ପଦ୍ମିନୀ ଶ୍ରେଣୀର ନାରୀମାନେ ଅନେକ ଶାନ୍ତ ଓ ନମ୍ର ସ୍ୱଭାବର ହୋଇ ଥାଆନ୍ତି।ଏମାନେ ପୁରୁଷ ମାନଙ୍କୁ ଏକ ସଠିକ ମାର୍ଗ ପରିଦର୍ଶନ କରାଇ ଥାଆନ୍ତି।ଏମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କ ଶରୀର ସୁ ସଂଗଠିତ ହୋଇଥାଏ।ଏହା ସହିତ ଏହି ନାରୀ ମାନେ ଅତ୍ୟନ୍ତ ଭଦ୍ର ହୋଇ ଥାଆନ୍ତି।ଏହି ନାରୀ ମାନେ ଶାରିରୀକ ଭାବରେ ରାତିରେ ଅଧିକ ଆକର୍ଷିତ ହୋଇ ଉଠି ଥାଆନ୍ତି।ଏମାନଙ୍କୁ ପାଉଥିବା ବ୍ୟକ୍ତି କାମରେ ସର୍ବଦା ତୃପ୍ତ ଓ ଜୀବନକୁ ଧନ୍ୟ ମନେ କରି ଥାଆନ୍ତି।
ଏହା ସହିତ ଏହି ନାରୀ ମାନଙ୍କ ପାଖରେ ସମସ୍ତଙ୍କୁ ନିଜ ବସରେ କରିବାର ଏକ ଭିନ୍ନ ଧରଣର ଦକ୍ଷତା ରହିଥାଏ।ଚିତ୍ରୁଲି ଶ୍ରେଣୀର ନାରୀ ମାନଙ୍କ ଚାଲି ସବୁଠାରୁ ଆକର୍ଷିତ ଓ ସୁନ୍ଦର ହୋଇଥାଏ।ଏହି ନାରୀ ମାନଙ୍କ ଶରୀରର ଆକାର ସନ୍ତୁଳିତ ହୋଇଥାଏ।ଏହା ସହିତ ଏମାନଙ୍କ ମଧ୍ୟରେ ବୁଦ୍ଧିମତାର ଏକ ବାସ୍ନା ରହିଥାଏ।ଏହା ସହିତ ଏମାନଙ୍କ ଉଚ୍ଚତା ମଧ୍ୟମ ରହିଥାଏ।
ଏମାନଙ୍କ ଆଗ୍ରହ ନୃତ୍ୟ ଓ ଗୀତ ଭଳି କଳା ପାଇଁ ଅଧିକ ରହିଥାଏ।ଏହା ସହିତ ଏମାନଙ୍କର ପୋଷାକ ଓ ପ୍ରସାଧନ ସାମଗ୍ରୀ ପାଇଁ ଏମାନଙ୍କର ଆଗ୍ରହ ଅଧିକ ରହିଥାଏ ଏହା ସହିତ ଏମାନେ ପୁରୁଷ ମାନଙ୍କୁ ଅଧିକ ସଫଳତା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।ପୁରୁଷ ଏହି ନାରୀ ମାନଙ୍କୁ ଖୁସି କରିବା ପାଇଁ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥାଏ।
ଏହା ସହିତ ଏହି ନାରୀ ମାନେ ପୁରୁଷ ମାନଙ୍କୁ ନିଜର ଶବ୍ଦ ଦ୍ଵାରା ବାନ୍ଧି ରଖିବାର ଏକ ବିଶେଷ କଳାର ଅଧିକାରିଣୀ ହୋଇଥାନ୍ତି।ସୌଖିନି ଶ୍ରେଣୀର ନାରୀମାନେ ଅଧିକ ମୋଟା ହୋଇ ନଥାନ୍ତି କି ଅଧିକ ପତଳା ହୋଇ ନଥାନ୍ତି।ଏମାନଙ୍କର ଲାଲ ରଙ୍ଗ ପ୍ରତି ଅଧିକ ଦୁର୍ବଳତା ରହିଥାଏ।ଏହା ସହିତ ଏହି ନାରୀ ମାନେ ମଧ୍ୟମ ଧରଣର ଭୋଜନ ଗ୍ରହଣ କରିଥାନ୍ତି।
ଏମାନଙ୍କର ନଖ ବହୁତ ଅଧିକ ଲମ୍ବା ଥାଏ।ଏମାନଙ୍କର ମସ୍ତିଷ୍କର ସର୍ବଦା କୌଣସି ନା କୌଣସି ରହସ୍ୟ ଚାଲିଥାଏ।ଏହା ସହିତ ଏମାନଙ୍କ ସହିତ ଯେଉଁ ପୁରୁଷ ରହିଥାଏ ସେମାନଙ୍କୁ ଅଧିକ ସତର୍କ ରହିବା ପାଇଁ ପଡ଼ିଥାଏ।ଏହା ସହିତ ଏହି ମହିଳା ମାନେ ବହୁତ ଆକର୍ଷିତ ସ୍ୱଭାବର ହୋଇଥାନ୍ତି।ଏମାନଙ୍କ ଶରୀରରୁ ସର୍ବଦା ଏକ ମାଦକ ଦ୍ରବ୍ୟ ଭଳି ଆଘ୍ରାଣ ରହିଥାଏ ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ।
ହସ୍ତୀନି ଶ୍ରେଣୀର ମହିଳାମାନେ ଅଧିକ ମୋଟା ହୋଇ ଥାଆନ୍ତି।ଏମାନେ ଅଧିକରୁ ଅଧିକ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।ଏମାନେ ନିଜର ଖାଦ୍ୟ କାହା ସହିତ ମଧ୍ୟ ବାଣ୍ଟନ୍ତି ନାହିଁ।ଏମାନେ ଅଧିକ କଳହ ପ୍ରିୟ ହୋଇଥାନ୍ତି।ଏମାନଙ୍କ ଓଠ ଅଧିକ ମୋଟା ହୋଇଥାଏ।ଏହା ସହିତ ଏହି ନାରୀ ମାନଙ୍କୁ ଶାରିରୀକ ସମ୍ଭୋଗରେ ତୃପ୍ତ କରିବା ଅସମ୍ଭବ।ଏହା ଥିଲା ନାରୀ ମାନଙ୍କର ଚାରି ଶ୍ରେଣୀ।ଠିକ ସେହିପରି ପୁରୁଷ ମାନଙ୍କୁ ସେମାନଙ୍କର ଗୁଣ ଓ ପ୍ରକୃତି ଅନୁସାରେ ମଧ୍ୟ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି।ସେମାନଙ୍କର ବିଭକ୍ତିକରଣ ଅନୁସାରେ ସେମାନଙ୍କୁ ମଧ୍ୟ ଉପରୋକ୍ତ ନାରୀ ମାନଙ୍କ ସହିତ ଉପଯୁକ୍ତ ଯୋଡ଼ି ମିଳିଥାଏ।