ଜୀବନରେ ସବୁବେଳେ କିଛି ନା କିଛି ଶିଖିବା ନିହାତି ଦରକାର ହେଇଥାଏ ଓ ଏବଂଅହଲୀ ଅନେକ କ୍ଷେତ୍ର ରେ ମଧ୍ୟ ଏହା ଦରକାର ପଡିପାରେ,ତେବେ ୱେବହ୍ଲି କିଛି ଅତି ସରଳ ଓ ସାଧାରଣ ପ୍ରଶ୍ନ ମଧ୍ୟ ରହିଥିଏ ଯାହାକି ଶୁଣିଲେ ଆମେ ପ୍ରଥମେ ଭାବିବାକୁ ଲାଗୁ ଓ ଏହାର ଉତ୍ତର ଦେବାରେ ଅନେକ ସମୟ ରେ ବିଫଳ ହେଉ ତେବେ ଆଜି ଏଭଳି କିଛି ନୂଆ ପୁରୁଣା ପ୍ରଶ୍ନ ଚାଲନ୍ତୁ ଜାଣିବା ଏହି ଭିତରେ
୧- ବୃକ୍ଷରେ ହେଉଥିବା ବିଶ୍ଵର ସବୁଠାରୁ ବଡ ଫଳର ନାମ କଣ ? ଉତ୍ତର – ପଣସ ୨- ସଂସାରର ସବୁଠାରୁ ବଡ଼ କଇଁଛ କେଉଁଠାରେ ଦେଖିବାକୁ ମିଳିଥାଏ ? ଉତ୍ତର – ଅଷ୍ଟ୍ରେଲିଆ ୩- ଆଧୁନିକ ଯୁଗରେ ମୀରା ନାମରେ କିଏ ପରିଚିତ ଅଛନ୍ତି ? ଉତ୍ତର – ମହାଦେବ ବର୍ମା ୪- କେଉଁ ଦେଶର ଲୋକ ସାପ ଖାଇଥାନ୍ତି?ଉତ୍ତର – ଚୀନ ୫ – DP ର ଫୁଲ ଫର୍ମ କଣ ? ଉତ୍ତର – display pictures
୬- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ? ଉତ୍ତର – ବାଂଲାଦେଶ ୭- ଚଷମାକୁ ହିନ୍ଦୀରେ କଣ କୁହନ୍ତି ? ଉତ୍ତର – ଐନକ ୮- କେଉଁ ଦେଶର ଜନସଂଖ୍ୟା ସବୁଠାରୁ ଅଧିକ? ଉତ୍ତର – ଚୀନ ୯- କେଉଁ ଯିବାକୁ ଆଇନା ଦେଖିବାକୁ ଡର ଲାଗିଥାଏ? ଉତ୍ତର – ଘୁଷୁରୀ ୧୦- ହରିୟାଣାରେ ସମୁଦାୟ କେତୋଟି ଜିଲ୍ଲା ଅଛି ? ଉତ୍ତର -୨୨ ଟି
୧୧- ଏଭଳି କେଉଁ ପ୍ରାଣୀ ଅଛି ଯିଏ ନିଜର ଭୋଜନ ଧୋଇକରି ଖାଇଥାଏ ? ଉତ୍ତର – ରେ ୧୨ – ଏମିତି କେଉଁ ବୁକ୍ ଅଛି ଯାହା ଛପା ହୋଇନାହିଁ? ଉତ୍ତର – ଫେସବୁକ ୧୩ – ଏଭଳି କେଉଁ ଫଳ ଅଛି ଯେଉଁଥିରେ ଚୋପା ନଥାଏ କି ଭିତରେ ମଞ୍ଜି ନଥାଏ ? ଉତ୍ତର – ତୁଥକୋଳି ୧୪- ଏଭଳି କଣ ଅଛି ଯାହାର ଆକାର ଅଛି କିନ୍ତୁ ଧାରା ଅଛି ତାହା କଣ? ଉତ୍ତର – ଅକ୍ଷର
୧୫- କେଉଁ ଦେଶର ଲୋକମାନେ ଗଛରେ ରୁହନ୍ତି ? ଉତ୍ତର – କଙ୍ଗୋ ବେସିନ ୧୬- ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରିପାରିବ ? ଉତ୍ତର -୪୦ ଥର ୧୭ – ଦଶ ଟଙ୍କାରେ ଏମିତି କଣ କିଣିବେ ଯୋଉଥିରେ ଘର ଫୁଲ ହେଇଯିବ ? ଉତ୍ତର – ମହମ ବତୀ