ମାଘ ସପ୍ତମୀ ରେ ଘରେ ଏହି ଜାଗାରେ ଲୁଣ (Namak) ରଖନ୍ତୁ,ଜୀବନରେ ହେବ ନାହିଁ କେବେ କିଛି ଅସୁବିଧା…

Spread the love

୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଗୋଟିଏ ପ୍ୟାକେଟ ଲୁଣ, ୧୦୦ ଗ୍ରାମ ସୋରିଷ ତେଲ ଓ ଗୋଟିଏ ପ୍ୟାକେଟ ପାଣି ବୋତଲ ଏହି ସମସ୍ତ ଜିନିଷକୁ ଏକତ୍ରିତ କରି ଦିଅନ୍ତୁ ଓ ଏହାକୁ ଆପଣ ନେଇ କୌଣସି ବି ମହିଳା କି ପୁରୁଷଙ୍କୁ ଦାନରେ ଦେଇ ଦିଅନ୍ତୁ। ଏବଂ ଚୁପ ଚାପ ଆପଣଙ୍କ ଘରକୁ ଚାଲି ଆସନ୍ତୁ, ଦେଖନ୍ତୁ କିପରି ହେଉଚି।

ଏହି ଉପାୟ ଏତେ ସାରା ଲାଭ ପ୍ରଦାନ କରିଥାଏ କି ଯାହାର ଆପଣ ଅନୁମାନ ବି ପ୍ରାୟ କରି ପାରିବେ ନାହିଁ। ଆପଣ କେତେ ବି ଗରିବ ହୁଅନ୍ତୁ ନା କାହିଁକି ମାତ୍ର ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ତେବେ ଏହି ଉପାୟ ଆପଣ ଚୁପ ଚାପ କରନ୍ତୁ। ଆପଣ ମାନଙ୍କୁ ଯେଉଁ ସବୁ ସାମଗ୍ରୀ

ବିଷୟରେ କହିଛୁ ସେସବୁ ରହିବା ଦରକାର। ସବୁବେଳେ ସତ କର୍ମ କରନ୍ତୁ, ଜୀବନରେ ଆଗକୁ ବଢ଼ିବେ।ଆପଣ ଲୁଣକୁ ପ୍ଲାଷ୍ଟିକ ଡବାରେ ଭୁଲରେ ବି ରଖନ୍ତୁ ନାହିଁ। କାଚ ପାତ୍ର ମଧ୍ୟରେ ରଖନ୍ତୁ। ଯଦି ଖାଦ୍ୟରେ ଲୁଣ କମ ହୋଇଯାଏ ତେବେ ଆପଣ ଅଳ୍ପ ଲୁଣ ଖାଦ୍ୟରେ ପକେଇ ଖାଆନ୍ତି ଓ ଅନ୍ୟ ଫୋପାଡି

ଦେଇ ଥାଆନ୍ତି। ଏହା ବହୁତ ଅଶୁଭ ମନା ଯାଇଥାଏ।ଲୁଣର ତଳେ ପଡ଼ିବା ବିଲକୁଲ ଭୁଲ ମାନାଯାଏ।ସନ୍ଧ୍ୟା ସମୟରେ କାହାଠୁ ଲୁଣ ନେବା ଅନୁଚିତ ଓ ଦେବା ବି ଅନୁଚିତ ଅଟେ। ଯେବେ ଆପଣ ଲୁଣ ସନ୍ଧ୍ୟା ସମୟରେ ଅନ୍ୟ କାହାକୁ ଦେଇ ଦିଅନ୍ତି ତ ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ।

ଲୁଣ ମିଶ୍ରିତ ପାଣିରେ ପୋଛା ଲଗେଇବା ଦ୍ଵାରା ଘରେ ଯେତେ ବି ନକାରାତ୍ମକ ଉର୍ଜା ରହିଥାଏ ତାହା ଦୂର ହୋଇଯାଏ। ମନେ ରଖିବେ ଦ୍ୱିପ୍ରହରରେ ପୋଛା ମାରିବେ ନାହିଁ। ଭଗବାନ ସୂର୍ଯ୍ୟଙ୍କ ଉଦୟ ପୂର୍ବରୁ ଆପଣ ସକାଳୁ ସକାଳୁ କବାଟ ଖୋଲି ଦିଅନ୍ତୁ।ଆପଣ ଅଳ୍ପ ଲୁଣ, ଅଟା ଅଳ୍ପ, ଅଳ୍ପ ନାଲି ଲଙ୍କା ସହ

ଗୋଟେ କୋଇଲା ଓ ଅଳ୍ପ ହଳଦୀ ନିଅନ୍ତୁ। ଏହାକୁ ଏକାଠି କରି କାଗଜରେ ବାନ୍ଧି ଦିଅନ୍ତୁ। ଯାହାକୁ ନଜର ଲାଗି ଯାଇଚି ତା ମୁଣ୍ଡ ଉପରେ ୭ ଥର ଘୁରେଇ ଦିଅନ୍ତୁ। ତାପରେ ଏହାକୁ ଜଳେଇ ଦିଅନ୍ତୁ। ଆପଣଙ୍କ ନଜର ହଟିଯିବ। ଆପଣ ଚାରେ ଲୁଣ ପକାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *