ସାଧାରଣ ଭାବରେ ଏହା କୁହା ଯାଇଥାଏ କି ଅନ୍ୟର ଉପକାର କରିବା ଫଳରେ ଆମକୁ ଅନେକ ଶୁଭ ଫଳ ପ୍ରାପ୍ତ ହୋଇ ଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି ଲୋକଙ୍କ ସମ୍ପର୍କରେ ଆଲୋଚନା କରିବା ଯେଉଁ ମାନଙ୍କ ଉପକାର କରିବା ଫଳରେ ସାଧାରଣ ଭାବରେ ନିଜର କ୍ଷତି ହୋଇଥାଏ।ଏହା ସହିତ ଏପରି ନ କରିବା ପାଇଁ ମଧ୍ୟ କୁହା ଯାଇଛି।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ଲୋକଙ୍କ ସମ୍ପର୍କରେ ଆଲୋଚନା କରିବା।
ତେବେ ପ୍ରଥମେ ହେଉଛନ୍ତି ଚରିତ୍ର ହିନ ନାରୀ।ଏହି ନାରୀ ମାନଙ୍କ ଉପକାର କରିବା ଫଳରେ ସାଧାରଣ ଭାବରେ ଆମର ହିଁ କ୍ଷତି ହୋଇଥାଏ।ଏହା ସହିତ ଏପରି କରିବା ଫଳରେ ସେମାନେ ଓଲଟା ଆପଣଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇ ଦେଇ ଥାଆନ୍ତି।ଏହା ସହିତ ଏପରି କରିବା ଫଳରେ ସେମାନେ ଆପଣଙ୍କୁ ବ୍ୟବହାର କରି ନିଜର କାର୍ଯ୍ୟ କରିବା ପାଇଁ ପ୍ରୟାସ କରି ଥାଆନ୍ତି।
ତେଣୁ ଏପରି ଝିଅ ମାନଙ୍କ ପାଖରୁ ଯଥା ସମ୍ଭବ ଦୂରେଇ ରହିବା ନିହାତି ଆବଶ୍ୟକ ଅଟେ।ନଚେତ ଆପଣ ତାଙ୍କର ଉପକାର କରିବା ପାଇଁ ଚେଷ୍ଟା କରିବା ସମୟରେ ନିଜର ଅନିଷ୍ଠ କରି ବସିବେ।ଏହାପରେ ହେଉଛନ୍ତି ମୁର୍ଖ ବ୍ୟକ୍ତି।ଆପଣ କେବେ ମଧ୍ୟ ମୂର୍ଖ ମାନଙ୍କର ଉପକାର କରିବା ପାଇଁ ପ୍ରୟାସ କରନ୍ତୁ ନାହିଁ।
କାରଣ ଏପରି କରିବା ଫଳରେ ସାଧାରଣ ଭାବରେ ସେମାନେ ଏହା ଭାବି ଥାଆନ୍ତି କି ଆପଣ ତାଙ୍କର ଅନିଷ୍ଠ କରିବା ପାଇଁ ପ୍ରୟାସ କରୁଛନ୍ତି।ତେଣୁ ସେମାନଙ୍କ ପାଖରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ନିହାତି ଭାବରେ ଆବଶ୍ୟକ ଅଟେ।ତେବେ ସେମାନଙ୍କ ପାଖରୁ ଦୂରେଇ ରହିବା ସହିତ ସେମାନଙ୍କ କୌଣସି କର୍ଯ୍ୟରେ ମଧ୍ୟ ସେମାନଙ୍କ ସହିତ ରହିବା ସଠିକ ନୁହେଁ।
ନଚେତ ଏହା ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବାର ଅନେକ ସମ୍ଭାବନା ରହିଛି।ଏହା ସହିତ ଆପଣ ଏହା ମଧ୍ୟ ପ୍ରୟାସ କରନ୍ତୁ ଯେପରି ଆପଣ ସବୁବେଳେ ଅସନ୍ତୁଷ୍ଟ ରହୁଥିବା ବ୍ୟକ୍ତିଙ୍କ ସହାୟତା କରିବା ପାଇଁ କେବେ ମଧ୍ୟ ପ୍ରୟାସ କରନ୍ତୁ ନାହିଁ।କାରଣ ଏପରି କରିବା ଫଳରେ ଓଲଟା ଆପଣଙ୍କର କ୍ଷତି ହେବାର ଅନେକ ସମ୍ଭାବନା ରହି ଥାଏ।
ତେଣୁ ଆପଣ କେବେ ମଧ୍ୟ ଏପରି କରିବା ପାଇଁ ପ୍ରୟାସ କରନ୍ତୁ ନାହିଁ।ତେବେ ଏହାକୁ ନିଜେ ଚାଣକ୍ୟ କହିଛନ୍ତି।କାରଣ ଏପରି ସମସ୍ତ ବ୍ୟକ୍ତି ସାଧାରଣ ଭାବରେ ସନ୍ତୁଷ୍ଟ ହୋଇ ନଥାନ୍ତି।ଯାହା ଫଳରେ ସେମାନେ ଆପଣଙ୍କ ପାଖରୁ ଅଧିକ ଆଶା ରଖି ଥାଆନ୍ତି।ଏହା ସହିତ ଏହା ଫଳରେ ଆପଣ ଅସୁବିଧାର ସମ୍ମୁଖୀନ ହେବାର ଅନେକ ସମ୍ଭାବନା ରହିଛି।ତେଣୁ ଏହି ସମସ୍ତ କାର୍ଯ୍ୟ କରିବାରୁ ନିଜକୁ ଦୂରେଇ ରଖିବା ସହିତ ସେହି ସମସ୍ତ ବ୍ୟକ୍ତିଙ୍କ ପାଖରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଆବଶ୍ୟକ।ଯାହା ଫଳରେ ଆପଣ ଅନେକ ସମସ୍ୟାରୁ ସହଜରେ ମୁକ୍ତି ପାଇ ସୁଖରେ ରହି ପାରିବେ।