ଏହି ୪ ଟି ନାମ ର ଝିଅ ହେଇଥାନ୍ତି କୋଟିଏରୁ ଗୋଟିଏ,ଏହି ଝିଅ ମାନେ ପ୍ରେମରେ କେବେ ଧୋକା (Dhoka) ଦିୟନ୍ତି ନାହିଁ…

Spread the love

ସାଙ୍ଗ ମାନେ ପ୍ରତି ବ୍ୟକ୍ତି ଇଚ୍ଛା କରିଥାଏ ଯେ ଜୀବନ ରେ ତାଙ୍କୁ ଏକ ଭଲ ସାଥିଟିଏ ମିଳୁ।ଏହା ତାଙ୍କର ସ୍ୱଭାବ ଓ ବ୍ଯବହାରରୁ ଜଣା ପଡିଥାଏ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁନିଆରେ ଏମିତି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ସ୍ଵାଭିମାନୀ ହୋଇଥାନ୍ତି।ଦୁନିଆରେ ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁମାନେ କୋଟିଏରୁ ଗୋଟିଏ ହୋଇଥାନ୍ତି।ସିଧା ସଳଖ କହିବାକୁ ଗଲେ ଏହି ଝିଅ ମନେ ସର୍ବ ଗୁଣ ସମ୍ପନ୍ନ ହୋଇଥାନ୍ତି।

ଆଜି ମୁଁ ଆପଣ ମାନଙ୍କୁ ଏମିତି କିଛି ନାମ ଥିବା ଝିଅ ମାନଂକ ବିଷୟରେ କହିବି ଯେଉଁମାନେ ଦୁନିଆରେ କୋଟିଏରେ ଗୋଟିଏ ହୋଇଥାନ୍ତି।ସାଙ୍ଗମାନେ ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ତ ସାଙ୍ଗମାନେ ଆସନ୍ତୁ ଜାଣିବା ଏମିତି କିଛି ଝିଅ ମାନଙ୍କ ବିଷୟରେ ଯେଉଁମାନେ ଦୁନିଆରେ କୋଟିଏରେ ଗୋଟିଏ ହୋଇଥାନ୍ତି।

୧: ଏଲ ନାମର ଝିଅ:- ଏହି ନାମର ଝିଅମାନେ ବହୁତ ଲାଜକୁଳୀ ଓ ସ୍ଵାଭିମାନୀ ହୋଇଥାନ୍ତି।ଏମାନେ ପ୍ରତି ଛୋଟ ଛୋଟ କଥାରେ ଖୁସି ଅନୁଭବ କରିଥାଆନ୍ତି।ଏମାନଙ୍କ ଚାଲିଚଳନ ଓ ସ୍ଵଭାବ ଏମିତି ହୋଇଥାଏ କି କେହି ଏମାନଙ୍କ ଖୁଣ ବାରି ପାରନ୍ତି ନାହିଁ।ଏମାନଙ୍କ କଥା କହିବା ଶୈଳୀ ଅଲଗା ରହିଥାଏ।ଯାହାଦ୍ଵାରା ଏମାନେ ଅନ୍ୟ ମାନଙ୍କ ହ୍ରୁଦୟ ଜିତି ପାରନ୍ତି।

୨: ଡି ନାମର ଝିଅ:- ଏହି ନାମର ଝିଅମାନେ ବହୁତ ସ୍ୱାଭିମାନ ଓ ସଚ୍ଚୋଟ ହୋଇଥାନ୍ତି।ଏମାନଙ୍କୁ କେହି ଖରାପ ଭାବିଲେ ମଧ୍ୟ ଏମାନେ କାହାକୁ ହଇରାଣ କରନ୍ତି ନାହିଁ।ବରଂ ସମସ୍ତଙ୍କ ସହିତ ଏହି ନାମର ଝିଅମାନେ ମିଳିମିଶି ରହିବାକୁ ପସନ୍ଦ କରନ୍ତି।ସମସ୍ତଙ୍କ ଖୁସିରେ ଏମାନେ ଖୁସି ହୋଇଥାନ୍ତି।ତେବେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଏମାନେ ଆଗେଇ ଆସିଥାନ୍ତି।

୩: ଏ ନାମର ଝିଅ:- ଏହି ନାମର ଝିଅମାନେ ହୃଦୟରୁ ବହୁତ କୋମଳ ସ୍ୱଭାବର ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।ଏମାନେ ସବୁ ଅସଫଳ କାମକୁ ମଧ୍ୟ ସଫଳ କରିଦିଅନ୍ତି।ସବୁ କାମରେ ଏମାନେ ଶ୍ରେଷ୍ଠ ଭାବରେ ମାନ୍ୟତା ପାଇଥାନ୍ତି।ଜୀବନରେ କିଛି କରିବା ପାଇଁ ଏହି ନାମର ଝିଅ ମାନେ ଇଚ୍ଛା କରିଥିଲେ ତାହା ପୂରଣ ନ ହେବା ଯାଏଁ ଚେଷ୍ଟା ଜାରୀ ରଖିଥାନ୍ତି।

4: ଜି ନାମର ଝିଅ:- ଏହି ନାମର ଝିଅ ମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି।ଏମାନେ ଯେଉଁ ଘରକୁ ବୋହୂ ହେଇକି ଯାଆନ୍ତି ସେହି ଘରେ କେବେବି ଧନର ଅଭାବ ରହେ ନାହିଁ।ତେବେ ଏମାନେ ଅନ୍ୟର ଦୁଃଖକୁ ନିଜର ଦୁଃଖ ମନେ କରିଥାନ୍ତି।ନିଜର ପରିଶ୍ରମକୁ ଏମାନେ ଅନ୍ୟ କାହା ଆଗରେ ଦେଖାଇବା ପାଇଁ ପସନ୍ଦ କରନ୍ତି ନାହିଁ।ଏମାନେ ଯେଉଁ ପରିଶ୍ରମ କରିଥାଆନ୍ତି ତାହାର ଫଳ ବହୁତ ଭଲ ହୋଇଥାଏ।ଏମାନେ ସର୍ବ ଗୁଣ ସମ୍ପନ୍ନ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *