଥାଆନ୍ତା ତେବେ ଏହି କୁକୁର କାମୁଡିବା ଫଳରେ କେଉଁ କେଉଁ କାର୍ଯ୍ୟ କରିବା ଆବଶ୍ୟକ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ସାଧାରଣ ଭାବରେ ଆପଣ ଯଦି କୌଣସି ସମୟରେ କୁକୁର କମୁଡ଼ାର ଶିକାର ହୋଇ ଥାଆନ୍ତି ତେବେ ଏହା ସମ୍ପର୍କରେ ଜାଣିବା ସହିତ ଆପଣ ଏହାର ଉପଚାର ସମ୍ପର୍କରେ ମଧ୍ୟ ଜାଣିବା ନିହାତି ଭାବରେ ଆବଶ୍ୟକ ଅଟେ।ଯାହା ଫଳରେ କୁକୁର କାମୁଡିବା ଫଳରେ ଆପଣ ଏହାର ଉପଯୁକ୍ତ ଚିକିତ୍ସା କରି ପାରିବେ।
ଆପଣଙ୍କୁ ଯଦି କୁକୁର କାମୁଡି ଦେଇଥାଏ ତେବେ ଆପଣ ପ୍ରଥମେ ସେହି ସ୍ଥାନରେ କିଛି ଗରମ ପାଣି ଢ଼ାଳିବା ଆବଶ୍ୟକ।ଏହା ସହିତ କୁକୁର କାମୁଡିବା ଫଳରେ ଆପଣ ପ୍ରଥମେ ସେହି କୁକୁର କାମୁଡି ଥିବା ସ୍ଥାନରେ ଆପଣ ଭଲ ଭାବରେ ଏହାକୁ ସଫା ରଖିବା ନିହାତି ଭାବରେ ଆବଶ୍ୟକ।କାରଣ ସେହି ସ୍ଥାନରେ ଆପଣ ଏହା ଦେଖିବା ଆବଶ୍ୟକ
କି ସେହି ସ୍ଥାନରେ ଆପଣଙ୍କୁ ଯେଉଁ କୁକୁର କାମୁଡି ଦେଇଛି ସେହି ସ୍ଥାନରେ ଆଗରୁ କୌଣସି କ୍ଷତ ଥିଲା କି ନାହିଁ।ତେବେ ଯଦି ସେହି ସ୍ଥାନରେ କ୍ଷତ ଥିଲା ଏହା ସହିତ ଏହା ପରେ ସେହି କୁକୁର ଏହାକୁ କାମୁଡି ଦେଇଛି ତେବେ ଏହା ପରେ ଆପଣ ସେହି ସ୍ଥାନରେ ପ୍ରଥମେ ଗରମ ପାଣି ସାହାଯ୍ୟରେ ଧୋଇବା ଆବଶ୍ୟକ।
ତେବେ ଏହା ପରେ ଏହା ଯଦି ଅଧିକ ଖଣ୍ଡିଆ ହୋଇ ନଥାଏ ତେବେ ଆପଣ ଏହା ଜାଣିବା ଆବଶ୍ୟକ କି ଏହା ଆପଣଙ୍କ ପାଇଁ ଅଧିକ ଅସୁବିଧା ଉତ୍ପନ କରିବ ନାହିଁ।ତେଣୁ ଆପଣ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ।ଏହା ସହିତ ଏହା ପରେ ମଧ୍ୟ ଯଦି ଆପଣ ଏହା କାରଣରୁ ଅଧିକ ଭୟଭୀତ ହେଉଛନ୍ତି ତେବେ ଆପଣ ଏହାର ଚିକିତ୍ସା ପାଇଁ ଚିକିତ୍ସକଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ଅଟେ।
ଏହା ସହିତ ଯଦି ଆପଣ କୌଣସି ପାଗଳ କୁକୁରର କାମୁଡାର ଶିକାର ହୋଇଛନ୍ତି ତେବେ ଆପଣ ଏହାର ଚିକିତ୍ସା କରିବା ନିହାତି ଭାବରେ ଆବଶ୍ୟକ ଅଟେ।କାରଣ ଏହାର ବିଷ ଆପଣଙ୍କ ମସ୍ତିଷ୍କ ଯାଏ ଯଦି ପହଞ୍ଚି ଯାଇଥାଏ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ।
ଯେପରିକି ଆପଣଙ୍କୁ ପାଣି ଦେଖିଲେ ଭୟ ଲାଗିବ ଏହା ସହିତ ଏହିପରି ଅନେକ ଲକ୍ଷଣ ଦେଖା ଯିବ।ଏହା ସହିତ ଏହାର ଚିକିତ୍ସା ସଠିକ ସମୟରେ ନ କରିବା ଫଳରେ ରୋଗୀର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ।ତେଣୁ ସତର୍କ ହୋଇ ରହିବା ନିହାତି ଭାବରେ ଆବଶ୍ୟକ ଅଟେ।ଏହା ସହିତ ଆପଣ ଏହାର ଚିକିତ୍ସା ସଠିକ ସମୟରେ କରିବା ଫଳରେ ଆପଣ ଯାଇ ଏହାର ସମାଧାନ କରି ପାରିବେ।ନଚେତ ଏହା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ ତେଣୁ କୁକୁର କାମୁଡିବା ଫଳରେ ଏହାର ସଠିକ ଭାବରେ ଚିକିତ୍ସା କରିବା ନିହାତି ଭାବରେ ଆବଶ୍ୟକ ଅଟେ।