ତେବେ ସାଧାରଣ ଭାବରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହା ଯାଇଥାଏ।ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କ ଘରେ କୌଣସି ଝିଅ ଜନ୍ମ ହୋଇଥାଏ ତେବେ ମାତା ଲକ୍ଷ୍ମୀ ଆସିଲେ ବୋଲି କୁହା ଯାଇଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି ମାସ ସମ୍ପର୍କରେ ଆଲୋଚନା କରିବା ଯେଉଁ ଝିଅ ମାନେ ଏହି ମାସରେ ଜନ୍ମ ହୋଇ ଥାଆନ୍ତି ସେହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି ଏହା ସହିତ ସେମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ମଧ୍ୟ କୁହା ଯାଇ ଥାଏ।
ତେବେ ଏହି ମାସରେ ଯେଉଁ ଝିଅ ମାନେ ଜନ୍ମ ହୋଇ ଥାଆନ୍ତି ସେମାନେ ବହୁତ ଭଲ ହୋଇ ଥାଆନ୍ତି।ପ୍ରଥମ ମାସ ହେଉଛି ଫ୍ରେବୃଆରୀ।ଏହି ମାସରେ ଯେଉଁ ଝିଅ ଜନ୍ମ ହୋଇ ଥାଆନ୍ତି ସେମାନେ ବହୁତ ଭଲ ହୋଇ ଥାଆନ୍ତି।ସେମାନେ କେବେ ମଧ୍ୟ କାହାର କ୍ଷତି କରନ୍ତି ନାହିଁ।ଏହା ସହିତ ସବୁ ସମୟରେ ସେମାନେ ଅନ୍ୟର ଭଲ କରିବା ପାଇଁ ପ୍ରୟାସ କରି ଥାଆନ୍ତି।
ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ସେମାନଙ୍କ ଉପରେ ରହିଥାଏ।ଯାହା ଫଳରେ ସେମାନେ କେବେ ମଧ୍ୟ ଅସଫଳ ହୋଇ ନଥାନ୍ତି।ଏହା ପରେ ହେଉଛି ଏପ୍ରିଲ ମାସ।ଏହି ମାସରେ ଯେଉଁ ଝିଅ ଜନ୍ମ ହୋଇ ଥାଆନ୍ତି ସେମାନେ ଯେଉଁ ଘରକୁ ବିବାହ କରି ଯାଇ ଥାଆନ୍ତି ସେହି ଘରେ ଖୁସିର ବାତାବରଣ ରହି ଥାଏ।
ଏହା ସହିତ ସେମାନେ କେବେ ମଧ୍ୟ ନିଜର ପରିବାରର ଦୁଃଖ ଦେଖି ପାରନ୍ତି ନାହିଁ।ଏହା ସହିତ ନିଜର ପରିବାରକୁ ଏକାଠି କରି ରଖିବା ପାଇଁ ସେମାନେ ସବୁ ସମୟରେ ପ୍ରୟାସ କରି ଥାଆନ୍ତି।ଏହା ସହିତ ଏହି କାରଣ ପାଇଁ ସେମାନେ ଯେଉଁ ଘରେ ରହି ଥାଆନ୍ତି ସେହି ଘରେ ସୁଖ ଶାନ୍ତି ରହିଥାଏ।
ଏହା ସହିତ ଏହା ପରେ ହେଉଛି ଜୁନ ମାସ।ଏହି ମାସରେ ଯେଉଁ ଝିଅ ଜନ୍ମ ହୋଇ ଥାଆନ୍ତି ସେମାନେ ମଧ୍ୟ ବହୁତ ଭଲ ହୋଇ ଥାଆନ୍ତି।ଏହା ସହିତ ସେମାନେ କେବେ କାହାକୁ କଷ୍ଟ ଦେବା ପାଇଁ ପ୍ରୟାସ କରି ନଥାନ୍ତି।ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ସବୁ ସମୟରେ ରହି ଥାଏଯାହା ଫଳରେ ସେମାନେ କେବେ କୌଣସି କାର୍ଯ୍ୟରେ ଅସଫଳ ହୋଇ ନଥାନ୍ତି।
ଏହା ସହିତ ନିଜର ପରିବାରକୁ ଏକାଠି କରି ରଖିବା ପାଇଁ ସେମାନେ ସବୁ ସମୟରେ ପ୍ରୟାସ କରି ଥାଆନ୍ତି।ଏହା ସହିତ ଏହା ପରେ ହେଉଛି ଯେଉଁ ଝିଅ ସେପ୍ଟେମ୍ବର ମାସରେ ଜନ୍ମ ହୋଇ ଥାଏ ସେମାନେ ମଧ୍ୟ ବହୁତ ଭଲ ସ୍ୱଭାବର ହୋଇ ଥାଆନ୍ତି।ସେମାନେ ମଧ୍ୟ କେବେ କାହାର ଅନିଷ୍ଟ କରନ୍ତି ନାହିଁ।ଏହା ସହିତ ପରିବାରରେ ସେମାନେ ଏକାଠି ହୋଇ ରହିବା ପାଇଁ ପସନ୍ଦ କରି ଥାଆନ୍ତି।ଏହା ସହିତ ସେମାନେ ଯେଉଁ ଘରକୁ ବିବାହ କରି ଯାଇ ଥାଆନ୍ତି ସେହି ଘରକୁ ସ୍ଵୟଂ ମାତା ଲକ୍ଷ୍ମୀ ଯାଇ ଥାଆନ୍ତି।