ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଜାଣିଥିବେ କ୍ୟାମେରାମ୍ୟାନ ମାନସଙ୍କ ହତ୍ୟାକାଣ୍ଡ ବିଷୟରେ।ତେବେ ଏହି କଥା ବର୍ତ୍ତମାନ ଚାରିଆଡେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ଯେଉଁଠାରେ ଦେଖିବେ ଏହି କଥାର ଚର୍ଚ୍ଚା।
ତେବେ ବାସ୍ତବରେ ମାନସଙ୍କ ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।ଏହାକୁ ନେଇ ତାଙ୍କ ପରିବାର ଅନେକ ମାତ୍ରାରେ ଦୁଃଖ ପ୍ରକାଶ କରିଛନ୍ତି।ଆଜି ମଧ୍ୟ ତାଙ୍କ ପରିବାର ତାଙ୍କୁ ଝୁରୁଛି।ଆମେ ଆଜି ଏହି ଘଟଣା ବିଷୟରେ କିଛି ନୂତନ ତଥ୍ୟ ଜାଣିବା।ମାନସଙ୍କ ମୃତ୍ୟୁ ପରେ ନିରଞ୍ଜନ ଏବେ ଜେଲରେ ଅଛନ୍ତି।
କବିତା ଆଉ ଅ-ଶ୍ଳୀ-ଳ ସିନେମା ଲେଖୁଥିବା ବାବୁ ନିରଞ୍ଜନ ଏଥର ଜେଲରୁ ମୁକୁଳିବା ପାଇଁ କିଛି ନୂଆ କାହାଣୀ ରଚି ପାରନ୍ତି।ଅଵଶ୍ୟ କାହାଣୀ ଲେଖିବାରେ ବାବୁ କିନ୍ତୁ ଫୁଲ ଏକ୍ସପର୍ଟ।କିନ୍ତୁ ଜେଲରୁ ବାହାରିବାକୁ ହେଲେ ବାବୁଙ୍କ କାହାଣୀ କିଛି କାମ ଦେବନି ବୋଲି ନିରଞ୍ଜନ ଜାଣି ସାରିଲେଣି।ସେଥିପାଇଁ ବାବୁ ନିରଞ୍ଜନ ଅଭିନୟ କରିବାକୁ ବାହାରିଛନ୍ତି।
ଅଵଶ୍ୟ ବାବୁଙ୍କ କୌଣସି ସିନେମ ରିଲିଜ ହୋଇନାହିଁ ଯଦି ରିଲିଜ ହୋଇଥାନ୍ତା ତେବେ ଆମେ କହିପାରି ଥାନ୍ତୁ ଯେ ବାବୁ କିପରି ଅଭିନୟ କରିପାରନ୍ତି।ଯେମିତି କବିତାର ଛନ୍ଦକୁ ଛନ୍ଦ ଯୋଡିପାରନ୍ତି ସେମିତି କଣ ଅଭିନୟର ଯାଦୁ ଦେଖାଇ ପାରନ୍ତି ବାବୁ ନିରଞ୍ଜନ।କିନ୍ତୁ ଏବେ ବି ନିରଞ୍ଜନଙ୍କ ଅଭିନୀତ ସିନେମା ଗୋପନରେ ରହି ଯାଇଛି।
ଏବେ ଶୁଣିବାକୁ ମିଳୁଛି ଯେ ବାବୁ ନିରଞ୍ଜନ ପାଗଳର ଅଭିନୟ କରିବେ।ମୁଣ୍ଡ କାମ ନକରିବା ଭଳି ବାଉଳି ହେବେ।ଏଥିପାଇଁ କାଳେ ତାଙ୍କୁ ଟିକେ କୋହଳ ସଜା ହୋଇପାରେ।ବର୍ତ୍ତମାନ ବୋଧେ ଜେଲର ଚାରିକାନ୍ଥ ଭିତରେ ଏପରି କିଛି ଭାବୁଥିବେ ବାବୁ ନିରଞ୍ଜନ।ଏହା ସହିତ ଆଉ ଏକ କଥା ମଧ୍ୟ ସେ ଭାବୁଥିବେ।
ସେ ଯେଉଁ ଅଭିନୟ କରିବାକୁ ଯାଉଛନ୍ତି ସେ କାହାଣୀର ନିର୍ଦ୍ଦେଶନା କିଏ ଦେବ?ମାଡ଼ମ ଶର୍ମିଷ୍ଠାଙ୍କ ରିମାଣ୍ଡ ସରିବା ପରେ କାମ କରିବାକୁ ବାବୁ ନିରଞ୍ଜନ ଚାହିଁ ବସିଛନ୍ତି।ମାଡ଼ମ ଶର୍ମିଷ୍ଠା ଯେମିତି କହିବେ ବାବୁ ନିରଞ୍ଜନ ସେମିତି ଅଭିନୟ କରିବେ।କାରଣ ମାଡ଼ମ ପ୍ରମାଣ କରିଦେଇଛନ୍ତି ଯେ ସେ ନିରଞ୍ଜନଙ୍କ ଠାରୁ ବେଶୀ କଳାକାର।କାରଣ ମାଡ଼ମ ଶର୍ମିଷ୍ଠା ପୋଲିସକୁ ଚକମା ଦେଇ ଏତେ ବୁଲେଇଲେ ଯେ କେବଳ ନିରଞ୍ଜନ ନୁହଁ ଏହି ଦୁନିଆ ମାଡ଼ମଙ୍କ ସେହି ପଣିଆ।