ଆଜିକାଲି ଲୋକ ମାନେ ଆଧୁନିକ ଭଜନକୁ ଅନେକ ଭାବରେ ପସନ୍ଦ କରୁଛନ୍ତି।ତେବେ ବର୍ତ୍ତମାନ ନିକଟରେ ଜଣେ ଝିଅଙ୍କ ଭିଡିଓ ସାମ୍ନାକୁ ଆସି ଥିଲା ଯେଉଁଥିରେ ସେ ଅନେକ ଦୁଃଖଭରା ଭଜନ ଗାଇ ଥିଲେ ଏହା ସହିତ ତାଙ୍କର ଭଜନ ଶୁଣିବା ପାଇଁ ସେଠାରେ ଅନେକ ଲୋକ ମଧ୍ୟ ଜମା ହୋଇ ଥିଲେ।ଏହା ସହିତ ତାଙ୍କର ଭଜନ ଅନେକ ଆକର୍ଷଣୀୟ ମଧ୍ୟ ଥିଲା।ଯାହା ଫଳରେ ସେଠାରେ ଅନେକ ଲୋକ ଜମା ହୋଇ ତାଙ୍କର ଭଜନ ଶୁଣି ଥିଲେ।
ତେବେ ସେଠାରେ ଏକ ଭଜନ ସନ୍ଧ୍ୟା ତଥା କୀର୍ତ୍ତନ ହେବାର ଦେଖା ଯାଇ ଥିଲା।ଏହା ସହିତ ଅନେକ ଲୋକ ସେଠାରେ ଜମା ହୋଇ ସେଠାରେ ଭଜନ ଶୁଣୁଥିଲେ।ତେବେ ଲୋକ ମାନଙ୍କ କହିବା ଅନୁସାରେ ସେଠାରେ ଜ୍ୟୋତି ନାମକ ଜଣେ ଝିଅ ଥିଲେ।ତେବେ ସେ ସେଠାରେ ବହୁତ ଭଲ ଭଜନ ଗାଉ ଥିଲେ ବୋଲି ସେଠାରେ ଥିବା ସମସ୍ତ ଲୋକ କହି ଥିଲେ।
ତେବେ ବାସ୍ତବରେ ସେ ସେଠାରେ ବହୁତ ଭଲ ଭଜନ ଗାଉ ଥିଲେ।ଏହା ସହିତ ନିଜର ଭଜନ ମାଧ୍ୟମରେ ସେ ସମସ୍ତଙ୍କୁ ବାନ୍ଧି ରଖି ଥିଲେ।ଏହା ସହିତ ସେଠାରେ ସେ ଭଜନ କରିବା ସହିତ କୀର୍ତ୍ତନ ମଧ୍ୟ କରୁଥିଲେ।ଯାହା ଫଳରେ ସେଠାରେ ଅନେକ ଲୋକ ଅନେକ ସମୟ ଧରି ଛିଡା ହୋଇ ସେମାନଙ୍କ ଭଜନ କୀର୍ତ୍ତନ ଦେଖି ଥିଲେ।
ତେବେ ସେମାନଙ୍କ ଗ୍ରାମରେ ଏହି ଭଜନ କୀର୍ତ୍ତନ ହୋଇଥିଲା ଯାହା ଫଳରେ ଗ୍ରାମର ଅନେକ ଲୋକ ସେଠାରେ ଜମା ହୋଇ ସେମାନଙ୍କ ଭଜନ କୀର୍ତ୍ତନ ଦେଖି ଥିଲେ ଏହା ସହିତ ସେମାନଙ୍କ କହିବା ଅନୁସାରେ ସେଠାରେ ଅନେକ ଲୋକ ସେମାନଙ୍କର ଅନେକ ପ୍ରଶଂସା କରି ଥିଲେ।ଏହା ସହିତ ସେମାନେ ମିଳିତ ଭାବରେ ଏକ ସଙ୍ଗଠନରେ ରହି ଥାଆନ୍ତି।
ଏହା ସହିତ ସେମାନଙ୍କୁ ଯେଉଁ ସ୍ଥାନକୁ ଭଜନ କୀର୍ତ୍ତନ କରିବା ପାଇଁ ଡକା ଯାଇ ଥାଏ ସେମାନେ ସେଠାରେ ମିଳିତ ଭାବରେ ଯାଇ ଭଜନ କରି ଥାଆନ୍ତି।ଏହା ସହିତ ସେମାନଙ୍କ ଭଜନ କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଆଧୁନିକ ହୋଇ ଥିବାରୁ ସେମାନଙ୍କ ଭଜନ କୀର୍ତ୍ତନ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି।
ଏହା ସହିତ ସେମାନେ ଯେଉଁ ସ୍ଥାନକୁ ମଧ୍ୟ ଯାଇ ଥାଆନ୍ତି ସେଠାରେ ଲୋକ ମାନଙ୍କ ଭିଡ଼ ଲାଗି ରହି ଥାଏ।ତେବେ ସେମାନଙ୍କ ଭଜନ ବହୁତ ଭଲ ଲାଗି ଥାଏ ବୋଲି ସମସ୍ତେ ଲୋକ କହି ଥାଆନ୍ତି।ଏହା ସହିତ ଯ୍ୟୋତିଙ୍କ ଭଜନ ସବୁଠାରୁ ଅଧିକ ଆକର୍ଷିତ ଲାଗିଥାଏ ବୋଲି ସେଠାରେ ଥିବା ଲୋକ ମାନେ କହି ଥାଆନ୍ତି।
ଏହା ସହିତ ସେ ସମସ୍ତଙ୍କ ମଧ୍ୟରେ ବହୁତ ଭଲ ଗୀତ ଗାଇ ଥାଆନ୍ତି ବୋଲି ଲୋକ ମାନେ କହି ଥାଆନ୍ତି।ତେବେ ସେ ବାସ୍ତବରେ ବହୁତ ଭଲ ଭଜନ ଗାଇ ଥାଆନ୍ତି।ଯାହା ଫଳରେ ତାଙ୍କର ଭଜନ ଶୁଣିବା ପାଇଁ ଅନେକ ଦୂରରୁ ମଧ୍ୟ ଲୋକ ମାନେ ଆସି ତାଙ୍କର ଭଜନ ଶୁଣି ଥାଆନ୍ତି।