ଏବେ ଏବେ ଆସିଲା ବଡ ଖବର,Audi କାର ଦୁର୍ଘଟଣାର ଶିକାର ହେଲେ ଏହି ହିରୋଇନ,ଆଉ ତାପରେ ଯାହା ହେଲା ଜାଣିଲେ ଆଖିରେ ଲୁହ ଆସିଯିବ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ବହୁତ ବଡ଼ ଦୁଃଖର ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ଯାହାକୁ ଜାଣିଲ ଆପଣ ଅତ୍ୟନ୍ତ ମାତ୍ରାରେ ଦୁଃଖିତ ହେବେ।ଏବଂ ଆପଣ ଏହି ଘଟଣା ସମ୍ପର୍କରେ ଯାହାକୁ କହିବେ ସେ ମଧ୍ୟ ଏହାକୁ ଶୁଣି ଅନେକ ମାତ୍ରାରେ ଦୁଃଖିତ ହେବେ।

ତେଣୁ କିଛି ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟକୁ ନେଇ ବର୍ତ୍ତମାନ ସମୟରେ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।ତେବେ ଏହି ଖବର ଅନୁସାରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ କାର ଦୁର୍ଘଟଣା ହୋଇଛି।ଏହା ବାସ୍ତବରେ ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।ତେବେ ତାଙ୍କର ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ।

ଆମେ ଆଜି ଜାଣିବା ଏହି ଅଭିନେତ୍ରୀ ଜଣଙ୍କ କିଏ।ଏବଂ ତାଙ୍କର କିପରି ଓ କାହିଁକି ଆକ୍ସିଡେଣ୍ଟ ହେଲା ଏହା ଜାଣିବାକୁ ହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଏକ କାର ଦୁର୍ଘଟଣାରେ ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ଆହତ ହୋଇଛନ୍ତି।ତେବେ ଏହି ଦୁର୍ଘଟଣା ପରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି।

ଅଭିନେତ୍ରୀଙ୍କ ଏହି ଦୁର୍ଘଟଣାରେ ଶରୀରରେ ଅନେକ ଆଘାତ ଲାଗିଛି ଓ ଏହାକୁ ନେଇ ତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଷ୍ଟିଜ କରାଯାଇଥିବା କଥା ସାମ୍ନାକୁ ଆସିଛି।ଏହି ଅଭିନେତ୍ରୀ ଜଣଙ୍କ ଏକ ଫ୍ୟାସନ ଇଣ୍ଟରଭିଉରେ ଭାଗ ନେବାକୁ ଯାଇଥିଲେ।ସନ୍ଧ୍ୟାରେ ତାଙ୍କ କାରର ଡ୍ରାଇଭର ଚଳାଉଥିବା ବେଳେ ସେ ଏଥିରେ ବସିଥିଲେ।

ତେବେ ଏକ୍ସପ୍ରେସ ୱେରେ ହଠାତ ଡ୍ରାଇଭର ଜଣଙ୍କ କାର ଉପରେ ନିୟନ୍ତ୍ରଣ ହରାଇଥିଲେ।ଫଳରେ ଗାଡିଟି ରାସ୍ତାରେ ଯାଉଥିବା ଆଃ ଦୁଇଟି ଗାଡି ସହିତ ପିଟିହୋଇଯାଇଥିଲା।ମଳାଇକାଙ୍କ ଜଣେ ବନ୍ଧୁ ନିଜ କଥା ଗୋପନ ରଖି କହିଛନ୍ତି ଯେ ମୁମ୍ବାଇ ପୁଣେ ଏକ୍ସପ୍ରେସ ୱେ ଘଟଣାରେ ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ।

କିନ୍ତୁ ସେ ଏବେ ଧୀରେ ଧୀରେ ଠିକ ହେଉଛନ୍ତି ଯାହା ତାଙ୍କ ପାଇଁ ଏବଂ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଭଲ ଖବର ଅଟେ।ତାଙ୍କ ଶରୀରରେ ଏକାଧିକ ଷ୍ଟିଜ ପଡିଛି ହେଲେ ତାଙ୍କ ମୁଣ୍ଡରେ କୌଣସି ଆଘାତ ଲାଗିନାହିଁ।ତେଣୁ ପ୍ରସିଦ୍ଧ ଅଭିନେତ୍ରୀ ମଳାଇକାଙ୍କ କାର ଦୁର୍ଘଟଣା ହୋଇଛି।ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *